ନବୀନଙ୍କୁ ଭରସା ଯୁବ ଭୋଟର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ ଯୁବ ଭୋଟରଙ୍କ ଉପରେ ଆଖି ପକାଇଛନ୍ତି ନବୀନ।
୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ସବୁ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି। ବିଜେପି ଏବଂ କଂଗ୍ରେସର...
ବୈଜୟନ୍ତଙ୍କ ବିରୋଧରେ ଆୟକର ଫାଙ୍କି ଅଭିଯୋଗ, ଲୋକସଭାରେ ପ୍ରଶ୍ନ ଉଠାଇଲେ ଭର୍ତ୍ତୃହରି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭର୍ତ୍ତୃହରିଙ୍କ ପ୍ରଶ୍ନ: ବୈଜୟନ୍ତଙ୍କ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କେନ୍ଦ୍ର ସରକାର।
ପୁଣି ଅଡୁଆରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତଙ୍କ ନାଁରେ ଆୟକର ଫାଙ୍କି ଏବଂ ବିଦେଶରୁ ବେଆଇନ୍ ଉପାୟରେ...
ଲୋକାୟୁକ୍ତ ଚୟନ କମିଟି ବୈଠକରେ ଚୂଡ଼ାନ୍ତ ହେଲା ଅଧ୍ୟକ୍ଷଙ୍କ ନାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ବସିଥିଲା ଲୋକାୟୁକ୍ତ ଚୟନ କମିଟିର ବୈଠକ। ଏହି ବୈଠକରେ ସର୍ବସମ୍ମତିକ୍ରମେ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ହୋଇଛି। ତେବେ କାହାକୁ ଅଧ୍ୟକ୍ଷ ଭାବେ ଚୂଡ଼ାନ୍ତ...
ଉତ୍ତରପ୍ରଦେଶରୁ ଶୁଭୁଛି ‘ପ୍ରିୟଙ୍କା ପ୍ରିୟଙ୍କା’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମେଗା ରୋଡ୍ ଶୋ'ରେ ଉତ୍ତରପ୍ରଦେଶର କୋଣ ଅନୁକୋଣରେ ଶୁଭୁଛି ଗୋଟିଏ ସ୍ଲୋଗାନ୍ - 'ପ୍ରିୟଙ୍କା ପ୍ରିୟଙ୍କା'।
ମେଗା ରୋଡ୍ ଶୋ' କରି ଉତ୍ତରପ୍ରଦେଶ ରାଜନୀତିରେ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି ପ୍ରିୟଙ୍କା ଗାନ୍ଧି...
କଂଗ୍ରେସକୁ ଫେରିବେ ହେମା ଗମାଙ୍ଗ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ସ୍ତ୍ରୀ ହେମା ଗମାଙ୍ଗ ପୁଣି କଂଗ୍ରେସକୁ ଫେରିବେ। ଏନେଇ ଦିଲ୍ଲୀରେ ହେମା ଡେରା ପକାଇଛନ୍ତି। କଂଗ୍ରେସର ଶୀର୍ଷ ନେତୃବୃନ୍ଦଙ୍କୁ ଭେଟି କଂଗ୍ରେସ ଘରକୁ ଫେରିବା...
ଧର୍ମଶାଳାରୁ କାଙ୍ଗାଳୀ ପଣ୍ଡା ହେବେ କଂଗ୍ରେସର ପ୍ରାର୍ଥୀ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେଡିର ପ୍ରଣବ ବଳବନ୍ତରାୟଙ୍କ ବିପକ୍ଷରେ କଂଗ୍ରେସ କାଙ୍ଗାଳୀ ଚରଣ ପଣ୍ଡାଙ୍କୁ ପ୍ରାର୍ଥୀ କରିବ।
ଯାଜପୁର ଜିଲ୍ଲାର ଅନ୍ୟ ଏକ ସମ୍ବେଦନଶୀଳ ଆସନ ହେଉଛି ଧର୍ମଶାଳା। ଏଠାରୁ ବହୁ ରଥୀ ମହାରଥୀ ଅତୀତରେ...
ନିର୍ବାଚନ ପୂର୍ବରୁ IPS ସ୍ତରରେ ବଡ଼ଧରଣର ଅଦଳବଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବାବେଳେ ରାଜ୍ୟସରକାର IPS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।
ଆସନ୍ତୁ ଜାଣିବା କାହାକୁ କେଉଁଠିକୁ ବଦଳି କରାଯାଇଛି
ସୁନିଲ ରାୟ ହେଲେ ସ୍ପେଶାଲ DG ଗୁଇନ୍ଦାବିଭାଗ
ହିମାଂଶୁ ଲାଲ୍...
କାଲି ଆସୁଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଆସିବେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା। ସେ ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର।
ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି...
ମାୟାବତୀଙ୍କ ପରେ ଟୁଇଟରରେ ପ୍ରିୟଙ୍କାଙ୍କ ଏଣ୍ଟ୍ରି – ବିନା ଟୁଇଟ୍ରେ ଫଲୋୟର୍ସ ସଂଖ୍ୟା ଦେଢ଼ ଲକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
କେବଳ ସମାବେଶ କି ରାଲି ନୁହେଁ ଏଥର ସୋସିଆଲ ମିଡିଆରେ ନିର୍ବାଚନୀ ପ୍ରଚାର ପ୍ରସାର ଜୋର ଧରିଛି। ସୋସିଆଲ ମିଡ଼ିଆରେ ସ୍ଥିତି ଦୃଢ଼ କରିବା ପାଇଁ ନେତା ସୋସିଆଲ ମିଡିଆରେ ଆକାଉଣ୍ଟ...
ଲୋକସଭା ଆସନ ‘ବ୍ରହ୍ମପୁର’ – ବିଜେଡିରୁ ଲଢ଼ିବେ ଉଷାଦେବୀଙ୍କ ପୁଅ ଶ୍ରୀରୂପ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଦୁଇ ଜଣଙ୍କୁ ନେଇ ଚର୍ଚ୍ଚା ବଢ଼ୁଛି। ଜଣେ ହେଲେ ଉଷା ଦେବୀଙ୍କ ପୁଅ ଶ୍ରୀରୂପ ଏବଂ ଅନ୍ୟ ଜଣେ ଚନ୍ଦ୍ରଶେଖର ସାହୁ।
ବ୍ରହ୍ମପୁର...




















