ଆଜିର ମୁଖ୍ୟ ଖବର @7PM (ଜୁନ ୧୬, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର
ସଂସଦ ଅଧିବେଶନ ପୂର୍ବରୁ ନୂଆଦିଲ୍ଲୀରେ ବସିଲା ସର୍ବଦଳୀୟ ବୈଠକ
ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ସୋମବାରଠୁ ଆରମ୍ଭ ହେଉଛି ସଂସଦର ପ୍ରଥମ...
ସଂସଦ ଅଧିବେଶନ ପୂର୍ବରୁ ନୂଆଦିଲ୍ଲୀରେ ବସିଲା ସର୍ବଦଳୀୟ ବୈଠକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୋଦି ସରକାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ସୋମବାରଠୁ ଆରମ୍ଭ ହେଉଛି ସଂସଦର ପ୍ରଥମ ଅଧିବେଶନ। ଜୁଲାଇ ୨୬ ଯାଏଁ ଚାଲିବ ଏହି ଅଧିବେଶନ। ଅଧିବେଶନ ଆରମ୍ଭ...
ଏଥର ରାଜ୍ୟସଭାକୁ କାହା ପାଳି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍। ବିଜେଡି ସୁପ୍ରିମୋଙ୍କ ଉପରେ ନଜର।
ଓଡ଼ିଶାରୁ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଗୁଲ ବାଜିଛି। ଜୁଲାଇ ୫ରେ ନିର୍ବାଚନ ହେବ। ତେବେ...
ପାଟକୁରାରେ ହେବ ଜୋରଦାର ଲଢ଼େଇ – ନିରଞ୍ଜନ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ପାଟକୁରା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଏବେ ଯାଏଁ ତାରିଖ ଘୋଷଣା କରି ନାହାନ୍ତି। ହେଲେ ଦୁଇ ପ୍ରମୁଖ ଦଳ ବିଜେଡି ଏବଂ ବିଜେପି କ୍ୟାମ୍ପେନିଂ ଆରମ୍ଭ କରି ଦେଇଛନ୍ତି।...
ଡାକ୍ତରଙ୍କ ଦାବି ମାନିନେଲେ ଦିଦି, ମୋଦି ସରକାର ଉପରେ ବର୍ଷିଲେ
ଓଡ଼ିଶାଲାଇଭ ବ୍ୟୁରୋ
ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଡାକ୍ତରମାନଙ୍କୁ ନିବେଦନ କଲେ ମମତା ବାନାର୍ଜୀ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନରତ ଡାକ୍ତରଙ୍କ ଦାବିକୁ ମାନି ନେଇଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର କରିନେବାକୁ ମମତା ଡାକ୍ତରମାନଙ୍କୁ ନିବେଦନ କରିଛନ୍ତି।...
ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇଲେ ନବୀନ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ଦାବିକୁ ପୁଣି ଦେହାରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୀତି ଆୟୋଗ ବୈଠକରେ ଏହି ଦାବି ଉଠାଇଛନ୍ତି ନବୀନ।
ନବୀନ ବୈଠକରେ କହିଥିଲେ, ‘‘ସ୍ୱତନ୍ତ୍ର...
ଜୁଲାଇ ୫ରେ ରାଜ୍ୟସଭା ନିର୍ବାଚନ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ଖାଲି ପଡ଼ିଥିବା ଓଡ଼ିଶାର ୩ଟି, ଗୁଜରାଟର ୨ଟି ଏବଂ ବିହାରର ଗୋଟିଏ ଆସନ ପାଇଁ ନିର୍ବାଚନ ହେବ। ଜୁଲାଇ ୫ରେ ନିର୍ବାଚନ ହେବ।...
ନୀତି ଆୟୋଗ ବୈଠକରେ ‘ନ୍ୟୁ ଇଣ୍ଡିଆ’ ପାଇଁ ରୋଡ୍ମ୍ୟାପ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ
ବୈଠକରେ ଉପସ୍ଥିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆହ୍ୱାନ
୨୦୨୪ ସୁଦ୍ଧା ଅର୍ଥ ବ୍ୟବସ୍ଥାକୁ ୫...
ଡାକ୍ତର ଆନ୍ଦୋଳନ – ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ କଲେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ ବ୍ୟୁରୋ
ପଶ୍ଚିମବଙ୍ଗରେ ଜାରି ରହିଥିବା ଡାକ୍ତର ଆନ୍ଦୋଳନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ ସହ ଆଡଭାଇଜରି ଜାରି କରିଛନ୍ତି। ଏହି ଆଡଭାଇଜରିରେ କେନ୍ଦ୍ର ସରକାର କହିଛନ୍ତି ଯେ...
ଆଜି ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ସାମିଲ ହେବେ ନବୀନ
ଓଡ଼ିଶାଲାଇଭ ବ୍ୟୁରୋ
ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଆଜି ପ୍ରଥମ ଥର ଦିଲ୍ଲୀରେ ନୀତି ଆୟୋଗର ବୈଠକ ବସିବା ଏହି ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ...




















