ନ୍ୟୁଜ୍ ଅପ୍ଡେଟ୍ @11 AM (୦୪ ଅକ୍ଟୋବର, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ପ୍ରମୁଖ ଖବର।
ଝାରସୁଗୁଡ଼ା: ଭୁଶୁଡୁଛି ସ୍କୁଲ ଛାତ, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ବିପଦ ଜନକ ଅବସ୍ଥାରେ ସ୍କୁଲରେ...
ହରିଆଣାରେ TikTok ଷ୍ଟାର ହେଲେ ବିଜେପି ବିଧାୟକ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆ ଭିଡିଓ ଆପ୍ 'ଟିକ୍ଟକ୍' ନିଶାରେ ବର୍ତ୍ତମାନ ଯୁବାପିଢ଼ି। ଜଣେ ସାଧାରଣ ଲୋକ ହେଉ ଅବା ଖାସ୍ ଲୋକ, ସମସ୍ତେ ବର୍ତ୍ତମାନ ଟିକ୍ଟକ୍ର କ୍ରେଜ୍ରେ ପାଗଳ। ବର୍ତ୍ତମାନ ହରିଆଣାର ଜଣେ...
ନ୍ୟୁଜ୍ ଅପ୍ଡେଟ୍ @7 PM (୩ ଅକ୍ଟୋବର, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶରେ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ମୁଖ୍ୟ ଖବର।
୧୭ରେ ବିଜେପୁର ଯିବେ ନବୀନ, ଦୁଇ ଦିନ କରିବେ ପ୍ରଚାର
ବିଜେପୁର ଉପ-ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି...
୧୭ରେ ବିଜେପୁର ଯିବେ ନବୀନ, ଦୁଇ ଦିନ କରିବେ ପ୍ରଚାର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ୧୭ ଓ ୧୮ ତାରିଖ ଦୁଇଦିନ ଧରି ବିଜେପୁରରେ ପ୍ରଚାର କରିବେ। ଏପରିକି ବରଗଡ଼ରେ ରାତ୍ରିଯାପନ...
ମୋ’ ସରକାର କ’ଣ? ଏହାକୁ କାହିଁକି ଶୁଭାରମ୍ଭ କଲେ ରାଜ୍ୟ ସରକାର?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
5-T କାର୍ଯ୍ୟକ୍ରମ ଅଧିନରେ ରାଜ୍ୟ ସରକାର ‘ମୋ ସରକାର’ ଶୁଭାରମ୍ଭ କରିଛନ୍ତି। ଗାନ୍ଧୀ ଜୟନ୍ତୀରୁ ଏହା ଶୁଭାରମ୍ଭ କରାଯାଇଛି। ତେବେ ରାଜ୍ୟ ସରକାର ‘ମୋ ସରକାର’ କାହିଁକି ଶୁଭାରମ୍ଭ କଲେ...
ରୁଷିଲେ ଦାମ – କହିଲେ, ‘ଆଉ ନିର୍ବାଚନ ଲଢ଼ିବିନି’
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=2SwYOqLJMic]
ଆଉ ନିର୍ବାଚନ ଲଢିବେନି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜେ ଏକଥା କହିଛନ୍ତି ଦାମ ରାଉତ।
ବିଜେପୁର ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ହେବା...
ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକଙ୍କ ତାଲିକା, ଜାଣନ୍ତୁ କେଉଁ ଦଳରେ କିଏ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ତିନି ଦଳ ତାଙ୍କର ଷ୍ଟାର ପ୍ରଚାରକ ଘୋଷଣା କରିଛନ୍ତି। ଆଗାମୀ ବିଜେପୁର ଉପ-ନିର୍ବାଚନରେ ଏହି ନେତାମାନେ ଦଳ ପାଇଁ ପ୍ରଚାର କରିବେ।
ବିଜେଡିର ଷ୍ଟାର ପ୍ରଚାରକରେ ସାମିଲ...
ଆସିଲା ‘ମୋ ସରକାର’ – ଲୋକଙ୍କ ସହ କଥା ହେଲେ ନବୀନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଥା ରଖିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସରେ ଏଣିକି ‘ଲୋକଙ୍କ ସହ ସିଧା କଥା ହେବି’ କହିଥିବା ମୁଖ୍ୟମନ୍ତ୍ରୀ ବୁଧବାର ଦିନ କଥା ହୋଇଥିଲେ। ‘ମୋ ସରକାର’ କାର୍ଯ୍ୟକ୍ରମ...
ଗାନ୍ଧୀ ଜୟନ୍ତୀରେ ମୋଦୀଙ୍କ ଆହ୍ୱାନ – ‘‘ଦେଶ ପାଇଁ ସଂକଳ୍ପ ନିଅ, ନିଜ ଦାୟିତ୍ୱ ସମ୍ପନ୍ନ କର’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘ଦେଶ ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂକଳ୍ପ ନେବା ଦରକାର। ଦେଶ ପ୍ରତି ନିଜର ଦାୟିତ୍ୱ କ’ଣ ରହିଛି ସେ ବିଷୟରେ ମଧ୍ୟ ସମସ୍ତେ ସଚେତନ ହେବା ଦରକାର। ଗାନ୍ଧୀ ଜୟନ୍ତୀରେ...
ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି…
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନମସ୍କାର! ମୁଁ ନବୀନ ପଟ୍ଟନାୟକ କହୁଛି
ଆପଣ ଭବାନିପାଟଣା ପୋଲିସ ଷ୍ଟେସନ ଯାଇଥିଲେ କି?
ମା’ ଆପଣ ପାଟଣାଗଡ଼ ଥାନାକୁ ଯାଇଥିଲେ କି?
ସେଠି କ’ଣ ହେଲା?
ଆଛା
ଧନ୍ୟବାଦ!
ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ...




















