କେଉଁ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କଲେ ନବୀନ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ମଙ୍ଗଳବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ନେତାଙ୍କ ମଧ୍ୟରେ ସାକ୍ଷାତକାର ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ନବୀନ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା...

ମୁଲାୟମ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଓଡ଼ିଶାଲାଇଭ ବ୍ୟୁରୋ ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟାମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଛି। ସୋମବାର ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ବିମାନ...

ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନବୀନ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀରେ ୭ ଲୋକକଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦି ଦ୍ବିତୀୟଥର ଲାଗି ପ୍ରଧାନମନ୍ତ୍ରୀ ହେବା ପରେ...

ଆଜି ଦିଲ୍ଲୀରେ ମୋଦି-ନବୀନଙ୍କ ଭେଟ

ଓଡ଼ିଶାଲାଇଭ ବ୍ୟୁରୋ ପଞ୍ଚମ ଥର ପାଇଁ ସରକାର ଗଢ଼ିବା ପରେ ଆଜି ପ୍ରଥମ ଥର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋଦିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଛନ୍ତି ନବୀନ।...

ମୋଦିଙ୍କୁ ଭେଟି ଓଡ଼ିଶାର କେଉଁ ଦାବି ଉଠାଇବେ ନବୀନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ ତାରିଖଠାରୁ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମଙ୍ଗଳବାର ଦିନ ନବୀନ ପ୍ରଧାନମନ୍ତ୍ରୀ...

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସକୁ ନେଇ ବିବାଦ ବଢୁଛି। ଆଜି ୭ଟି ମିଡିଆ କମ୍ପାନି ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ଟେଣ୍ଡର ପକାଇଛନ୍ତି। ହେଲେ ଏହାକୁ ବିରୋଧ କରି...

ନିର୍ବାଚନ ହାରିବା ପରେ ମିଶନ-୧୨୦+ କଥା କାହିଁକି ଉଠାଇଲେ ଧର୍ମେନ୍ଦ୍ର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ବିଧାନସଭା ନିର୍ବାଚନ ଉପରେ ବିଜେପିର ନଜର। ‘‘ଆମର ଲକ୍ଷ୍ୟ ମିଶନ-୧୨୦। ବିଜେପିର ମିଶନ-୧୨୦ ଯେ ପର୍ଯ୍ୟନ୍ତ ପୂରା ହୋଇନି ସେ ଯାଏଁ ଆମେମାନେ ଦାୟିତ୍ୱରୁ ମୁକ୍ତ ହୋଇ ପାରିବା ନାହିଁ।’’ ଏହା...

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସ : ନିଲାମରେ ଭାଗ ନେଲେ ୭ ଟିଭି ମିଡିଆ, ଓଟିଭି ଡାକିଲା ୫୪ ଲକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଏମ୍‌ବିସି ୩୬ ଲକ୍ଷ,  କନକ ନ୍ୟୁଜ ୧ ଲକ୍ଷ ୨୫ ହଜାର ଓଟିଭି ଛଡ଼ା ପ୍ରାର୍ଥନା ଚ୍ୟାନେଲ ମଧ୍ୟ କଲା ଅଲଗା ଆବେଦନ ଓଡ଼ିଶା ବାହାରୁ ଭାଗ ନେଲା ସାଧନା...

ଜୁନ୍ ୨୫ରୁ ବିଧାନସଭା ବଜେଟ୍ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନ୍ ୨୫ ତାରିଖରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି। ଜୁନ୍ ୨୫ରୁ...

ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ଥମୁନି ହିଂସା, ସୁରକ୍ଷା ନେଇ ଗୃହମନ୍ତ୍ରୀ ଡାକିଲେ ବୈଠକ

ଓଡ଼ିଶଲାଇଭ ବ୍ୟୁରୋ ଲୋକସଭା ନିର୍ବାଚନ ସରିବା ପରେ ମଧ୍ୟ ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ। ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ହତ୍ୟା ପରେ ଆଜି ବିଜେପି ସେଠାରେ ୧୨ ଘଣ୍ଟିଆ କଳା ଦିବସ...