ବିଜେଡିରେ ମିଶିଲେ ଚକ୍ରଧର ପାଇକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ। କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ ବିଜେଡିରେ ସାମିଲ ହୋଇଛନ୍ତି। ଗୁରୁବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଚକ୍ରଧର। ଏହି...

ଡିସେମ୍ବର ୨୪ରେ କ’ଣ କହିବେ ମୋଦି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବେ ମୋଦି! ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଫୋକସ୍‌ରେ ଉପକୂଳ ଓଡ଼ିଶା। ଡିସେମ୍ବର ୨୪ରେ ମୋଦି ଖୋର୍ଦ୍ଧା ଆସିବେ। ଦଳୀୟ କର୍ମୀ ଏବଂ ଜନସାଧାରଣଙ୍କୁ ଉଦବୋଧନ...

ବଙ୍ଗଭାଷୀ ଭୋଟରଙ୍କ ଉପରେ ନଜର – ମହାକାଳପଡ଼ାରେ ଶକ୍ତି ପ୍ରଦର୍ଶନ ପାଇଁ ସଜବାଜ ହେଲେଣି ତିନି ପ୍ରମୁଖ ଦଳ

କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ ମହାକାଳପଡ଼ାରେ ୭ରେ କଂଗ୍ରେସର ସମାବେଶ, ୮ରେ ଆସିବେ ନବୀନ। ନିର୍ବାଚନ ତାରିଖ ଘୋଷଣା ନହେଉଣୁ କେନ୍ଦ୍ରାପଡ଼ାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଲାଣି। ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେଡି ଏବଂ...

ସରିଲା ଉପନିର୍ବାଚନ ଭୋଟ: ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ଇଭିଏମ୍‌ରେ ସିଲ୍‌ ହୋଇଛି ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ। ସିଲ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ...

ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ। ଗସ୍ତ କାଳରେ ଓଡ଼ିଶାରେ ୨ ଦିନ ରହିବେ ରାହୁଲ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ...

ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖୋର୍ଦ୍ଧା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନରେନ୍ଦ୍ର ମୋଦି ଖୋର୍ଦ୍ଧାରେ ହେବାକୁ ଥିବା ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପିର...

ମହିଳା ଭୋଟରଙ୍କ ଉପରେ ନଜର – ମହିଳା ସଂରକ୍ଷଣ ବିଲ୍ ପାସ୍ କରିବାକୁ ନବୀନ ନିବାସରେ ମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ବିଲ୍ ପାସ୍ କରିବା ପାଇଁ ୨୨ଟି ରାଜନୀତିକ ଦଳର ନେତୃବୃନ୍ଦଙ୍କୁ ଭେଟିବେ ବିଜେଡି ପ୍ରତିନିଧି। ୨୦୧୯ ନିର୍ବାଚନ ପୂର୍ବରୁ ଭୋଟ ବ୍ୟାଙ୍କ ସୁଦୃଢ଼ କରିବା ପାଇଁ ବିଜେଡି କୌଣସି ସୁଯୋଗ ହାତଛଡ଼ା...

ବିଜେପି ମତେ ଅପମାନିତ କରିଛି, ବାଧ୍ୟ ହୋଇ ଦଳ ଛାଡ଼ିଲି – ବିଜୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋସିଆଲ ମିଡିଆରେ ଭିଡିଓ ଜାରି କରି ବିଜେପି ବିରୋଧରେ ସାଙ୍ଘାତିକ କଥା କହିଛନ୍ତି ବିଜୟ ମହାପାତ୍ର। ବିଜେପି ସହ ସବୁ ସମ୍ପର୍କ ତୁଟାଇବାର ପାଞ୍ଚ ଦିନ ପରେ ବିଜୟ ମହାପାତ୍ର ସାଙ୍ଘାତିକ ତଥ୍ୟ...

ନବୀନଙ୍କ ମହିଳା ସଂରକ୍ଷଣ ଚିଠି – ଆଉ ଏକ ମାଷ୍ଟରଷ୍ଟ୍ରୋକ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟରେ ରାଜନୈତିକ ବାତାବରଣ କ୍ରମଶଃ ଉଷ୍ମ ହୋଇ ଆସୁଥିବା ବେଳେ ମହିଳାଙ୍କ ପାଇଁ ତେତିଶ ପ୍ରତିଶତ ସଂରକ୍ଷଣ ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଅଭିଜିତଙ୍କୁ ମିଳିଲା କ୍ଷମା – ମାମଲା ପ୍ରତ୍ୟାହାର କରିବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ଏବଂ ଓଡ଼ିଶାର ବିଧାୟକମାନଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା ଦେଲେ ରାଜ୍ୟ ସରକାର। ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ରାଜ୍ୟ...