ୟେଦୁରପ୍ପାଙ୍କୁ ‘ସୁପ୍ରିମ’ ଝଟକା: ୨୪ଘଣ୍ଟା ମଧ୍ୟରେ ବହୁମତ ପରୀକ୍ଷା ଦେବାକୁ ନିର୍ଦ୍ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୪ଘଣ୍ଟା ମଧ୍ୟରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ଶନିବାର ଦିନ ୪ଟାବେଳେ ବିଧାନସଭାରେ...
କର୍ଣ୍ଣାଟକ ଫର୍ମୁଲା: ଚାରି ରାଜ୍ୟରେ ରାଜନୈତିକ ଅସ୍ଥିରତା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ଫର୍ମୁଲା ଏବେ ବିହାର, ମେଘାଳୟ, ଗୋଆ ଓ ମଣିପୁରରେ ହଲଚଲ ସୃଷ୍ଟି କରିଛି।
କର୍ଣ୍ଣାଟକ ନିର୍ବାଚନରେ ସବୁଠାରୁ ବଡ଼ ଦଳ ରୂପେ ସାମ୍ନାକୁ ଆସିଥିବା ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ...
କର୍ଣ୍ଣାଟକରେ ହାଇଭୋଲଟେଜ ଡ୍ରାମା, ରାତି ସାରା ସୁପ୍ରିମକୋର୍ଟରେ ଚାଲିଲା ପାଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ରାତିରେ ସୁପ୍ରିମକୋର୍ଟ ଯାଇଥିଲା କଂଗ୍ରେସ। ରାତି ତମାମ୍ ମାମଲାର ବିଚାର ଚାଲିଥିଲା।
କର୍ଣ୍ଣାଟକରେ ହାଇଭୋଲଟେଜ ଡ୍ରାମା। ବି ଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣରୁ...
ବିଜେପିର ମହିଳା ସୁରକ୍ଷା ଯାତ୍ରା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୭ଟି ସ୍ଥାନରୁ ବାହାରିଲା ମହିଳା ସୁରକ୍ଷା ଯାତ୍ରା
ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ
ନାରୀଙ୍କ ଉପରେ ବଢ଼ୁଛି ଅତ୍ୟାଚାର: ପ୍ରଭାତି ପରିଡ଼ା
ରାଜ୍ୟରେ ବଢ଼ୁଛି ନାବାଳିକା ଦୁଷ୍କର୍ମ। ରାଜ୍ୟ...
ଆଉ ୮ ବିଧାୟକ କୋଉଠୁ ଆଣିବେ ୟେଦୁରପ୍ପା?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୂଆ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ୨୨୨÷୨+୧ ଅର୍ଥାତ ୧୧୨ ଜଣ ବିଧାୟକଙ୍କୁ ଯୋଗାଡ଼ କରିବା ପାଇଁ ହେବ।
କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କ ଡକରା କ୍ରମେ ବିଜେପି ନେତା ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ...
କର୍ଣ୍ଣାଟକରେ ବିଜେପି ଗଢ଼ିବ ସରକାର, ୟେଦୁରପ୍ପାଙ୍କୁ ଡାକିଲେ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ନେତା ବି ଏସ୍ ୟେଦୁରପ୍ପାଙ୍କୁ ଡାକି ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ ବଜୁଭାଇ ବାଲା।
ସରକାର ଗଠନକୁ ନେଇ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟ ଟଳିଛି। ସରକାର...
ମହାନଦୀ ପାଲଟିଲା ଅସ୍ତ୍ର, ବିଜେପିକୁ ପୁଣି ଟାର୍ଗେଟ କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ପାଲଟିଛି ମହାପ୍ରସଙ୍ଗ। ଓଡ଼ିଶାର ଜୀବନରେଖା ମହାନଦୀ ପ୍ରତି ଅବିଚାର କରାଯାଉଥିବାରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
୨୦୧୯ ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟ ରାଜନୀତିରେ ସେତିକି...
କଂଗ୍ରେସର ଚାରି ବିଧାୟକ ଗାଏବ, ବିଧାୟକଙ୍କୁ ଖୋଜୁଛି ହେଲିକପ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ୪ ଜଣ କଂଗ୍ରେସ ବିଧାୟକ ଗାଏବ ହୋଇଯାଇଛନ୍ତି। ଏନେଇ ବିଜେପି ଉପରେ ଦୋଷ ଲଦିଛି କଂଗ୍ରେସ।
କର୍ଣ୍ଣାଟକ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ସରକାର ଗଠନକୁ ନେଇ ଚାଲିଥିବା ଖେଳ ଶେଷ...
କିଏ ଗଢ଼ିବ କର୍ଣ୍ଣାଟକରେ ସରକାର?
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକରେ ତୁଟୁନି ସରକାର ଗଠନର ଅଡ଼ୁଆ। ସରକାର ଗଠନ ପାଇଁ କଂଗ୍ରେସ-ଜେଡିଏସ୍-ବିଜେପି ଭିତରେ ଲାଗିଛି ଛକାପଞ୍ଝା।
୨୦୧୯ ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିଲା ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ସେମି...
କର୍ଣ୍ଣାଟକ ମୁଆଁ: ଓଡ଼ିଶାରେ କାହାକୁ କେମିତି ଲାଗିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସରକାର ଗଠନକୁ ନେଇ ବେଙ୍ଗାଳୁରୁରେ ଅସ୍ଥିରତା ଲାଗିଥାଇପାରେ। କିନ୍ତୁ ଗତକାଲିର ଫଳାଫଳକୁ ନେଇ ଓଡ଼ିଶାରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି।
କର୍ଣ୍ଣାଟକ ନିର୍ବାଚନ ଫଳ ଆସିବା...




















