ନ୍ୟୁଜ୍‌ ଅପ୍‌ଡେଟ୍‌ @ 11 AM (ଅଗଷ୍ଟ ୨୭, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଧାରା ୩୭୦ ଉଚ୍ଛେଦକୁ ନେଇ ଦେଶବାସୀଙ୍କୁ ସଚେତନ କରିବ ବିଜେପି  ଧାରା ୩୭୦ ଉଚ୍ଛେଦ ବିଷୟରେ ଦେଶବାସୀଙ୍କୁ...

ଧାରା ୩୭୦ ଉଚ୍ଛେଦକୁ ନେଇ ଦେଶବାସୀଙ୍କୁ ସଚେତନ କରିବ ବିଜେପି 

ଓଡ଼ିଶାଲାଇଭ୍ ବ୍ୟୁରୋ ଧାରା ୩୭୦ ଉଚ୍ଛେଦ ବିଷୟରେ ଦେଶବାସୀଙ୍କୁ ଅବଗତ ଓ ସଚେତନ କରିବ ବିଜେପି। କାହିଁକି ଏହି ଧାରାକୁ ଉଚ୍ଛେଦ କରାଗଲା ବିଜେପି ନେତାମାନେ ତାହା ବଖାଣିବେ। ଏନେଇ ଆସନ୍ତା ସେପ୍ଟେମ୍ବର ୧ରୁ...

କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଝଟ୍‌କା ଖାଉଛି ପାକିସ୍ତାନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଶ୍ମୀର ପ୍ରସଙ୍ଗରେ ବାରମ୍ବାର ଝଟ୍‌କା ଖାଉଛି ପାକିସ୍ତାନ। କଶ୍ମୀରକୁ ନେଇ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ଭାରତକୁ ଅପଦସ୍ତ କରିବା ପାଇଁ ଇମ୍ରାନ ସରକାର ଯେତେ ଉଦ୍ୟମ କଲେ ବି ତାହା ସଫଳ...

ଭାଙ୍ଗିଲା ପିସିସିର ସବୁ କମିଟି, ନିରଞ୍ଜନ ରହିଲେ ସଭାପତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନିର୍ବାଚନ ବେଳେ ଗଠନ ହୋଇଥିବା ଓଡ଼ିଶା ପ୍ରଦେଶ କଂଗ୍ରେସର ସବୁ କମିଟି ଭଙ୍ଗାଯାଇଛି। ଗତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରି ନଥିବାରୁ ଏଆଇସିସି ଏହି ପଦକ୍ଷେପ ନେଇଛି। ନିରଞ୍ଜନ...

ଗ୍ରାମୀଣ ଆବାସ ଯୋଜନା ଉପରେ ଓଡ଼ିଶା ସରକାରଙ୍କ ଫୋକସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଗୃହ ନିର୍ମାଣକୁ ଏବେଠାରୁ ଆହୁରି ବ୍ୟାପକ କରାଯିବ। ଏନେଇ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ...

ମୋଦି-ଟ୍ରମ୍ପ୍‌ ରାଜି, କ୍ୟା କରେଙ୍ଗେ ଇମ୍ରାନଜୀ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ଟ୍ରମ୍ପ୍‌। ଇମ୍ରାନ ଖାନ୍‌ ବାଉଳା। କଶ୍ମୀରକୁ ନେଇ ବିଶ୍ୱ ଦରବାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଯେଉଁ ଗୋଟି ଚାଳନା କରୁଥିଲେ ସେଥିରେ...

ଆନ୍ତଃରାଜ୍ୟ କାଉନସିଲ୍‌ ବୈଠକରେ ନବୀନ ରଖିଲେ ଦାବି – ‘‘ମାଓ ପ୍ରଭାବିତ ଅଞ୍ଚଳକୁ ଦିଅ ବ୍ୟାଙ୍କିଙ୍ଗ୍‌ ଓ ରେଳପଥର...

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୧୦ ମାଓ ପ୍ରଭାବିତ ରାଜ୍ୟକୁ ନେଇ ଦିଲ୍ଲୀରେ ବସିଥିଲା ବୈଠକ। ନୂଆଦିଲ୍ଲୀରେ ବସିଥିବା ଆନ୍ତଃରାଜ୍ୟ କାଉନସିଲ୍‌ ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ପ୍ରଭାବିତ ଅଞ୍ଚଳର ବିକାଶ ପ୍ରସଙ୍ଗ ଉଠାଇଛନ୍ତି।...

ନ୍ୟୁଜ୍‌ ଅପ୍‌ଡେଟ୍‌ @7PM (ଅଗଷ୍ଟ ୨୬, ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର। ଟ୍ରମ୍ପଙ୍କୁ ସଫା ସଫା ଶୁଣାଇଲେ ମୋଦି – ‘‘କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ନାହିଁ’’ ‘ଭାରତ-ପକିସ୍ତାନ...

ଆଉ ୪ ଦିନ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ରିମାଣ୍ଡ ଅବଧି। ସିବିଆଇ ତାଙ୍କୁ ଆଜିଠୁ ଆଉ ୪ ଦିନ ରିମାଣ୍ଡରେ ନେଇଛି। ୩୦ ତାରିଖ ଯାଏଁ ଚିଦାମ୍ବରମ୍‌ ସିବିଆଇ ହେପାଜତରେ ରହିବେ। ପି...

ଟ୍ରମ୍ପଙ୍କୁ ସଫା ସଫା ଶୁଣାଇଲେ ମୋଦି – ‘‘କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ନାହିଁ’’

ଓଡ଼ିଶାଲାଇଭ୍ ବ୍ୟୁରୋ ‘‘ଭାରତ-ପକିସ୍ତାନ ଭିତରେ ଅନେକ ଦ୍ୱିପାକ୍ଷିକ ସମସ୍ୟା ରହିଛି। ସେଥିମଧ୍ୟରୁ କଶ୍ମୀର ହେଉଛି ଅନ୍ୟତମ। ଏହା ଆମ ଦୁଇ ଦେଶର ପ୍ରସଙ୍ଗ। ଅନ୍ୟ ଦେଶର ହସ୍ତକ୍ଷେପ ଆମେ ଚାହୁଁନୁ।’’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ...