ଶନିବାର କର୍ଣ୍ଣାଟକ ଭୋଟ: ୨୨୩ ଆସନରେ ହେବ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୨୩ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିବେ କର୍ଣ୍ଣାଟକ ଭୋଟର। ୧୫ରେ ଜଣାପଡ଼ିବ କିଏ ଗଢ଼ିବ କର୍ଣ୍ଣାଟକରେ ସରକାର।
କର୍ଣ୍ଣାଟକ ବିଧାନସଭା ପାଇଁ ଶନିବାର ହେବ ଭୋଟ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ...
୬ ସପ୍ତାହ ପାଇଁ ଜେଲରୁ ଆସିଲେ ଲାଲୁ, ଜାଣନ୍ତୁ କାହିଁକି?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ୬ ସପ୍ତାହ ପାଇଁ ଜେଲରୁ ବାହାରିଛନ୍ତି। ଲାଲୁଙ୍କୁ ରାଞ୍ଚି ହାଇକୋର୍ଟ ଜାମିନ ଦେଇଛନ୍ତି। ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଲାଲୁଙ୍କୁ ଏହି ଜାମିନ ମିଳିଛି।...
ମୋଦିଙ୍କ ନେପାଳ ଗସ୍ତ: ଜନକପୁର-ଅଯୋଧ୍ୟା ମଧ୍ୟରେ ବସ୍ ଚଳାଚଳ ଶୁଭାରମ୍ଭ କଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳ ଗସ୍ତରେ ଯାଇଛନ୍ତି। ୪ ବର୍ଷର ଶାସନ ମଧ୍ୟରେ ଏହା ହେଉଛି ମୋଦିଙ୍କ ତୃତୀୟ ନେପାଳ ଗସ୍ତ। ମୋଦି ଜନକପୁର-ଅଯୋଧ୍ୟା ମଧ୍ୟରେ ବସ୍ ଚଳାଚଳର ଶୁଭାରମ୍ଭ...
ନବୀନଙ୍କ ରଥକୁ ଅଟକାଇ ପାରିବ ବିଜେପି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପୁର ହାରିବା ପରେ ବିଜେପି ନିଜକୁ ନିଜେ କୋଣଠେସା କରି ନେଇଥିବା ବେଳେ ନବୀନ କିନ୍ତୁ ତାଙ୍କର ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି।
ଏପ୍ରିଲ ୨୦୧୪। ସମଗ୍ର ଦେଶରେ ମୋଦି ହାୱା।...
କର୍ଣ୍ଣାଟକରେ ସରିଲା ପ୍ରଚାର: ବିଜେପି କରିଛି ୪୦୦ ରାଲି, ରୋଡ ସୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଚାର ଶେଷ ହେବାର ଠିକ୍ ଘଣ୍ଟାଏ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ୧୩୦ରୁ ଅଧିକ ଆସନ ପାଇ ବିଜେପି ସରକାର...
୨୦୧୯ ନିର୍ବାଚନରେ ମିଶନ-୮୫ ଆସନରେ ସଫଳ ହେବ କି କଂଗ୍ରେସ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ରେ ୧୯୯୫ ନିର୍ବାଚନର ପୁନରାବୃତ୍ତି ଘଟିପାରେ ବୋଲି କିଛି କଂଗ୍ରେସ ନେତା ଆଶାବାଦୀ ଅଛନ୍ତି। ହେଲେ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବିରୋଧୀ ହାୱା ନଥିବାରୁ କଂଗ୍ରେସର ମିଶନ ସଫଳ...
ଦାମଙ୍କ ଘର କଳି: ମୁହଁ ଖୋଲିଲେ ସମ୍ବିତ, “୨୦୦୯ରେ ମୋତେ ଟିକେଟ ମିଳିଥିଲା ବାପା ମନା କଲେ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗତସିଂହପୁର ଜିଲ୍ଲା ବିଜେଡି ସମୀକ୍ଷା ବୈଠକକୁ ଡାକ୍ତର ଦାମୋଦର ରାଉତଙ୍କୁ ଡକା ନଯିବାକୁ ନେଇ ଜୋର୍ ଧରିଛି ରାଜନୀତି। ବିଜେଡି ଉପରେ ଦାମ ବର୍ଷିଥିବା ବେଳେ ଆଜି ପୁଅ ସମ୍ବିତ ରାଉତରାୟ...
ଆଜିର ବଡ଼ ଖବର(ମେ ୯, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ: "୨୦୦୯ରେ ମୋତେ ଟିକେଟ ମିଳିଥିଲା ବାପା ମନା...
ଦାମଙ୍କ ଦମଦାର ବାଣ: କହିଲେ, “ମୋ ପୁଅ କ’ଣ ବିଧାୟକ ପ୍ରତିନିଧି?”
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ନୀରବତା ପରେ ପୁଣିଥରେ ବିଜେଡି ଶିବିରକୁ ବାଣ ମାରିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ।
ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ବାଣ ମାରିଛନ୍ତି। ଜଗତସିଂହପୁର...
ରାଜ୍ୟ ଯୁବ ବିକାଶ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଅରୂପ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ଯୁବ ବିକାଶ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ। ସେ ବିଜୁ ଯୁବ ବାହିନୀର ଦାୟିତ୍ୱ ମଧ୍ୟ ବୁଝିବେ। ସେ ଏପ୍ରିଲ ୧୮ରେ...





















