ଅମିତ ଶାହାଙ୍କ ‘ପୋଡା ଟ୍ରାନ୍ସଫର୍ମର’ ମନ୍ତବ୍ୟର ଜବାବ ଦେଲେ କି ବିଜେଡି କର୍ମୀ?

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ମିଶନ୍-୧୨୦' ହାସଲର ଲକ୍ଷ୍ୟ ନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ୩ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ରାଜଧାନୀ ଭୁବନେଶ୍ବରରେ ୩ ଦିନର ରହଣି ଭିତରେ ବିଜେଡି ସରକାର ଉପରେ...

ଧର୍ମେନ୍ଦ୍ରଙ୍କ ଟ୍ୱିଟ: “ମୋ’ ପାଇଁ ସାଧାରଣ ଲୋକେ ହଇରାଣ ହୋଇଛନ୍ତି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିର ୫ ଘଣ୍ଟିଆ ହରତାଲକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଉଠିଛି। ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇବା ପରେ ବିଜେପି ନେତା ମଧ୍ୟ ବିଜେଡିକୁ ସମାଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର...

ଏନଡିଏ ମେଣ୍ଟ ଛାଡିବାକୁ ଶିବସେନାର ଧମକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏନଡିଏ ମେଣ୍ଟରେ ଥାଇ ମଧ୍ୟ ମୋଦି ସରକାର ବିରୁଦ୍ଧରେ ବରାବର ବିଷୋଦଗାର କରୁଥିବା ଶିବସେନା ପକ୍ଷରୁ ପୁଣି ଥରେ ଚେତାବନୀ ଦିଆଯାଇଛି। ଏହି ବିବୃତ୍ତି ପରେ ମୋଦି ସରକାରଙ୍କ ହୋସ୍ ଉଡିଯିବା...

ମୋସୁମୀ ଅଧିବେଶନ: ଝଡ଼ରୁ ଆରମ୍ଭ ଝଡ଼ରେ ଶେଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶେଷ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ ସ୍ୱଳ୍ପ ଅବଧି ପାଇଁ ବସିଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିଲା। ହେଲେ ଓଭରବ୍ରିଜ ଭୁଶୁଡିବା ପ୍ରସଙ୍ଗ, ଧାନ ସହାୟକ ମୂଲ୍ୟ,...

ଦୁଲୁକିଲା କ୍ୟାମ୍ପସ: ରାଲିରେ ଆସିଲେ ପ୍ରାର୍ଥୀ, ଦାଖଲ କଲେ ପ୍ରାର୍ଥିପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଲୁଦୁଲିରେ ଦୁଲୁକିଲା କ୍ୟାମ୍ପସ୍। ଜିନ୍ଦାବାଦ୍ ଧ୍ୱନିରେ ଫାଟି ପଡୁଥିଲା ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ କଲେଜ ପରିସର। ବାଜାର ତାଳେତାଳେ ନାଚି ଯାଉଥିଲେ ସମର୍ଥକ। ଶନିବାର ଛାତ୍ର ସଂସଦ ନିର୍ବାଚନ ଲାଗି ହୋଇଥିବା...

ପୁରୁଣା ନେତା, ପୁରୁଣା କ୍ୟାମ୍ପସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ମାହୋଲ ଏବେ ସରଗରମ ହୋଇଉଠିଛି। ଆସନ୍ତା ଶନିବାର ଦିନ ପିଲା ବାଛିବେ ସେମାନଙ୍କ ନୂଆ ନେତା କିଏ ହେବେ ଯିଏ କି କଲେଜର ସବୁ...

ଅକ୍ଟୋବରରେ ରାହୁଲ ଧରିବେ କଂଗ୍ରେସ ମଙ୍ଗ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ମାସରେ କଂଗ୍ରେସ ସଭାପତି ଭାବେ ରାହୁଲ ଗାନ୍ଧୀ ଦାୟିତ୍ୱ ଗ୍ରହଣ କରିପାରନ୍ତି। ଏମିତି ଖବର ଆସୁଛି ତାଙ୍କ ନିକଟତମ ମହଲରୁ। କଂଗ୍ରେସର ଜଣେ ମାନ୍ୟଗଣ୍ୟ ନେତା ବିରାପ୍ପା ମୋଇଲି ଏକଥା...

କମଳ ହାସନ ଗଢିବେ ନୂଆ ଦଳ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ ଭାରତରେ ପୁଣି ଜଣେ ଲୋକପ୍ରିୟ ଅଭିନେତା ଓହ୍ଲାଇବେ ରାଜନୀତି ମଇଦାନକୁ। ତାମିଲ ସୁପରଷ୍ଟାର କମଳ ହାସନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପରୋକ୍ଷରେ ନୂଆ ଦଳ ଗଢିବାକୁ ଇସାରା...

ଆମେରିକାରେ ହଟହଟା ହେଲେ ରାହୁଲ ଗାନ୍ଧୀ: କହିପାରିଲେନି ଲୋକସଭା ସଦସ୍ୟ ସଂଖ୍ୟା କେତେ

ଓଡିଶାଲାଇଭ୍ ବ୍ୟୁରୋ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେରିକାରେ ହଟହଟା ହୋଇଛନ୍ତି। ଲୋକସଭା ସଦସ୍ୟ ସଂଖ୍ୟା କେତେ ସେ ବିଷୟରେ ଠିକ୍‌ରେ ଉତ୍ତର ଦେଇ ନପାରି ରାହୁଲ ସମାଲୋଚନାର ଶିକାର ହୋଇଛନ୍ତି। କେବଳ ଆମେରିକାରେ...

୨୦୨୨ ସୁଦ୍ଧା ଚାଷୀଙ୍କ ବାର୍ଷିକ ଆୟ ଦୁଇଗୁଣା ହେବ: ଡାକ୍ତର ଦାମୋଦର ରାଉତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ''ରାଜ୍ୟ ସରକାର ଓଡିଶାର ଚାଷୀଙ୍କ ପାଇଁ ସଫଳ କୃଷି ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଜଳସେଚନ ବ୍ୟବସ୍ଥା ସହ ଅନ୍ୟ ଦିଗକୁ ବ୍ୟାପକ କରାଯାଇ ଚାଷୀଙ୍କ ବାର୍ଷିକ ଆୟ ବୃଦ୍ଧି କରିବାକୁ...