ପ୍ରତିଶ୍ରୁତି ରକ୍ଷା କଲେ କମଲନାଥ, ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବ କୃଷି ଋଣ ଛାଡ଼

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କୃଷି ଋଣ ଛାଡ଼ କରିବାକୁ ଘୋଷଣା କଲେ କମଲନାଥ। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା କ୍ଷଣି କମଲନାଥ ତାଙ୍କ ପ୍ରତିଶ୍ରୁତି ରକ୍ଷା କରିଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ନେଇ ବିଜେପି ଆତଙ୍କିତ: ପ୍ରତାପ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜୟ ରୂପାଣୀଙ୍କ ପ୍ରେସମିଟର ଜବାବ ରଖିଲେ ବିଜେଡି ମୁଖପାତ୍ର ପ୍ରତାପ ଦେବ। ପ୍ରତାପ କହିଛନ୍ତି,” ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ନେଇ ବିଜେପି ଆତଙ୍କିତ। ତେଣୁ ବିଜୟ ରୂପାଣୀ ଏଠାରେ ସାମ୍ବାଦିକ...

ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯୮୪ ମସିହାରେ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ଦିଲ୍ଲୀ ହାଇକୋର୍ଟ ସଜ୍ଜନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ...

ରାଫେଲ ଦୁର୍ନୀତିର ମିଛ ଷଡ଼ଯନ୍ତ୍ର ରଚିଥିଲେ ରାହୁଲ: ବିଜୟ ରୂପାଣୀ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବହୁ ଚର୍ଚ୍ଚିତ ରାଫେଲ ଦୁର୍ନୀତିକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଭାଜପା ସରକାର ଦେଶରେ ୭୦ଟି ସ୍ଥାନରେ ଦଳର ହେବିୱେଟ୍ ନେତାମାନଙ୍କୁ ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛନ୍ତି। ଭୁବନେଶ୍ୱରରେ...

ଉଦଯାପନୀରେ ଯୋଗ ଦେଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ଉଦ୍‌ଯାପିତ ହୋଇଯାଇଛି ୨୦୧୮ ପୁରୁଷ ହକି ବିଶ୍ୱକପର ଫାଇନାଲ ମ୍ୟାଚ୍। ଉଦଯାପନୀ ମ୍ୟାଚରେ ଅନେକ ସଂଖ୍ୟାରେ ଦର୍ଶକ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

ଶପଥ ନେଉଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଶୋକ ଗେହଲଟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସଚିନ ପାଇଲଟ। ତିନି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଚୟନ ପରେ ସୋମବାର ତିନିରାଜ୍ୟର...

ଏନସିପିର ସମର୍ଥନ ଲୋଡ଼ିଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଧାନସଭା ଓ ପାର୍ଲାମେଣ୍ଟରେ ମହିଳାଙ୍କୁ ୩୩ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଜେଡିର ଦାବି ଜୋର ହୋଇଛି। ଶନିବାର ଏ ବାବଦରେ ବିଜେଡିର ଏକ ପ୍ରତିନିଧି ଦଳ ମୁମ୍ବାଇରେ ଏନସିପି ମୁଖ୍ୟ...

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦ ପାଇଁ ୪ ଦାବିଦାର, ଖୁବଶୀଘ୍ର ହେବ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଫୋକସ୍‌ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସିଂହାସନ, ଶନିବାର ସନ୍ଧ୍ୟାରେ ହେବ ଘୋଷଣା। ତିନି ରାଜ୍ୟ ମଧ୍ୟପ୍ରଦେଶ, ଛିତଶଗଡ଼, ରାଜସ୍ଥାନର ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ...

ଛାତ୍ର ଜୀବନରୁ କଂଗ୍ରେସରେ ଅଛି, ଦଳ ଛାଡ଼ିବାର ପ୍ରଶ୍ନ ଉଠୁନି: ନବ ଦାସ

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କୁ ନେଇ ଯେଉଁ କଳ୍ପନା ଜଳ୍ପନା ଲାଗି ରହିଥିଲା ତାହାର ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ନବଦାସ। ଶନିବାର ନବଦାସ ଏକ ପ୍ରେସ ରିଲିଜ...

ପିସିରେ ପେଶି ହେଉଛନ୍ତି ରାଜ୍ୟବାସୀ:ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। “କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ପ୍ରକଳ୍ପ ଗୁଡିକରୁ  ରାଜ୍ୟରେ ପିସି ଆଦାୟ ହେଉଛି। ଗରିବ ଗୁରୁବାଙ୍କ ପାଇଁ ନରେନ୍ଦ୍ର ମୋଦି ଦେଇଥିବା ପ୍ରଧାନ...