ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁନ୍ ୨୫ରେ ମୌସୁମୀ ଅଧିବେଶନ
ଜୁନ୍ ୨୮ରେ ବଜେଟ୍
ଜୁଲାଇ ୩୧ ବ୍ୟୟମଞ୍ଜୁରୀ ବିଲ୍
ଅଗଷ୍ଟ ୮ ଯାଏଁ ଚାଲିବ ଗୃହ
ଆସନ୍ତାକାଲିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ...
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ
ଓଡ଼ିଶାଲାଇଭ ବ୍ୟୁରୋ
ମଙ୍ଗଳବାରଠାରୁ ଆରମ୍ଭ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ବଜେଟ ଅଧିବେଶନ ପୂର୍ବରୁ ସୋମବାର ବସିଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଏଥିରେ ସମସ୍ତ...
ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ୩ ରାଜ୍ୟସଭା ପ୍ରାର୍ଥୀ
ଓଡ଼ିଶାଲାଇଭ ବ୍ୟୁରୋ
ଜୁଲାଇ ୫ ତାରିଖରେ ଓଡ଼ିଶାରେ ଅନୁଷ୍ଠିତ ହେବ ରାଜ୍ୟସଭା ଉପନିର୍ବାଚନ। ସେଥିଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ୩ ପ୍ରାର୍ଥୀ। ବିଜେଡି ସମର୍ଥିତ ବିଜେପିର ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ ଓ...
କିଏ ହେବେ ବିରୋଧୀ ଦଳ ନେତା? ଦିଲ୍ଲୀ ଗଲା ତାଲିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ବୈଠକ ସରିଲା ହେଲେ ହୋଇପାରିଲାନି ନିଷ୍ପତ୍ତି। ଆଜି ଦଳୀୟ କାର୍ଯ୍ୟାଳୟରେ ବିଜେପି ବିରୋଧି ଦଳ ନେତା ଚୟନ ପାଇଁ ୨ ଘଣ୍ଟାର କସରତ ହୋଇଥିଲା। ଶେଷରେ ନିଷ୍ପତ୍ତି ହୋଇନପାରି ବିଧାୟକଙ୍କ ତାଲିକା...
ପୁଣ୍ୟତିଥିରେ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କୁ ମନେ ପକାଇଲେ ମୋଦି, ଶାହ
ଓଡ଼ିଶାଲାଇଭ ବ୍ୟୁରୋ
ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ଭାରତୀୟ ଜନତା ପାର୍ଟିର ସମସ୍ତ ବରିଷ୍ଠ ନେତା ତାଙ୍କୁ ମନେ...
ମନୋଜ ତିଓ୍ୱାରୀଙ୍କୁ ହତ୍ୟା ଧମକ
ଓଡ଼ିଶାଲାଇଭ ବ୍ୟୁରୋ
ଉତ୍ତର-ପୂର୍ବ ଦିଲ୍ଲୀ ସାଂସଦ ତଥା ବିଜେପିର ଦିଲ୍ଲୀ ଅଧ୍ୟକ୍ଷ ମନୋଜ ତିଓ୍ୱାରୀଙ୍କୁ ହତ୍ୟା ଧମକ ମିଳିଛି। ଏହି ଧମକ ମନୋଜଙ୍କ ମୋବାଇଲକୁ ମେସେଜ କରି ଦିଆଯାଇଛି। ମେସଜ କରି ହତ୍ୟା ଧମକ...
ଆଜି ବିଜେପିର ବିଧାୟକ ଦଳ ବୈଠକ, ଘୋଷଣା ହେବ ବିରୋଧୀ ଦଳ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଘୋଷଣା ହେବ ବିରୋଧୀ ଦଳ ନେତା। ଏଥିପାଇଁ ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିବ। ଏହି ବୈଠକରେ ବିରୋଧୀଦଳ ନେତା କିଏ ହେବ, ସେନେଇ ସ୍ଥିର...
ପ୍ରତିଶ୍ରୁତି ରଖିଲେନି ନବୀନ – ପାଟ୍ଟଶାଣୀ, ଚ୍ୟାଉପଟ୍ଟନାୟକ ନିରାଶ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘ନବୀନ ଯାହା କୁହନ୍ତି ତାହା କାମରେ କରି ଦେଖାନ୍ତି। ନବୀନଙ୍କ ଉପରେ ମୋର ଭରସା ଅଛି। ସେ ନିଶ୍ଚିତ ତାଙ୍କ ପ୍ରତିଶ୍ରୁତି ରଖିବେ’’, ରାଜ୍ୟସଭା ପ୍ରାର୍ଥୀ ଘୋଷଣାର ଦିନକ ପୂର୍ବରୁ...
ବଦଳିଲା ସରକାରୀ ଅଫିସ୍ ସମୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ ଅଫିସ୍ର ସମୟ ବଦଳିଛି। ଏଣିକି ଅଫିସ୍ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା୩୦ ଯାଏଁ ଖୋଲା ରହିବ। କର୍ମଚାରୀମାନେ ଠିକ୍ ସମୟରେ ଅଫିସ୍ ଆସିବେ ବୋଲି...
ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ତେଜିଲା ରାଜନୀତି – କଂଗ୍ରେସ କହିଲା ‘ଡିଲ୍’, ବିଜେପି କହିଲା ‘କିଛି ନାହିଁ’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ କଲା ବିଜେଡି। ଓଡ଼ିଶାରେ ତେଜିଲା ରାଜନୀତି।
ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଘୋଷଣା କରିବା ପରେ ଏବେ ରାଜ୍ୟ ରାଜନୀତିରେ ଝଡ଼...




















