ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ ସିଂହ ଚୌହାନ। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଳ୍ପନା ଜଳ୍ପନା।
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ।...
୩ ରାଜ୍ୟରେ ବିଜେପିକୁ ଆଉଟ କରି ରାହୁଲ ହେଲେ ନମ୍ବର ୧ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ରାଜ୍ୟରେ ବହୁମତ ହାସଲ କରି କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେଲେ ବିରୋଧୀଙ୍କ ନମ୍ବର ୧ ନେତା।
ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ଫଳାଫଳ ରାହୁଲ ଗାନ୍ଧିଙ୍କ ନେତୃତ୍ଵରେ...
ବଦଳିବ ୨୦୧୯ ଗଣିତ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମଙ୍ଗଳବାର ଦିନର ଭୋଟ ଫଳାଫଳ ସହିତ ରାହୁଲ ଗାନ୍ଧିଙ୍କ କଂଗ୍ରେସ ଦଳ ଶେଷରେ ତାର ଅବକ୍ଷୟକୁ ରୋକିପାରିଛି। ୨୦୧୩ ରେ ଏହି ତିନିଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ...
ଛତିଶଗଡ଼ରେ ବିଜେପିକୁ ଝଟକା, ରମଣ ସିଂଙ୍କ ଇସ୍ତଫା
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରମଣ ସିଂ।୧୫ ବର୍ଷ ପରେ ସରକାର ଗଢ଼ିବ କଂଗ୍ରେସ।
ଛତିଶଗଡ଼ରେ ବିଜେପିର ବିଜୟ ପଥରେ ବ୍ରେକ୍ ଲାଗିଛି। ଲଗାତାର ଶାସନର ୧୫ ବର୍ଷ ପରେ ବିଜେପି...
ମିଜୋରାମରେ ନିର୍ବାଚନ ହାରିଲେ ଲାଲ ଥନୱାଲା, ଏଥର ଶାସନ କରିବ ଏମ୍ଏନ୍ଏଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଜୋରାମରେ ୨୬ଟି ଆସନ ସହ ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ମିଳିଲା ସଂଖ୍ୟା ଗରିଷ୍ଠତା।
ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥନୱାଲା ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ି ହାରିଛନ୍ତି। ଚମ୍ପାଇ ସାଉଥ୍ ଓ ସେରଛିପ୍ ଆସନରୁ...
ତେଲେଙ୍ଗାନାରେ କେସିଆରଙ୍କ ବାଜିମାତ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲେଙ୍ଗାନାରେ ପୁଣି ଚାଲିବ କେସିଆରଙ୍କ ରାଜୁତି।
ତେଲେଙ୍ଗାନାରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ ବିପୁଳ ପରିମାଣର ସଫଳତା ହାସଲ କରିଛି। ସେଠି ପୁଣି ଟିଆରଏସ ସରକାର ଗଠନ କରିବ। ତେଲେଙ୍ଗାନା ଫଳାଫଳରୁ ଚନ୍ଦ୍ରଶେଖର ରାଓଙ୍କ...
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତ୍ରିଭୁବନ ସିଂଦେଓ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଛତିଶଗଡ଼ରେ ୧୫ ବର୍ଷ ପରେ କଂଗ୍ରେସ କ୍ଷମତାକୁ ଫେରିଛି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଭ କରିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ...
ବିଜେପି ଆଉଟ, କଂଗ୍ରେସ ଇନ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ଜବରଦସ୍ତ ସଫଳତା ମିଳିଛି। ଲୋକସଭା ନିର୍ବାଚନ ପୂର୍ବରୁ ଏହି ୫ ବିଧାନସଭା ନିର୍ବାଚନକୁ ସେମି ଫାଇନାଲ କୁହାଯାଉଥିଲା। ସେମି ଫାଇନାଲରେ ବିଜେପି ବଡ଼ ଧକ୍କା...
କଂଗ୍ରେସ ଅଧ୍ୟକ୍ଷ ଭାବେ ରାହୁଲଙ୍କୁ ପୂରିଲା ଏକ ବର୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଦାୟିତ୍ଵ ଭାର ସମ୍ଭାଳିବାରେ ରାହୁଲଙ୍କୁ ପୂରିଲା ଏକ ବର୍ଷ। ୫ ରାଜ୍ୟର ନିର୍ବାଚନ ଫଳାଫଳ ରାହୁଲଙ୍କ ପାଇଁ ହେବ ଉପହାର।
କଂଗ୍ରେସ ଅଧ୍ୟକ୍ଷ ଭାବରେ ରାହୁଲ ଗାନ୍ଧିଙ୍କୁ ଏକ ବର୍ଷ ହୋଇଛି।...
ଚାଲିଛି ୫ଟି ରାଜ୍ୟର ଭୋଟ୍ ଗଣତି
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି।
ଚାଲିଛି ୫ଟି ରାଜ୍ୟର ଭୋଟ୍ ଗଣତି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଙ୍ଗଳବାର ସକାଳ...




















