ଫୋକସ୍‌ ଆସିକା : ବିଜେଡିର ନୂଆ ମୁହଁ ମଞ୍ଜୁଳାଙ୍କ ସହ ଲଢ଼ିବେ ଦଳର ବିଦାୟୀ ଭେଟରାନ୍‌ ଦେବରାଜ!

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆସିକାରେ ରୋଚକ ହେବ ଲଢ଼େଇ । ସଦ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ପୁରୁଣା ନେତା ଦେବରାଜ ନବୀନଙ୍କ ନୂଆ ମୁହଁ ମଞ୍ଜୁଳା ସ୍ୱାଇଁଙ୍କୁ ସାମ୍ନା କରିବେ! ବାଜିଛି ନିର୍ବାଚନ...

ପଦ୍ମ ଧରିଲେ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପିରେ ସାମିଲ ହେଲେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ। ବିଜେପି କାର୍ଯ୍ୟାଳୟରେ ପ୍ରମୁଖ ନେତାମାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରିଷଭ ନନ୍ଦ। ରିଷଭ ନନ୍ଦ ଥିଲେ ବେଗୁନିଆ...

କଂଗ୍ରେସ ଛାଡ଼ିଲେ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସକୁ ଲାଗିଛି ପୁଣ ଏକ ଝଟ୍‌କା। ଗୁରୁବାର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସର ହାତ ଛାଡ଼ିଛନ୍ତି। ୨୦୦୯ରେ ଦେବୀ ପ୍ରସନ୍ନ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ କଂଗ୍ରେସର ବିଧାୟକ ଥିଲେ। ଦଳ...

ମୁଁ ବିଜେପିରୁ ଲଢିବି : ଖାରବେଳ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟରୋ ଉତ୍କଳ ଭାରତ ଦଳର ମୁଖ୍ୟ ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ ମୁଁ ଆଗାମୀ ନିର୍ବାଚନ ବିଜେପିରୁ ଲଢ଼ିବି। ଖାରବେଳ କହିଛନ୍ତି ମୁଁ ବାଲେଶ୍ୱରରେ ବିଜେପିରୁ ନିର୍ବାଚନ ଲଢ଼ିବି। ଏହା ସହିତ...

ଖୁବ୍‌ଶୀଘ୍ର ଆସିବ ବିଜେଡିର ଇସ୍ତାହାର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଜି ବିଜେଡିର ଇସ୍ତାହାର କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡିର ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ସେନେଇ ଆଲୋଚନା ହୋଇଛି। କମିଟି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଏନେଇ...

୨୩ରେ କଂଗ୍ରେସରେ ମିଶିବେ ପ୍ରତ୍ୟୁଷା

ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ ଆସନ୍ତା ୨୩ତାରିଖରେ କଂଗ୍ରେସରେ ସାମିଲ ହେବେ କନ୍ଧମାଳର ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ। ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପ୍ରତ୍ୟୁଷା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ।...

‘ଦଳଛଡ଼ା’ ମାର୍କେଟିଂରେ ପଛରେ ପଡ଼ିନାହିଁ କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଚଳିତ ନିର୍ବାଚନରେ କଂଗ୍ରେସ ଦଳ ବହୁ ଆଗରୁ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ବାହାଦୁରି ମାରିଥିଲା। ହେଲେ ବାସ୍ତବରେ ପ୍ରଥମ ଦଫା ତାଲିକା ବାହାର କରିବାରେ ନିରଞ୍ଜନ ବାବୁଙ୍କୁ...

ପ୍ରାର୍ଥିପତ୍ର ଦାଖଲ କଲେ ସୁଶାନ୍ତ ସିଂ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୁଶାନ୍ତ ସିଂ। ଭଟଲି ନିର୍ବାଚନମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଲାଗି ସୁଶାନ୍ତ ସିଂ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବରଗଡ ଅତିରିକ୍ତ ଜିଲ୍ଲାପାଲ୍ଲଙ୍କ ପାଖରେ...
naveen

ନବୀନଙ୍କ ସମ୍ପତ୍ତି କେତେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ହିଞ୍ଜିଳି ବିଧାନସଭା ଲାଗି ଛତ୍ରପୁରରେ ୪ସେଟ୍‌ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ସହ ନବୀନ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ନବୀନ ଦେଇଥିବା...

ପ୍ରାର୍ଥିପତ୍ର ଦାଖଲ କଲେ ପ୍ରଦୀପ ମାଝି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ମାଝି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ...