୨୦୧୯ରେ କଂଗ୍ରେସ-ସିପିଏମ୍ ମେଣ୍ଟକୁ ନା କହିଲେ ସୀତାରାମ ୟେଚୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସିଥିବା ସିପିଏମ୍ ନେତା ସୀତାରାମ ୟେଚୁରୀ କଂଗ୍ରେସ, ବିଜେପି, ବିଜେଡିକୁ ଟାର୍ଗେଟ କରିଛନ୍ତି।
"ଓଡ଼ିଶାରେ କଂଗ୍ରେସ ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ। ୨୦୧୯ ନିର୍ବାଚନରେ ଭୁବନେଶ୍ୱର...
ବିଜେପିର ଅଭିଯୋଗ – ‘ତିତ୍ଲି ତଥ୍ୟ ଲୁଚାଉଛନ୍ତି ସରକାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ତିତ୍ଲି ଯୋଗୁଁ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ୪୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବିଜେପି ଅଭିଯୋଗ କରିଛି।
ତିତ୍ଲିକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛି। ରାଜ୍ୟ...
ମଧ୍ୟପ୍ରଦେଶରେ ଜମୁଛି ପ୍ରଚାର, ଶକ୍ତିପୀଠରେ ରାହୁଲ ଗାନ୍ଧିଙ୍କ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ବିକାଶ ପାଇଁ ମା' ପୀତାମ୍ବରାଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ରାହୁଲ ଗାନ୍ଧି।
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ। ମଧ୍ୟପ୍ରଦେଶକୁ କବ୍ଜା କରିବା...
ରାଫେଲ୍ ସ୍କାମକୁ ନେଇ ଗାଁକୁ ଯିବ କଂଗ୍ରେସ – ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
"୨୦୧୯ ପୂର୍ବରୁ ରାଫେଲ୍ ସ୍କାମକୁ ବଡ଼ ପ୍ରସଙ୍ଗ କରିଛି କଂଗ୍ରେସ। ଏହି ଦୁର୍ନୀତିକୁ ନେଇ କଂଗ୍ରେସ ଭାରତର ବିଭିନ୍ନ ଗାଁକୁ ଯିବ", ବେଙ୍ଗାଳୁରୁରେ ଏହି ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ...
ତେଜିଲା ତିତ୍ଲି ରାଜନୀତି – ‘ଜିରୋ କାଜୁଆଲିଟି’କୁ ବିରୋଧୀଙ୍କ ଟାର୍ଗେଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିତ୍ଲିକୁ ରାଜନୀତି ଜୋର୍ ଧରିଛି। ସରକାରଙ୍କ ଜିରୋ କାଜୁଆଲିଟିକୁ ବିରୋଧୀ ଟାର୍ଗେଟ କରିଥିବା ବେଳେ ବିଜେଡି କହିଛି ତୁଚ୍ଛା ରାଜନୀତି।
ଓଡ଼ିଶାରୁ ତିତ୍ଲି ବିପଦ ଟଳିଯାଇଛି। ବନ୍ୟାଞ୍ଚଳରେ ସ୍ଥିତି ମଧ୍ୟ ସୁଧୁରୁଛି। ହେଲେ...
ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଆକାଶମାର୍ଗରୁ କଲେ ଅନୁଧ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱତନ୍ତ୍ର ହେଲିକପ୍ଟରରେ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ, ଗଜପତି, ରାୟଗଡ଼ା ଜିଲ୍ଲା ପରିଦର୍ଶନ କଲେ
ଗଞ୍ଜାମ ଜିଲ୍ଲାରେ ବନ୍ୟା ପ୍ରଭାବିତଙ୍କୁ ଦିଆଗଲା ରିଲିଫ୍
ଆକାଶମାର୍ଗରୁ ରିଲିଫ୍ ସାମଗ୍ରୀ ପକାଇଲା...
ଓଡ଼ିଶାରେ ‘ମୁଖପାତ୍ର’ ରାଜନୀତି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଏକ ଚଉଦ ଜଣିଆ ମୁଖପାତ୍ର ଗୋଷ୍ଠୀଙ୍କ ନାମ ଘୋଷଣା କରିଛନ୍ତି। ଏହି ତାଲିକା ଘୋଷଣା ହେବା ପରେ ଶାସକ...
ବିଜେଡିର ନୂଆ ମୁଖପାତ୍ର, ୧୪ ଜଣଙ୍କୁ ନିଯୁକ୍ତି ଦେଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୪ ଜଣଙ୍କୁ ମୁଖପାତ୍ର ଭାବେ ନିଯୁକ୍ତି ଦେଇଛନ୍ତି। ଏହି ମୁଖପାତ୍ରମାନେ ଏଣିକି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ ରଖିବେ।...
ରାଜନଗରରେ ପରିବହନ ମନ୍ତ୍ରୀଙ୍କ ଗାଡ଼ିକୁ ଟମାଟୋ ମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ହଟହଟା ହୋଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କରିବାକୁ ଆସିଥିବା ମନ୍ତ୍ରୀଙ୍କ ଗାଡ଼ିକୁ...
ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ କଂଗ୍ରେସ ଭିତରେ ଫାଟ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ଉପୁଜିଲାଣି ବିବାଦ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଓଡ଼ିଶା କଂଗ୍ରେସ ଭିତରେ ବିବାଦ ସୃଷ୍ଟି ହୋଇଛି। ଏହାବ୍ୟତୀତ ଦଳ ଭିତରେ ଦୁଇଟି...




















