ଚିଟଫଣ୍ଡ ଠକେଇ – ବଡ଼ ଜମାକାରୀଙ୍କୁ ନିରାଶ କଲେ ସରକାର, ମିଳିବନି ଟଙ୍କା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଧାନସଭାରେ ଉତ୍ତର ଦେଲେ ଅର୍ଥମନ୍ତ୍ରୀ। ୧୦ ହଜାର ଟଙ୍କାରୁ ଅଧିକ ଜମା କରିଥିବା ଜମାକାରୀଙ୍କୁ ମିଳିବନି ଟଙ୍କା।
ଚିଟଫଣ୍ଡ ଟଙ୍କା ଫେରି ପାଇବା ପାଇଁ ଜମାକାରୀ ଆଶା କରିଥିବା ବେଳେ ରାଜ୍ୟ...
ରାଜ୍ୟରେ ବଢୁଛି ବେକାରୀ, କିନ୍ତୁ ଖାଲି ପଡ଼ିଛି ୧ ଲକ୍ଷ ୩୧ ହଜାର ସରକାରୀ ପଦବୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟରେ ଖାଲି ପଡ଼ିଛି ୧ ଲକ୍ଷ ୩୧ ହଜାର ୫୧୮ ପଦବୀ। ଏହି ତଥ୍ୟ ଆଜି ବିଧାନସଭାରେ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।
ଗୋଟିଏ ପଟେ ରାଜ୍ୟରେ ନିଯୁକ୍ତି ଅଭାବରୁ ଯୁବପିଢ଼ି...
ବଢୁଛି ଅପରାଧ – ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବିରେ ବିଧାନସଭା ହୁଲସ୍ତୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମୁଖ୍ୟମନ୍ତ୍ରୀ ତୁମେ ଉତ୍ତର ଦିଅ’- ଏମିତି ନାରାରେ ଆଜି କମ୍ପିଥିଲା ବିଧାନସଭା। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ଗୃହକୁ ହୁଲସ୍ତୁଲ କରିଥିଲେ। ଫଳରେ ବାଚସ୍ପତି...
୧୦ ବର୍ଷରେ ୯ ତଦନ୍ତ କମିସନ, ଫଳ ଶୂନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟ ସରକାରଙ୍କ ତଦନ୍ତ କମିସନ ଭେଳିକି। ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ।
୨୦୧୮ ଜୁନ୍ ୪ ତାରିଖ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ...
ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ କେନ୍ଦ୍ରର ନା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=OJ6G8ODARpU
ଓଡ଼ିଶାକୁ ଝଟ୍କା। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ କେନ୍ଦ୍ରର ଅଗ୍ରାହ୍ୟ।
‘‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ’’, ଏହା ହେଉଛି କେନ୍ଦ୍ର...
ପାଟକୁରା ଲଢ଼େଇ – ପ୍ରଚାର ମଇଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=1APx_AM2_2I
ପାଟକୁରା ନିର୍ବାଚନ ଯେତିକି ନିକଟତର ହେଉଛି ପ୍ରଚାର ସେତିକି ସରଗରମ ହେଉଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଏଥର ବିଧାନସଭା ପଠାଇବା ପାଇଁ ବିଜେପି ଫୁଲ୍ ଦମ୍ରେ ପ୍ରଚାର କରୁଛି।
ଭୁବନେଶ୍ୱର...
ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ମୋଦି
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=1APx_AM2_2I] ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦର ୭୪ତମ ଅଧିବେଶନରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏନେଇ ଭାରତ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା...
ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=1APx_AM2_2I]
ପଞ୍ଜାବର କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ ରବିବାର କ୍ୟାବିନେଟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଆଜି ଟ୍ଵିଟରରେ ସେୟାର କରିଛନ୍ତି। ଟ୍ଵିଟରରୁ ଜଣା...
ଉଠୁଛି ପଡୁଛି ପାଟକୁରା – ନେତା ମାଳମାଳ, ପ୍ରଚାର ଜୋର୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାଟକୁରାରେ ତିନି ଦଳର ହେଭିଓ୍ୱେଟଙ୍କ ଭିଡ଼। ପ୍ରଚାରରେ କମ୍ପୁଛି ଗାଁ ଦାଣ୍ଡ।
ଜୁଲାଇ ୨୦ରେ ହେବ ପାଟକୁରା ନିର୍ବାଚନ। ଏଥିପାଇଁ ପାଟକୁରାର ନିର୍ବାଚନ ମଇଦାନ ଉଠୁଛି ପଡୁଛି। ସବୁ ଦଳର ହେଭିୱେଟ...
ରାଜ୍ୟରେ ପ୍ରତିଦିନ ରୁଜୁ ହେଉଛି ୭ଟି ଦୁଷ୍କର୍ମ ମାମଲା
ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟରେ ୨୦୧୮ରେ ଫୌଜଦାରୀ ମାମଲା ବଢ଼ିଛି ଓ ଏହାସହ ପ୍ରତିଦିନ ୭ଟି ଦୁଷ୍କର୍ମ ମାମଲା ଥାନାରେ ରୁଜୁ ହେଉଛି। ଗୃହ ବିଭାଗର ଏକ ଏକ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି।
ରିପୋର୍ଟରେ କୁହାଯାଇଛି...




















