ସିବିଆଇ ଅଫିସ ଘେରିଲା କଂଗ୍ରେସ – ଦିଲ୍ଲୀରେ ରାହୁଲଙ୍କ ପଦଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶବ୍ୟାପୀ କଂଗ୍ରେସ ସିବିଆଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନେଇ ରାଜନୀତିରେ ଝଡ଼। ସିବିଆଇ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ନେବା ଅଭିଯୋଗ ଆସିବା ପରେ କଂଗ୍ରେସ...

ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା ବିମାନବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା। ୱାଇଏସ୍‌ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କୁ ଛୁରାମାଡ଼ ଘଟଣା ଆନ୍ଧ୍ରପ୍ରଦେଶ ରାଜନୀତିକୁ ସରଗରମ କରିଛି। ଆଜି ଅପରାହ୍ଣରେ ଘଟିଛି ଏହି ଘଟଣା। ଛୁରାମାଡ଼ରେ...

ସ୍ୱାଭିମାନ ସଙ୍କଳ୍ପ ସମାବେଶ – କଂଗ୍ରେସ ଖେଳିଲା ମହିଳା କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାଭିମାନ ସଙ୍କଳ୍ପ ସମାବେଶ ଆୟୋଜନ କରି ମହିଳା କଂଗ୍ରେସ ଆଜି ଶକ୍ତି ପ୍ରଦର୍ଶନ କରିଛି। ବିଜେଡି ଏବଂ ବିଜେପି ପରେ କଂଗ୍ରେସ ଆଜି ମହିଳା କାର୍ଡ ଖେଳିଛି। ଭୁବନେଶ୍ୱର କଂଗ୍ରେସ ଭବନରେ...

ଆଳିରେ ଖାରବେଳଙ୍କୁ ଆକ୍ରମଣ, ଗାଡ଼ି ଭାଙ୍ଗିଦେଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଉତ୍କଳ ଭାରତ ପାର୍ଟିର ରାଜ୍ୟ ସଭାପତି ଖାରବେଳ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଆକ୍ରମଣ। ଏନେଇ ଖାରବେଳ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତାଙ୍କ ପାର୍ଟି କର୍ମୀ ଓ...

ପୁଣି ବର୍ଷିଲେ ଦାମ – କହିଲେ, “ସଭା ଭଣ୍ଡୁର ପାଇଁ ବାରିପଦାରେ ଡେରା ପକାଇଥିଲେ ଅରୁଣ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦା ସଭା ପରେ ଦାମ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ଟାର୍ଗେଟ କରିଛନ୍ତି। ବିଜେଡି ଦେଲା ଜବାବ। ବିଜେଡିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେଡି ବିରୋଧୀ ଅଭିଯାନକୁ...

ମହିଳା ସମାବେଶ କରି ନିର୍ବାଚନ ବିଗୁଲ ଫୁଙ୍କିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ାରେ ବିଜେଡି ମହିଳା ସମାବେଶ କଂଗ୍ରେସ ଓ ବିଜେପି ଉପରେ ବର୍ଷିଲେ ନେତା ଲୋକଙ୍କ ପକେଟ କାଟୁଛି ବିଜେପି କଂଗ୍ରେସ ରାଜ୍ୟବାସୀଙ୍କ ବିଶ୍ୱାସ ହରାଇଛି ବିଜେଡି ଦେଇଛି ସ୍ଥିର ଶାସନ କେନ୍ଦ୍ରାପଡ଼ା:...

୫୪ ବର୍ଷରେ ପଦାର୍ପଣ କଲେ ଅମିତ ଶାହ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଜନ୍ମଦିନ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସୋମବାର ଦିନ ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ...

ଏରସମାରେ ରାବଣ ପୋଡ଼ି – ଦାମଙ୍କୁ ମିଳିଲାନି ଅନୁମତି, ତେଜିଲା ରାଜନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାବଣ ପୋଡ଼ି ଉତ୍ସବକୁ ନେଇ ଜଗତସଂହପୁର ରାଜନୀତି ଗରମ। ରାବଣ ପୋଡ଼ି ଉତ୍ସବକୁ ନେଇ ଜଗତସିଂହପୁର ରାଜନୀତି ପୁଣି ସରଗରମ ହୋଇଛି। ଡାକ୍ତର ଦାମୋଦର ରାଉତ ଏବଂ ତାଙ୍କ ସମର୍ଥକଙ୍କୁ...

ଗଜପତିରେ ତିତ୍‌ଲି ପ୍ରଭାବିତଙ୍କୁ ଭେଟିଲେ ଧର୍ମେନ୍ଦ୍ର – କହିଲେ, “ଦାୟିତ୍ୱ ଭୁଲିଗଲେ ସରକାର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ଜିଲ୍ଲାର କଇଁପୁର ଗାଁ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ତୀର ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତିତ୍‌ଲି ଓଡ଼ିଶା ଛାଡ଼ିବାର ୮ ଦିନ ହେଲାଣି। କିନ୍ତୁ ଏହାକୁ ନେଇ ରାଜନୀତି...

‘ନବୀନ’ – ବିରୋଧୀଙ୍କ ପାଇଁ ଆଜି ବି ଏକ ରାଜନୈତିକ ବିସ୍ମୟ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦିନେ ରାଜନୀତିରେ ନବୀନ ଥିବା ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପାଇଁ ପାଲଟିଛନ୍ତି ଏକ ଅଭେଦ୍ୟ ଦୁର୍ଗ!ଆଗାମୀ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବିସ୍ମୟକୁ ଭେଦ କରିବା ପାଇଁ ଆଜିଠାରୁ...