କିର୍ଗିଜସ୍ତାନ ଗସ୍ତରେ ମୋଦି, ଏସସିଓ ସମ୍ମିଳନୀରେ ଦେବେ ଯୋଗ
ଓଡ଼ିଶାଲାଇଭ ବ୍ୟୁରୋ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିଜସ୍ତାନ ଗସ୍ତ କରିଛନ୍ତିା କିର୍ଗିସ୍ତାନର ବିଶକେକରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଏହି ଗସ୍ତ...
ରାହୁଲ ଦଳର ସଭାପତି ଥିଲେ, ଅଛନ୍ତି ଓ ରହିବେ – ସୁରଜେୱାଲା
ଓଡ଼ିଶାଲାଇଭ ବ୍ୟୁରୋ
ଗତ ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ସାମ୍ନା କରିଛି। ଏହାପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫାକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ କଂଗ୍ରେସର ମୁଖ୍ୟ ମୁଖପାତ୍ର...
ପାଟକୁରା ପାଇଁ ବିଜେପି-ବିଜେଡିର ସମରସଜା, ପଛରେ କଂଗ୍ରେସ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ପାଟକୁରା ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ। ହେଲେ ନିର୍ବାଚନ ପାଇଁ ପାଗ ଭିଡ଼ିଲେଣି ବିଜେଡି ଏବଂ ବିଜେପି। ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟୀ...
ଲୋକସଭାରେ ସଚେତକ ହେଲେ ସୁରେଶ ପୂଜାରୀ, ତିନି ରାଜ୍ୟର ଦାୟିତ୍ୱ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଲୋକସଭାରେ ସଚେତକ ହେଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ସେ ଲୋକସଭାରେ ୩ ରାଜ୍ୟ ପାଇଁ ସଚେତକ ଦାୟିତ୍ୱ ତୁଲାଇବେ। ଓଡ଼ିଶା ସହ ମଣିପୁର ଏବଂ ତେଲେଙ୍ଗାନା ଦାୟିତ୍ୱରେ ରହିବେ...
ବଦଳିଲା ନିଷ୍ପତ୍ତି: ପାକ୍ ଆକାଶପଥ ଦେଇ ଯିବନି ମୋଦିଙ୍କ ବିମାନ
ଓଡ଼ିଶାଲାଇଭ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ପାକିସ୍ତାନ ରାସ୍ତା ଦେଇ କିରଗିଜସ୍ଥାନର ରାଜଧାନୀ ବିଶକେକ ଯିବନାହିଁ। ମୋଦିଙ୍କ ବିମାନ ଓମାନ ଓ ଇରାନ ଦେଇ କିରଗିଜସ୍ଥାନ ଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ...
ସରକାରଙ୍କ ବଡ଼ ନିଷ୍ପତ୍ତି – ବୃଦ୍ଧ ବାପା, ମା’ଙ୍କୁ ହତାଦର କଲେ ମିଳିବ ଜେଲଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ବାପା, ମା’ଙ୍କୁ ହତାଦର ବା ଅଣଦେଖା କଲେ ଦଣ୍ଡ ମିଳିବ। ଏମିତିକି ଜେଲ ଦଣ୍ଡ ମଧ୍ୟ ହୋଇପାରେ। ଖୁବଶୀଘ୍ର ଏମିତି ଏକ ଆଇନ ଆଣିବାକୁ ଯାଉଛନ୍ତି ବିହାର ସରକାର। ବିହାର...
ପାଟଣାଗଡ ବିଧାୟକଙ୍କ ଲାଗି ବଢ଼ୁଛି ଅଡ଼ୁଆ, ଆନ୍ଦୋଳନକୁ ୱହ୍ଲାଇଲା ଆଦିବାସୀ କଲ୍ୟାଣ ସଂଘ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାୟକଙ୍କ ଗିରଫ ଦାବିରେ ରାଜରାସ୍ତାରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ।
ପାଟଣାଗଡ ବିଜେଡି ବିଧାୟକ ସରୋଜ ମେହରଙ୍କ ଲାଗି ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ...
ପୁଣି ମୋଦିଙ୍କ ଭରସା ଜିତିଲେ ଓଡ଼ିଆ ଆଇଏଏସ୍ ଅଫିସର ପ୍ରମୋଦ ମିଶ୍ର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଲେ ପ୍ରମୋଦ କୁମାର ମିଶ୍ର।
ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍ ଅଫିସର ପ୍ରମୋଦ କୁମାର ମିଶ୍ର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ କେ. ସୁରିୟା ରାଓ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସରୁ ଇସ୍ତଫା ଦେଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ସୁରିୟା ରାଓ। ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି କେ. ସୁରିୟା ରାଓ କଂଗ୍ରେସ ଛାଡ଼ିଛନ୍ତି। ଏନେଇ ସୁରିୟା ରାଓ...
ଜୁନ୍ ୧୬ରେ ଶ୍ରୀମନ୍ଦିରରେ ଲାଗିବ ଜୟ-ବିଜୟଙ୍କ ନୂଆ ମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=Av3iNfFlGao]
‘‘ବାତ୍ୟା ଫନିରେ ମୁଖ୍ୟ ମନ୍ଦିରର କୌଣସି କ୍ଷତି ହୋଇନାହିଁ। ନୀଳଚକ୍ର ସୁରକ୍ଷିତ ଅଛି। ଭୋଗମଣ୍ଡପ କଳସର କ୍ଷୟକ୍ଷତି ହୋଇଥିଲା। ଏହାର ମରାମତି କାମ ଶେଷ ହୋଇଛି। ଆସନ୍ତା ୧୬ ତାରିଖରେ...



















