ପୁରୀ ଲୋକସଭା ଆସନ – ଆଶ୍ଚର୍ଯ୍ୟ ହିଁ ଆଶ୍ଚର୍ଯ୍ୟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଗୁଆ ଫଳାଫଳ ଯଦି କିଛି ଇଙ୍ଗିତ ଦେଉଛି,ପୁରୀ ହେଉଛି ୨୦୧୯ ନିର୍ବାଚନରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ବିଜେଡ଼ି ପ୍ରାର୍ଥୀ ଓ ଦଳର ହେଭିୱେଟ ନେତା ପିନାକୀ ମିଶ୍ରଙ୍କୁ ପଛରେ ପକାଇଛନ୍ତି...
ଏନଡିଏର ସଫଳତା ଦେଖି ମୋଦିଙ୍କ ମା’ ମିଡିଆକୁ ଜଣାଇଲେ ଅଭିନନ୍ଦନ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଦେଶରେ ୭ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନର ଭୋଟଗଣତି ଜାରି ରହିଛି। ସକଳ ୧୧ଟା ସୁଦ୍ଧା ଦେଶରେ ଯାହା ଟ୍ରେଣ୍ଡ ଚାଲିଛି ତାହା ଅନୁସାରେ ୫୪୨ ଆସନ ମଧ୍ୟରୁ ଏନଡିଏ ୩୪୧...
ନବୀନଙ୍କ ଗଡ଼ରେ ଅମିତ ଶାହ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନରେ ଅମିତ ଶାହଙ୍କ ବିଜେପିକୁ ଓଡ଼ିଶାରେ ଜବରଦସ୍ତ ସଫଳତା ମିଳିବାକୁ ଯାଉଛି। ଯାହା ଅନୁମାନ କରାଯାଉଛି ନବୀନଙ୍କ ବିଜେଡ଼ିକୁ ଏକକ ସଂଖ୍ୟାରେ ସନ୍ତୁଷ୍ଟ ହେବାକୁ ପଡିବ।ବିଗତ କିଛି...
ଲୋକସଭା: ବିଜେଡିର ପ୍ରଥମ ପାଳି ମହିଳା ପ୍ରାର୍ଥୀଙ୍କ ଜୋରଦାର ପ୍ରଦର୍ଶନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଚଳିତ ଲୋକସଭା ଭୋଟ୍ ଗଣତି ବେଳେ ବହୁ ରୋଚକ ଦିଗ ଦେଖିବାକୁ ମିଳୁଛି। ବିଶେଷକରି ଏଥର ବିଜେଡି ଯେଉଁ ମହିଳା ଏବଂ ନୂଆ ମୁହଁ ଦେଇଛି ସେମାନଙ୍କ ଭିତରେ ଆସିକା...
ବିହାରରେ ଏନଡିଏ କରୁଛି ଲିଡ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚାଲିଛି ଭୋଟ୍ ଗଣତି। ୧୧ଟା ମଧ୍ୟରେ ବିହାରର ୪୦ଟି ସିଟରୁ ଏନଡିଏ ଆଗରେ ରହିଛି। ବିହାରରେ ଏନଡିଏ ୪୦ ସିଟରୁ ୩୮ ସିଟ୍ ଆଗରେ ଚାଲିଛି। ଅନ୍ୟପକ୍ଷରେ ବିହାରର ମହାଗଠବନ୍ଧନ...
ଭୋଟ୍ ଗଣତି: କେଉଁ ଦଳର ସଭାପତି କେଉଁଠି?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ ନିର୍ବାଚନ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଓଡ଼ିଶାରେ ଦୁଇଟି ଦଳର ସଭାପତି ଦୁଇ ଦୁଇଟି ଆସନରୁ ଠିଆ ହୋଇଛନ୍ତି। ଆସନ୍ତୁ ଜାଣିବା ସକାଳ ୧୧:୩୦ ସୁଦ୍ଧା କେଉଁ...
ଉଭୟ ବିଜେପୁର ଓ ହିଞ୍ଜିଳିରେ ନବୀନ ଆଗୁଆ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ଆଗୁଆ ଅଛନ୍ତି।
ସକାଳ ୧୧:୧୫ଟା ସୁଦ୍ଧା ନବୀନ ହିଞ୍ଜିଳି ଆସନରେ ୫,୬୯୮ ଭୋଟରେ ଆଗୁଆ ଅଛନ୍ତି।...
ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ଲୋକସଭା ଗଣତିର ତାଜା ସ୍ଥିତି, ସବୁଠୁ ଅଧିକ ଲିଡରେ ଆସିକାର ପ୍ରମିଳା ବିଶୋୟୀ...
ଓଡ଼ିଶାଲାଇଭ ବ୍ୟୁରୋ
ଭୋଟ୍ ଗଣତି ଚାଲିଛି। ପ୍ରତି ରାଉଣ୍ଡ୍ ସହ ଉଠୁଛି ପଡ଼ୁଛି ନେତାଙ୍କ ଭାଗ୍ୟ। ଆସନ୍ତୁ ଏକ ନଜର ପକାଇ ନେବା ଓଡ଼ିଶାର ୨୧ଟି ଲୋକସଭା ଆସନର ତାଜା ସ୍ଥିତି। ମୁଖ୍ୟତଃ ସକାଳ...
ରାୟବରେଲିରୁ ସୋନିଆ ଆଗରେ, ଆମେଥିରୁ ରାହୁଲ ପଛରେ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ଦେଶର ୫୪୨ଟି ଲୋକସଭା ଆସନରେ ମତଗଣନା ଜାରି ରହିଛି।
ଉତ୍ତପ୍ରଦେଶରେ ମହାମେଣ୍ଟ ପରେ ବି ବିଜେପି ଆଗରେ ଥିବା ନଜର ଆସୁଛି।...
ଓଡ଼ିଶାରେ ୯ ବିଜେଡି ଓ ୫ ବିଜେପି ଲୋକସଭା ପ୍ରାର୍ଥୀ ଆଗରେ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଆଜି ସକାଳ ୮ଟାରୁ ଚାଲିଛି ଭୋଟ ଗଣତି। ୬୩ଟି କେନ୍ଦ୍ରରେ ଚାଲିଛି ଭୋଟ। ଶେଷ ଖବର ସୁଦ୍ଧା ରାଜ୍ୟରେ ୫ଟି ଲୋକସଭାରେ ବିଜେପି ଆଗୁଆ ଥିବାବେଳେ ୯ଟି ରେ ବିଜେଡି...




















