ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ସଙ୍ଗଠନ ସଜାଡ଼ିବା ଉପରେ ଫୋକସ୍ ଦେବେ ଅମିତ ଶାହ। ଜୁଲାଇ ପହିଲାରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଗସ୍ତ...

“ମୋତେ ବିହାରୀ ଓ ଡାକ ପିଅନ କହି କି ଶାନ୍ତି ପାଉଛନ୍ତି”- ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷୋଭଭରା ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବିହାରୀ ଏବଂ ଡାକ ପିଅନ କହି ଟିମ୍ ନବୀନ କି ଶାନ୍ତି ପାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ...

ସୋନା ଏପିସୋଡରୁ ନବୀନଙ୍କୁ ତୀର ମାରିଲେ ନିରଞ୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିକୃତ ଜଣାଣ ଗାଇ ବିବାଦରେ ଥିବା ସୋନା ମହାପାତ୍ରଙ୍କୁ ନିରଞ୍ଜନ ପଟ୍ଟନାୟକ ସମର୍ଥନ କରି ନବୀନ ପଟ୍ଟନାୟକଙ୍କୁ ମାରିଛନ୍ତି ରାଜନୀତିର ତୀର। କୌଣସି ଘଟଣାକୁ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି ରାଜନେତା। ବିଭିନ୍ନ ପ୍ରସଙ୍ଗକୁ...

ଜାମ୍ମୁ-କାଶ୍ମୀରରେ କିଏ ଗଢ଼ିବ ସରକାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି-ପିଡିପି ମେଣ୍ଟ ଭାଙ୍ଗିବା ପରେ ଜାମ୍ମୁ-କାଶ୍ମୀରରେ ରାଜନୀତିକ ଚିତ୍ର କ'ଣ ହେବ ତାକୁନେଇ ଚର୍ଚ୍ଚା ବଢ଼ିଛି। ଜାମ୍ମୁ-କାଶ୍ମୀରରେ ପିଡିପି ସହିତ ମେଣ୍ଟ ଭାଙ୍ଗିଛି ବିଜେପି। ସରକାର ଗଠନ ବେଳେ ପିଡିପି ସହ ଯେଉଁ...

ଗ୍ରାମାଞ୍ଚଳ ଭୋଟ ଉପରେ ଫୋକସ କରିବ ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଜୁଲାଇ ପହିଲାରେ ବିଜେପିର ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦଳର ନେତାମାନଙ୍କ ମତରେ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ହେବ। ଗତଥର ଶାହ ଓଡ଼ିଶା...

କୋରାପୁଟ କଂଗ୍ରେସରେ ଫାଟ: ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କୁ ସମ୍ବର୍ଦ୍ଧନା ବେଳେ ପଦାରେ ପଡ଼ିଲା କନ୍ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସରେ କନ୍ଦଳ ଥମୁନି। କୋରାପୁଟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦୁଇ ବିଧାୟକ ଏବଂ ଜିଲ୍ଲା ସଭାପତିଙ୍କ ଅନୁପସ୍ଥିତକୁ ନେଇ କଂଗ୍ରେସରେ ଫାଟ ରହିଥିବା ଚର୍ଚ୍ଚା ହେଉଛି। ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ବିଶୃଙ୍ଖଳାକାରୀଙ୍କ...

ଦିଲ୍ଲୀରେ ଚାରି ମୁଖ୍ୟମନ୍ତ୍ରୀ ଏକାଠି, କେଜରିୱାଲଙ୍କ ଧାରଣାକୁ କଲେ ସମର୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀରେ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକାଠି ହୋଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଧାରଣାକୁ ସମର୍ଥନ କରିଛନ୍ତି। ଆନ୍ଧ୍ର ଭବନରେ ଚାରି ମୁଖ୍ୟମନ୍ତ୍ରୀ ଏକାଠି ହେବା ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ...

‘ମିଶନ-୧୨୦’ର ସମୀକ୍ଷା କରିବେ ଅମିତ ଶାହା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଜୁଲାଇରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨୦୧୭ ସେପ୍ଟେମ୍ବର ମାସରେ ଓଡ଼ିଶା ନେତାଙ୍କୁ ଦେଇଥିବା ଟାସ୍କର ସମୀକ୍ଷା କରିବେ। ଜୁଲାଇ ମାସ ପ୍ରଥମ ସପ୍ତାହରେ ବିଜେପି ରାଷ୍ଟ୍ରୀୟ...

ଆରଏସ୍ଏସ୍-ବିଜେପି ନେତାଙ୍କୁ ଡିନର ଦେଲେ ମୋଦି, ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆର୍‌ଏସ୍‌ଏସ୍‌ ଏବଂ ବିଜେପିର ପ୍ରମୁଖ ନେତାଙ୍କୁ ଡିନର ଦେଇଛନ୍ତି। ୨୦୧୯ ନିର୍ବାଚନ ପାଇଁ କମର କସୁଛି ବିଜେପି। କେମିତି ୨୦୧୯ ନିର୍ବାଚନ ବୈତରଣୀ...

ପ୍ରଶ୍ନ ପଚାରିଲେ ଦାମ: ଡୁପ୍ଲିକେଟ ଚାବି କୁଆଡ଼ୁ ଆସିଲା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବିକୁ ନେଇ ବିବାଦ ତେଜୁଛି। ଚାବିକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଆଜି ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଡୁପ୍ଲିକେଟ ଚାବି କୁଆଡ଼ୁ ଆସିଲା ବୋଲି...