ନୂଆପଡ଼ାରେ ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ାରେ କଂଗ୍ରେସ ପକ୍ଷରୁ ପ୍ରଥମକରି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ ଘାସିରାମ ମାଝି। ଘାସିରାମ ଆଜି ହଜାର ହଜାର କଂଗ୍ରେସ ସମର୍ଥକ ସହିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି...
ଦଳ ବଦଳିଗଲେ କ’ଣ ଚରିତ୍ର ବଦଳିଯାଏ?
କପିଳାସ ଭୂୟାଁ
ପ୍ରାକ୍ ନିର୍ବାଚନୀ ପରିବେଶରେ ଯାହା ବହୁଧା ଦେଖିବାକୁ ମିଳୁଛି ତା' ହେଲା ଯେ ନେତାମାନେ ସେମାନଙ୍କ ପାର୍ଟି ବଦଳେଇବାରେ ଲାଗିଛନ୍ତି। କଂଗ୍ରେସ ନେତାମାନେ ଦଳ ଛାଡ଼ି ଯେଉଁ ବେଗରେ ବିଜେଡିରେ...
ପଦ୍ମ ଧରିଲେ କେ ନାରାୟଣ ରାଓ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେପିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ। ପାରଳାଖେମୁଣ୍ଡି ବିଧାନସଭା ଟିକେଟ କଲ୍ୟାଣୀ ଗଜପତିଙ୍କୁ ମିଳିବା ପରେ ଅସନ୍ତୋଷ ଜାହିର କରିଥିଲେ ନାରାୟଣ ରାଓ। ସମର୍ଥକଙ୍କ ସହ...
ଆଜି ବାହାରିପାରେ ବିଜେପି ତାଲିକା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡି ଓ କଂଗ୍ରେସର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଥିବା ବେଳେ ବିଜେପିର ତାଲିକା ଏ...
ବିଜେଡି ଛାଡ଼ିଲେ ପ୍ରତ୍ୟୁଷା ରାଜେଶ୍ୱରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଦିନକ ପରେ ଦେଖାଦେଇଛି ଅସନ୍ତୋଷ। ଦଳ ଦେଇଥିବା ପ୍ରାର୍ଥୀଙ୍କୁ ବିରୋଧ କରି ଜଣକ ପରେ ଜଣେ ନେତା ବିଜେଡିରୁ ଇସ୍ତଫା ଦେଉଛନ୍ତି।
ବିଜେଡି...
ନିର୍ବାଚନ ଲଢ଼ିବେନି ମାୟାବତୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଜନ ସମାଜବାଦୀ ପାର୍ଟି ତଥା ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ମାୟାବତୀ କହିଛନ୍ତି। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ...
କଂଗ୍ରେସରେ ମିଶିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଲେ ବିଜେଡିରୁ ନିଲମ୍ବିତ ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ...
ଘଡ଼େଇ – ସବୁ ବେଳର ବନ୍ଧୁ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୂର୍ବତନ ମନ୍ତ୍ରୀ ତଥା ଯାଜପୁର 'ଷ୍ଟ୍ରଙ୍ଗମ୍ୟାନ' ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କୁ ଗୋଟିଏ ଶବ୍ଦରେ ଯଦି କୁହାଯିବ ତାହା ହେଉଛି ସେ ଜଣେ ସର୍ବକାଳୀନ ବନ୍ଧୁ ବା 'ଅଲୱେଦର ଫ୍ରେଣ୍ଡ।' ବିଜେଡି...
ନାମାଙ୍କନ ପତ୍ର ଦାଖଲ କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଏହି ଅବସରରେ ନବୀନଙ୍କ ସହ ରିଟର୍ଣ୍ଣିଂ ଅଫିସର...
ଆଜି ବିଶ୍ୱ ପଖାଳ ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି। ଏହି ପଖାଳ ସମ୍ପର୍କରେ ଆଲୋଚନା କରିବାର କାରଣ ହେଉଛି ଆଜି...




















