କଂଗ୍ରେସକୁ ଯିବେ ନବୀନ ନନ୍ଦ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଢେଙ୍କାନାଳ ରାଜନୀତିରେ ଘଣ୍ଟାକେ ଘୋଡ଼ା ଛୁଟୁଛି। ସାଂସଦ ତଥାଗତ ସତପଥୀ ଲୋକସଭା ନିର୍ବାଚନରୁ ଓହରିଯିବା ପରେ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ଖୋଜିବା ବିଭିନ୍ନ ଦଳ ପାଇଁ...
ବେଗୁନିଆରୁ ଲଢ଼ିବେ କି ଜାନକୀଙ୍କ ପୁଅ ପୃଥ୍ୱୀବଲ୍ଲଭ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବେଗୁନିଆ ଆସନରେ ପୃଥ୍ୱୀବଲ୍ଲଭଙ୍କୁ ନେଇ ଅଙ୍କ କଷୁଛି କଂଗ୍ରେସ।
କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ନୂଆଦିଲ୍ଲୀରେ କସରତ ଚାଲିଥିବା ବେଳେ ବେଗୁନିଆ ନିର୍ବାଚନ ମଣ୍ଡଳୀରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ...
ବିଜେଡିରେ ମିଶିଲେ ବିଜେପି ନେତା ରାମ କୁମାର ସୋରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ପୂର୍ବରୁ ବିଜେପି ଆଦିବାସୀ ନେତା ରାମ କୁମାର ସୋରେନ୍ ବିଜେଡିରେ ଯୋଗଦେଇଛନ୍ତି। ବୁଧବାର ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି ଶଙ୍ଖ ଧରିଛନ୍ତି ସୋରେନ୍। ଏହା ପୁର୍ବରୁ...
କଂଗ୍ରେସକୁ ବି ‘ମହିଳା’ ଜ୍ୱର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନରେ ଅଧିକ ମହିଳା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବ କଂଗ୍ରେସ।
ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ଏକ ତୃତୀୟାଂଶ ଆସନ ଦେବା ପାଇଁ ଶାସକ ବିଜେଡି ଘୋଷଣା କରିବା ପରେ ଏହି ଜ୍ଵରରେ...
ଆସନ୍ତା ୧୭ରେ ପ୍ରାର୍ଥୀ ତାଲିକା ଘୋଷଣା କରିବ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନ ତାରିଖ ଘୋଷଣା ହେବା ପରେ କଂଗ୍ରେସ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏନେଇ ବୁଧବାର ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆସନ୍ତା ୧୭ ତାରିଖରେ...
ଟୁଇଟରରେ ଏଣ୍ଟ୍ରି ପରେ ପ୍ରଥମ ଟୁଇଟରେ କ’ଣ କହିଲେ ପ୍ରିୟଙ୍କା?
ଓଡ଼ିଶାଲାଇଭ୍ ବ୍ୟୁରୋ
ଟୁଇଟରରେ ଏଣ୍ଟ୍ରି କରିବା ପରେ ପ୍ରଥମ ଥର ଟୁଇଟ କରିଛନ୍ତି ପ୍ରିୟଙ୍କା ଗାନ୍ଧି।
ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପରେ ସୋସିଆଲ ମିଡିଆରେ ଏଣ୍ଟ୍ରି କରିଥିଲେ ପ୍ରିୟଙ୍କା ଗାନ୍ଧି। ପାଖାପାଖି ମାସେ ହେବ...
ଆସନ୍ତା ୧୫ରେ ପୁଣି ଆସିବେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭା ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ରାଜନୈତିକ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ସବୁ ରାଜନୈତିକ ଦଳ ଘନ ଘନ ଓଡ଼ିଶା ଆସୁଛନ୍ତି। ୨୦୧୯ ନିର୍ବାଚନ...
ଛିଣ୍ଡୁନି ଟିକେଟ ଗଣିତ, ନବୀନ ନିବାସରେ ନେତାଙ୍କ ଭିଡ଼
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ହାତରେ ବାୟୋଡାଟା ଫର୍ମ। ମନରେ ଆଶଙ୍କା। ଜଣକ ପରେ ଜଣେ ଆଶାୟୀ ଛିଡ଼ା ହୋଇଥିଲେ ଲମ୍ବା ଧାଡ଼ିରେ। ଏହି ଦୃଶ୍ୟ ହେଉଛି ମଙ୍ଗଳବାରର। ଟିକେଟ ପାଇଁ ଜଣକ ପରେ ଜଣେ...
ଢେଙ୍କାନାଳରେ ରୁଦ୍ର ପାଣିଙ୍କ ପଲ୍ଲା ଭାରି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ହିସାବ କିତାବ ଚାଲିଥିବା ବେଳେ ବିଜେପିର ରୁଦ୍ର ନାରାୟଣ ପାଣିଙ୍କ ଏଥର ଜିତିବା ସମ୍ଭାବନା ଅଧିକ ବୋଲି...
କେଉଁ ୭ ଆସନରୁ କିଏ ନେବ ବିଜେଡି ଟିକେଟ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ମହିଳା ପ୍ରାର୍ଥୀଙ୍କୁ ନେଇ ଅଙ୍କ କଷୁଛନ୍ତି ବିଜେଡି ମ୍ୟାନେଜର।
୭ଟି ଲୋକସଭା ଆସନରେ ବିଜେଡି ଦେବ ମହିଳା ପ୍ରାର୍ଥୀ। ଏନେଇ ମହିଳା ଆଶାୟୀଙ୍କ ଲମ୍ବା ଧାଡ଼ି ନବୀନ ନିବାସରେ ଲାଗୁଛି। ତେବେ...




















