କାହାର ହେବ ଦିଗପହଣ୍ଡି: ସୂର୍ଯ୍ୟଙ୍କ ଗଡ଼ରେ ପଦ୍ମ ଫୁଟାଇ ପାରିବେ କି ସିଦ୍ଧାନ୍ତ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=BPdpI3rlusE କେବଳ ଗଞ୍ଜାମ ନୁହେଁ ସମଗ୍ର ଓଡ଼ିଶାର ଏକ ଗୁରୁତ୍ଵପୂର୍ଣ୍ଣ ଆସନ ହେଉଛି ଦିଗପହଣ୍ଡି। ଅନେକ ବର୍ଷରୁ ଏହା ବିଜେଡିର ଗଡ଼ ରହି ଆସିଛି। ଓଡ଼ିଶା ରାଜନୀତିର ଟାଣୁଆ ନେତା ସୂର୍ଯ୍ୟନାରାୟଣ...

ଜୁନ୍ ୧୦ରେ ଓଡ଼ିଶାରେ ସରକାର ଗଢ଼ିବ ବିଜେପି – ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋମବାର ସେ ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ...

କର୍ଣ୍ଣାଟକ ଯୌନ ଉତ୍ପୀଡ଼ନ ମାମଲା: ସାରା ଦେଶରେ ଝଡ଼ ସୃଷ୍ଟି କରିଛି ବାପା-ପୁଅଙ୍କ କେଳେଙ୍କାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକର ହାସନ ଜିଲ୍ଲାରେ ଅନେକ ମହିଳାଙ୍କ ବିରୋଧରେ ହୋଇଥିବା ଯୌନ ଉତ୍ପୀଡ଼ନ ମାମଲା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ମାମଲାରେ ଏବେ ଛନ୍ଦି ହୋଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ...

ମୋହନାରେ ଏଥର ବି ତ୍ରିମୁଖୀ ଲଢ଼େଇ: କିଏ ଜିତିବ ଭୋଟରଙ୍କ ମନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମୋହନା ଦକ୍ଷିଣ ଓଡ଼ିଶାର ଏମିତି ଏକ ଆସନ ଯେଉଁଠାରେ ଶେଷ ପର୍ଯ୍ୟାୟ ଗଣତି ଯାଏଁ ବି କହି ହୁଏନି ଜିତିବ କିଏ। ଏଠି ସବୁ ଦଳ ପ୍ରାର୍ଥୀର ପରସ୍ପରକୁ ଦେଇଥାନ୍ତି...

ନୂଆପଡ଼ା ବିଧାନସଭା ଆସନ ଲାଗି ଦମଦାର ହେବ ରାଜନୈତିକ ଲଢ଼େଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ନୂଆପଡ଼ା ବିଧାନସଭା ଆସନ ଲାଗି ଜୋରଦାର ହେବ ରାଜନୈତିକ ଲଢ଼େଇ। ମଇଦାନରେ ମୁହାଁମୁହିଁ ହେବେ ତିନି ପ୍ରମୁଖ ଦଳର ଟାଣୁଆ ନେତା। ତେବେ ବିଜେଡି-ବିଜେପି ନା କଂଗ୍ରେସ, କାହା...

ରାଜ୍ୟରେ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲାଗିଛନ୍ତି – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କ୍ରମରେ ଶନିବାର କୋରାପୁଟରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକସଭା...

ଖଣ୍ଡପଡ଼ାରେ ବିଗୁଡ଼ୁଛି ବିଜେଡିର ସ୍ଥିତି: ଦଳ ଛାଡ଼ିଲେ, ଅସନ୍ତୋଷ ଝାଡ଼ିଲେ ଅନୁଭବ ପଟ୍ଟନାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେଡିର ଗଡ଼ କୁହାଯାଉଥିବା ଖଣ୍ଡପଡ଼ାରେ ଏବେ ବିଗିଡ଼ିବାରେ ଲାଗିଛି ଦଳର ସ୍ଥିତି। ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଦଳ ଛାଡ଼ିଛନ୍ତି ବିଜେଡିର ଟାଣୁଆ ନେତା...

ମେ’ ୧୩ରେ ଆନ୍ଧ୍ରପ୍ରଦେଶରେ ମତଦାନ: ମଇଦାନରେ ଲୋକସଭା ପାଇଁ ୪୫୪ ଏବଂ ବିଧାନସଭା ପାଇଁ ୨,୩୮୭ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ମେ’ ୧୩ ତାରିଖରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଲୋକସଭା ପାଇଁ ୪୫୪ ଜଣ ଏବଂ ବିଧାନସଭା ପାଇଁ ୨,୩୮୭ ଜଣ...

ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଧାୟକ ଦେବାଶିଷ ନାୟକ। ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାର ଏବଂ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ...

ଟିକେଟ୍ ଫେରାଇଲେ ପୁରୀରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଟିକେଟ୍ ଫେରାଇଛନ୍ତି ପୁରୀରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି। ପ୍ରଚାର ପାଇଁ ଦଳ ଫଣ୍ଡିଂ ନଦେବା ଅଭିଯୋଗରେ ଶନିବାର ଦିନ ସେ ଟିକେଟ୍ ଫେରାଇ ଦେଇଛନ୍ତି। ଏନେଇ ସେ ଇମେଲ...