ଅମିତ ଶାହଙ୍କ ଦାବି – ‘‘ଓଡ଼ିଶାରେ ବିଜେପି ଭଲ କରିବ, ୩୦୦ ଆସନରେ ଜିତିବୁ’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
‘‘ଉତ୍ତର ପୂର୍ବ ରାଜ୍ୟ ସମେତ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ଆମର ଫୋକସ୍ ରହିଥିଲା। ଏହିସବୁ ରାଜ୍ୟରେ ଏଥର ବିଜେପି ଭଲ ଆସନ ପାଇବ। ବିଶେଷକରି ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ...
ମେ’ ୧୯ରେ ଭୁବନେଶ୍ୱର ମଧ୍ୟ ଆସନର ୧୨୭ ନମ୍ବର ବୁଥରେ ସାନି ମତଦାନ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ଆସନ୍ତା ୧୯ ତାରିଖରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ୧୨୭ ନମ୍ବର ବୁଥରେ ହେବ ସାନି ମତଦାନ। ସହିଦନଗର ହାଇସ୍କୁଲଠାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ...
ନବୀନ ଯଦି ହେବେ ପ୍ରଧାନମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନବୀନ ହେବେ ପ୍ରଧାନମନ୍ତ୍ରୀ – ସୂର୍ଯ୍ୟ ପାତ୍ରଙ୍କର ଏହି ମନ୍ତବ୍ୟକୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି।
‘‘ଦୁଇ ଦଶନ୍ଧି ତଳେ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସମସ୍ତେ ଚାହୁଁଥିଲେ।...
ସାଧ୍ୱୀଙ୍କୁ କେବେ କ୍ଷମା କରିପାରିବିନି – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
"ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ମୁଁ କେବେ କ୍ଷମା କରିପାରିବିନି। ଜାତିର ପିତା ମହାତ୍ମା ଗାନ୍ଧି ଏବଂ ନାଥୁରାମ ଗଡ୍ସେଙ୍କ ଉପରେ ସେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ଭୁଲ। ଏଭଳି ନେତାମାନଙ୍କୁ ନିଜ...
କେନ୍ଦ୍ରରେ ପୁଣି ସରକାର ଗଢ଼ିବ ବିଜେପି – ମୋଦି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ଦେଖାଇଲେ ମୋଦି ଏବଂ ଶାହ।
‘‘କେନ୍ଦ୍ରରେ ପୁଣିଥରେ ସରକାର ଗଢ଼ିବ ବିଜେପି। ଆମ ଦଳ ପୁଣି ଥରେ ପୂର୍ଣ୍ଣ ବହୁମତ ପାଇବ। ଦୀର୍ଘ ବର୍ଷ ପରେ...
ଶେଷ ପର୍ଯ୍ୟାୟ ନିର୍ବାଚନରେ କେଉଁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଗଣତନ୍ତ୍ରର ସବୁଠୁ ବଡ଼ ମହାପର୍ବର ଶେଷ ପର୍ଯ୍ୟାୟ ଲାଗି ମତଦାନ ମେ ୧୯ରେ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ୮ରାଜ୍ୟରେ ୫୯ ଆସନ ଲାଗି ମତଦାନ ହେବ। ଶେଷ ପର୍ଯ୍ୟାୟରେ...
ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସନ୍ଧ୍ୟାରୁ ସରୁଛି ପ୍ରଚାର
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ମେ ୧୯ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ରବିବାର ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିଲାଗି ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।
ଶେଷ ପର୍ଯ୍ୟାୟରେ...
ନାଥୁରାମ ଗଡ୍ସେଙ୍କୁ ଦେଶଭକ୍ତ କହି କ୍ଷମା ମାଗିଲେ ସାଧ୍ୱୀ ପ୍ରଜ୍ଞା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍ସେଙ୍କୁ ଦେଶଭକ୍ତ କହି ଅଡୁଆରେ ପଡ଼ିଥିବା ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଶେଷରେ କ୍ଷମା ମାଗିଛନ୍ତି। ଭୁଲରେ ସେ ଏମିତି...
ଓଡ଼ିଶାରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ଜାତିସଂଘ ଅଧିକାରୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ୱରେ...
କେନ୍ଦ୍ରାପଡ଼ା ପାଇଁ ‘ଫନି’ ପ୍ୟାକେଜ – ‘‘ନିର୍ମାଣ ହେବ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ’’
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାରେ ଅପରାହ୍ଣରେ ବସିଥିବା ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ...




















