ନିର୍ବାଚନ ଖର୍ଚ୍ଚ ଉପରେ ଇସିଙ୍କ ଆଖି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ କମିଶନଙ୍କ ଆଖି ଏବେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଉପରେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଫୋର୍ସ ମେଣ୍ଟ ସ୍କ୍ୱାଡ଼, ଖର୍ଚ୍ଚ ନିରୀକ୍ଷକ ଓ ଅବକାରୀ ଅଧିକାରୀଙ୍କୁ ଏଥି...

ଆଜି ଘୋଷଣା ହୋଇପାରେ ବିଜେପି ତାଲିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡି ଓ କଂଗ୍ରେସର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଥିବା ବେଳେ ବିଜେପିର ତାଲିକା ଏ ପର୍ଯ୍ୟନ୍ତ...

‘‘ମୋ’ ନାଁ ପ୍ରମିଳା ବିଷୋୟୀ, ମୁଁ ଲୋକମାନଙ୍କର ସେବା କରିବି’’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=fEqx3rA5mEE] ମୋ’ ନାଁ ପ୍ରମିଳା ବିଷୋୟୀ ଘର - ଚେରମାରିଆ ପୋଷ୍ଟ/ପଞ୍ଚାୟତ - ନଳବନ୍ତ ବ୍ଲକ - ଆସ୍କା ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏମିତି ଭାବେ ନିଜର ପରିଚୟ ଦେଇଛନ୍ତି ଆସ୍କା ଲୋକସଭା ଆସନରୁ ବିଜେଡିର...

ଭଉଣୀ ଗୀତା ମେହଟ୍ଟାଙ୍କଠାରୁ ଋଣ ଆଣିଛନ୍ତି ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=26o2Jv4Hp4A] ସତ୍ୟପାଠରେ ସ୍ଥାବର, ଅସ୍ଥାବର ସମ୍ପତ୍ତି ଦର୍ଶାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ‘‘ଭଉଣୀ ଗୀତା ମେହଟ୍ଟାଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଲକ୍ଷ ଟଙ୍କା ଋଣ ଆଣିଛନ୍ତି’’ - ଏହା...

ତାରାତାରିଣୀଙ୍କ ସିନ୍ଦୂର ଲଗାଇ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=26o2Jv4Hp4A] ମୁଣ୍ଡରେ ଲାଗିଥିଲା ସିନ୍ଦୂର ତିଳକ। ହାତ ଯୋଡ଼ି ହସ ହସ ମୁହଁରେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ପ୍ରବେଶ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଚିତ୍ର ହେଉଛି...

ନବରଙ୍ଗପୁରରେ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ହେବିଓ୍ୱେଟ ପ୍ରଦୀପ ମାଝି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏବେ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ। ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝି ଆଜି ପ୍ରାର୍ଥିପତ୍ର...

ସସପେନ୍ସ ଭିତରେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗୋଟିଏ ପଟେ ପ୍ରାର୍ଥିପତ୍ର ଦାଖଲ ସମୟ ଅତିବାହିତ ହୋଇ ଆସୁଥିବା ବେଳେ ବର୍ତ୍ତମାନ ସମୟର ସବୁଠାରୁ ଅଧିକ ଗୁରୁତ୍ୱ ରଖୁଥିବା ଦୁଇ ନେତା ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ରଙ୍କୁ...

ଓଡ଼ିଶାରେ ମୋଦି ଧରିବେ ପ୍ରଚାର ମଙ୍ଗ – ଆସିବେ ହେମା ମାଳିନୀ, ସ୍ମୃତି ଇରାନିଙ୍କ ଭଳି ଷ୍ଟାର କ୍ୟାମ୍ପେନର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୪୦ ଜଣିଆ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ପ୍ରକାଶ କଲା ବିଜେପି। ନିର୍ବାଚନ ପ୍ରଚାରକୁ ସରଗରମ କରିବା ପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ରାଜ୍ୟ ବିଜେପି। ବିଜେଡି, କଂଗ୍ରେସରେ ଷ୍ଟାର କ୍ୟାମ୍ପେନର ତାଲିକା...

ବିଜେଡି ଦେଲାନି ଟିକେଟ, ବିଜେପି ମୁହାଁ ନେତା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ପୂର୍ବରୁ ଚାଲିଛି ଟିକେଟ ଛକାପଞ୍ଝା। ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ନେଇ ବହୁଛି ଅସନ୍ତୋଷର ହାଓ୍ବା। ଯେଉଁମାନଙ୍କୁ ବିଜେଡି ଟିକେଟ ମିଳିନି ସେମାନେ ଶଙ୍ଖ ଶିବିର ଛାଡ଼ି ପଦ୍ମ...

ଭୁବନେଶ୍ଵର ଲୋକସଭା ଆସନରୁ କିଏ ହେବେ ବିଜେଡି ପ୍ରାର୍ଥୀ – ବାବା ନା ବାବୁ?

କପିଳାସ ଭୂୟାଁ ଦୁଇ ଦିନ ତଳେ ରବିବାର ସନ୍ଧ୍ୟାରେ ଭୁବନେଶ୍ଵର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପହଞ୍ଚିଥିଲେ ନବୀନ ନିବାସରେ। “ଏଥର କଣ ସେ ନିର୍ବାଚନ ଲଢିବେ?” ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, “ମୁଁ...