ଆଜିର ବଡ଼ ଖବର (୧୪ ଏପ୍ରିଲ, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
୪୦ ସେକେଣ୍ଡରେ ୧୫ଥର ଫାୟାରିଂ କଲେ ଧୋନି
ମହେନ୍ଦ୍ର ସିଂହ ଧୋନିଙ୍କ ଜଲୱା କ୍ରିକେଟ ପଡ଼ିଆରେ ଯେମିତି ଦର୍ଶକଙ୍କୁ ଆକୃଷ୍ଟ କରେ। ପଡ଼ିଆ ବାହାରେ ମଧ୍ୟ ଅଜବ ଅନ୍ଦାଜ ଯୋଗୁଁ ମାହି ସବୁବେଳେ...
ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ: ବନ୍ଧା ହେଲେ ବିଧାୟକ କୁଲଦୀପ ସିଂ ସେଙ୍ଗର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ସରକାରଙ୍କୁ ଲାଗିଛି ବଡ଼ ଝଟକା। ଦୁଷ୍କର୍ମ ମାମଲାରେ ବିଧାୟକ କୁଲଦୀପ ସିଂ ସେଙ୍ଗର୍ଙ୍କୁ ୧୫ ଘଣ୍ଟା ସିବିଆଇ ଜେରା କରିବା ପରେ ଗିରଫ କରିଛି। ଏହାକୁ ନେଇ ତେଜିଛି ରାଜନୀତି।
ଶେଷରେ...
ରାଜଧାନୀର ମୂଳମନ୍ତ୍ର ହେଉ ‘ଷ୍ଟାର୍ଟ ଟୁ ସ୍ମାର୍ଟ’
ଓଡ଼ିଶାଲାଇଭ୍ ବ୍ୟୁରୋ
୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ
ରାଜଧାନୀ ଶିଳାନ୍ୟାସ ଫଳକଠାରେ ବେସାମରିକ ପରେଡ୍
୧୩ଜଣଙ୍କୁ ରାଜଧାନୀ ଗୌରବ ସମ୍ମାନ-୨୦୧୮
ରାଜଧାନୀ ଭୁବନେଶ୍ୱରକୁ ‘ଷ୍ଟାର୍ଟ ଟୁ ସ୍ମାର୍ଟ’ ସିଟି ରୂପେ ଗଢ଼ି ତୋଳିବା...
ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ମୋଦି: କହିଲେ, “ନାରୀଙ୍କୁ ନ୍ୟାୟ ଦେବା ଆମ କର୍ତ୍ତବ୍ୟ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇଟି ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶ ହୁଲ୍ସ୍ତୁଲ୍ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ଏଭଳି ଘଟଣାରେ ଅପରାଧୀ ବର୍ତ୍ତି ପାରିବେ ନାହିଁ କହିଛନ୍ତି।
କାଶ୍ମୀରର କଠୁଆ ଏବଂ...
ପୁସ୍ତକ ଲୋକାର୍ପଣକୁ ନେଇ ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି-ବିଜେଡି ରାଜନୀତି ଆକ୍ଷେପ-ପ୍ରତିଆକ୍ଷେପ ଓ ବାକ୍ ଯୁଦ୍ଧରେ ସୀମିତ ନରହି ସଂସ୍କୃତି ଓ ସାହିତ୍ୟ ଆଡ଼କୁ ସଂକ୍ରମିତ ହୋଇଛି।
ଓଡ଼ିଶାରେ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ ଚାଲିଥିବା ଦୋଷାରୋପ ରାଜନୀତି...
ବିଧାନସଭାରେ ମହାନଦୀ ଆଲୋଚନା: ଛତିଶଗଡ଼ର ଏକପାଖିଆ କାର୍ଯ୍ୟକୁ ବିରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତିଲ ହେଲା ପ୍ରଶ୍ନକାଳ
ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ବିରୋଧୀ ଦଳ ନେତା
ଗୃହ କମିଟିର ଆଭିମୁଖ୍ୟକୁ ନେଇ ପ୍ରଶ୍ନ
ବିଜେପି କହିଲା, "ଓଡ଼ିଶାର ସ୍ୱାର୍ଥ ପାଇଁ...
ଆଜିର ବଡ଼ ଖବର (୧୩ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ: ବନ୍ଧା ହେଲେ ବିଧାୟକ କୁଲଦୀପ ସିଂ ସେଙ୍ଗର୍
ଶେଷରେ ବନ୍ଧା ହେଲେ ବିଜେପି ବିଧାୟକ କୁଲଦୀପ ସେଙ୍ଗର୍। ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି।...
ଉତ୍ତରପ୍ରଦେଶ-କାଶ୍ମୀରରେ ଦୁଷ୍କର୍ମ: ଉଠୁଛି ପଡ଼ୁଛି ସାରା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ଦୁର୍ଷ୍କମରେ ବିଜେପି ବିଧାୟକଙ୍କ ହାତ
ଗଣମାଧ୍ୟମରେ କାନ୍ଦି କାନ୍ଦି ବୟାନ ଦେଲେ ପୀଡ଼ିତା
ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରୁନି ପୋଲିସ
ସିବିଆଇକୁ ଦିଆଗଲା ତଦନ୍ତ ଭାର
କାଶ୍ମୀରରେ ନାବାଳିକାଙ୍କୁ...
ମହାନଦୀ ମହାସଙ୍କଟ: ଛତିଶଗଡ଼ରେ ପାଣି ଭରପୂର, ଓଡ଼ିଶାରେ ମହାନଦୀ ଠୋ ଠା
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=gqzzjJMuT54]
ମହାସଙ୍କଟ ଆଡ଼କୁ ଗତି କରୁଛି ମହାନଦୀ। ଛତିଶଗଡ଼ ପଟେ ମହାନଦୀରେ ପାଣି ଭରପୂର ଥିବା ବେଳେ ଓଡ଼ିଶା ଅବବାହିକାରେ ମହାନଦୀ ଶୁଖିଲା ପଡ଼ିଛି। ଏମିତି ଦାରୁଣ ଚିତ୍ର ରେକର୍ଡ କରିଛି...
ଆଜିର ବଡ଼ ଖବର (୧୨ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ-କାଶ୍ମୀରରେ ଦୁଷ୍କର୍ମ: ଉଠୁଛି ପଡ଼ୁଛି ସାରା ଭାରତ
ଉତ୍ତରପ୍ରଦେଶର ଉନ୍ନାଓର ଏବଂ କାଶ୍ମୀରର କାଠୱାରେ ଘଟିଛି ଲୋମଟାଙ୍କୁରା ଘଟଣା। ଏହି ଦୁଇଟି ଅଞ୍ଚଳରେ ଘଟିଥିବା ଦୁଇଟି ଦୁଷ୍କର୍ମରେ ସାରା ଦେଶ ଥରହର ହୋଇଛି।...




















