ଜୁନ୍ ୧୭ରୁ ସଂସଦର ବଜେଟ ଅଧିବେଶନ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ଜୁନ୍ ୧୭ ତାରିଖରୁ ସଂସଦର ବଜେଟ ଅଧିବେଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି। ଏହାସହ ଜୁନ୍ ୧୯ରେ ବାଚସ୍ପତି ନିର୍ବାଚନ...

ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ – ସହିଦ ପରିବାରର ପିଲାଙ୍କ ପାଇଁ ବଢ଼ିଲା ଛାତ୍ରବୃତ୍ତି

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ଇନିଂସ୍‌ ସରକାର ଆରମ୍ଭ କରିବା ପରେ ଆଜି ବସିଥିଲା ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଲକରେ ବସିଥିବା ପ୍ରଥମ କ୍ୟାବିନେଟରେ ବଡ଼...

ମୋଦିଙ୍କ ଦ୍ୱିତୀୟ ପାଳି – ଧର୍ମେନ୍ଦ୍ରଙ୍କୁ ପୁଣି ପେଟ୍ରୋଲିୟମ ମନ୍ତ୍ରାଳୟ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ୫୮ ଜଣଙ୍କୁ ସାମିଲ କରାଯାଇଛି। ପ୍ରଥମ ପାଳିରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ଦ୍ୱିତୀୟ...

ନିର୍ମଳା ସୀତାରମଣ ହେଲେ ଦେଶର ଅର୍ଥମନ୍ତ୍ରୀ – ଜାଣନ୍ତୁ ତାଙ୍କ ବାବଦରେ ସବୁକିଛି

ଓଡ଼ିଶାଲାଇଭ୍ ବ୍ୟୁରୋ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଅର୍ଥମନ୍ତ୍ରୀ ଦାୟିତ୍ଵ ରହିଛି ସୀତାରମଣଙ୍କ ପାଖରେ। ସୀତାରମଣ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇସାରିଛନ୍ତି। ଏବେ ସେ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାକୁ...

ଅଧ୍ୟାପକରୁ ଦେଶର ପ୍ରତିରକ୍ଷା ମନ୍ତ୍ରୀ – ଜାଣନ୍ତୁ ରାଜନାଥଙ୍କ ରାଜନୀତିକ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୪ରେ ମୋଦି କ୍ୟାବିନେଟରେ ଗୃହମନ୍ତ୍ରୀ ଥିବା ରାଜନାଥ ସିଂଙ୍କୁ ଏଥର ରକ୍ଷା ମନ୍ତ୍ରୀ ଦାୟିତ୍ଵ ମିଳିଛି। ପୂର୍ବରୁ କୁହାଯାଉଥିଲା କି ଏଥର ରାଜନାଥଙ୍କ ବିଭାଗର ପରିବର୍ତ୍ତନ ହେବ ନାହିଁ। ମାତ୍ର ସେମିତି...

ମୋର ମନ୍ତ୍ରିତ୍ଵ ପାଇଁ ଆଶା ନଥିଲା କି ବିଭାଗ ପାଇଁ ନଥିଲା, ଯେଉଁ ବିଭାଗ ମିଳିଛି ସେଥିରେ ମୁଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୋଦି କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ MSME, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ମିଳିଛି। ତାଙ୍କୁ ଦୁଇ...

ଅମେଥୀରୁ ରାହୁଲ ଗାନ୍ଧିଙ୍କୁ ହରାଇଥିବା ସ୍ମୃତି ଇରାନୀ ହେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇଥିବା ସ୍ମୃତି ଇରାନୀଙ୍କୁ ମୋଦି କ୍ୟାବିନେଟରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଦାୟିତ୍ବ ମିଳିଛି। ୨୦୧୪ରେ ସେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ।...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ –  ଭିଡ଼ରେ ଫସିଥିବା ଆଶା ଭୋସଲେଙ୍କୁ ସାହାଯ୍ୟ କଲେ ସ୍ମୃତି ଇରାନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵିତୀୟ ଇନିଂସ ଆରମ୍ଭ ହୋଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି ଶପଥ ଗ୍ରହଣ ଉତ୍ସବରେ ମନକୁ ଛୁଇଁଲାପରି...

ଚାଳ ଉଡ଼ିବା ପରେ ଛପର – ଓଡ଼ିଶା କଂଗ୍ରେସରେ ପରିବର୍ତ୍ତନର ସ୍ୱର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ବିଧାନସଭା ଓ ଲୋକସଭା  ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନକୁ ଯଦି ଦେଖାଯାଏ ସ୍ୱାଧୀନତା ପରଠାରୁ ଏହା ହେଉଛି ସବୁଠାରୁ ବଡ଼ ବିପର୍ଯ୍ୟୟ। ଆଗରୁ କେବେ ବି କଂଗ୍ରେସ ଏତେ ତଳକୁ...

ଧର୍ମେନ୍ଦ୍ରଙ୍କୁ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ନରେନ୍ଦ୍ର ମୋଦିଙ୍କ ପୂର୍ବ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ଗୁରୁବାର ଦିନ କେନ୍ଦ୍ର ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ତାଙ୍କୁ ପୁନର୍ବାର କ୍ୟାବିନେଟ ପାହ୍ୟା ମିଳିଛି।...