୫-ଟି ସଚିବଙ୍କ ଦୁଇଦିନିଆ ନୟାଗଡ଼ ଗସ୍ତ, ବିଜେପି ଓ କଂଗ୍ରେସର ବିରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗୁରୁବାର ଦିନ ରଣପୁରଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ...
ଏନ୍ଡିଏର ‘୩୮’ ଗଣିତ, କାହିଁକି ଶୂନ ଯୋଡୁଛନ୍ତି ମୋଦୀ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏନ୍ଡିଏରେ ସାମିଲ ହେଉଛନ୍ତି ସାଂସଦ ନଥିବା ଦଳ, ମୋଦୀଙ୍କର ଏହି ରଣନୀତି ପଛରେ କ’ଣ ରହିଛି ରହସ୍ୟ?
‘ଏନ୍ଡିଏ’ ବନାମ ‘ଇଣ୍ଡିଆ’ ଲଢ଼େଇ ହେବ ୨୦୨୪ରେ। ମଙ୍ଗଳବାର ଦିନ ବିରୋଧୀ ଏକତା...
ଆଜିଠୁ ସଂସଦର ମୌସୁମୀ ଅଧିବେଶନ, ଆରମ୍ଭରୁ ମଣିପୁରରେ ହିଂସାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ସଂସଦର ମୌସୁମୀ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ସଂସଦରେ ବିରୋଧୀ ନେତାମାନଙ୍କ ହଙ୍ଗାମା ଦେଖିବାକୁ ମିଳିଛି। କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ମଣିପୁର ହିଂସା ପ୍ରସଙ୍ଗକୁ...
“ସାରା ଦେଶକୁ ଲଜ୍ଜିତ କରିଛି ମଣିପୁର ଘଟଣା”
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତି ପାଇଁ ମଣିପୁରରେ ଲାଗି ରହିଥିବା ହିଂସା ସବୁ ସୀମା ଟପିଛି। ଏଠାରେ ଘଟିଥିବା ଏକ ଅମାନବୀୟ ଘଟଣା ସାରା ଦେଶକୁ ଲଜ୍ଜିତ କରିଛି।
ମଣିପୁରରେ ଜାତି ବିବାଦରୁ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା...
୨୪ ନିର୍ବାଚନରେ ‘ଏନ୍ଡିଏ’ ବନାମ ‘ଇଣ୍ଡିଆ’
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୬ ବିରୋଧୀ ଦଳର ଦଳ ହେବ ‘ଇଣ୍ଡିଆ’, ୨୦୨୪ ସାଧାରଣ ନିର୍ବାଚନରେ ଏନ୍ଡିଏକୁ କେମିତି ଚକମା ଦେବ ଇଣ୍ଡିଆ ତାକୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା।
ବେଙ୍ଗାଳୁରୁରେ ମହାମେଣ୍ଟର ନାମକରଣ
...
ଆଜି ନୂଆଦିଲ୍ଲୀରେ ‘ଏନଡିଏ’ର ଶକ୍ତି ପ୍ରଦର୍ଶନ, ଯୋଗଦେବେ ୩୮ ଦଳର ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଙ୍ଗାଳୁରୁରେ ବିରୋଧୀ ଗୋଷ୍ଠୀଙ୍କ ବୈଠକ ଚାଲୁଥିବାବେଳେ ମଙ୍ଗଳବାର ନୂଆଦିଲ୍ଲୀରେ ବିଜେପି ସମର୍ଥିତ ଏନଡିଏ ଦଳମାନଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିରୋଧୀଙ୍କ ବୈଠକକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଏନଡିଏ ଦଳମାନେ ନିଜର...
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମନ ଚାଣ୍ଡିଙ୍କ ପରଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡିଙ୍କ ମଙ୍ଗଳବାର ସକାଳେ ଦେହାନ୍ତ ହୋଇଛି। ବେଙ୍ଗାଳୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବେଳେ ତାଙ୍କୁ ୭୯...
ବେଙ୍ଗାଳୁରୁରେ ବିରୋଧୀ ଗୋଷ୍ଠୀଙ୍କ ଦ୍ଵିତୀୟ ବୈଠକ, ୨୦୨୪ ନିର୍ବାଚନୀ ରଣନୀତି ପାଇଁ ମାନସମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ବିରୋଧୀ ଏକତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ବେଙ୍ଗାଳୁରୁରେ ବସିବ ବିରୋଧୀ ଦଳଙ୍କ ଦ୍ଵିତୀୟ ଗରୁତ୍ଵପୂର୍ଣ୍ଣ ବୈଠକ। ଏଥିରେ କଂଗ୍ରେସ ସମେତ ୨୪ଟି ବିରୋଧୀ ଦଳର ନେତାମାନେ ଯୋଗ...
କଂଗ୍ରେସରୁ ନିଲମ୍ବନ ପରେ ମୁହଁ ଖୋଲିଲେ ଚିରଞ୍ଜୀବ: “ବେଇମାନି ମୋ ରକ୍ତରେ ନାହିଁ”
ଓଡ଼ିଶାଲାଇଭ୍ ବ୍ୟୁରୋ
“ମୁଁ ଗୋଟେ କଂଗ୍ରେସ ପରିବାରର ମଣିଷ। ପିଲାଟି ଦିନରୁ କଂଗ୍ରେସ ବାବଦରେ ଭଲ ଶିକ୍ଷା ପାଇଛି। ମୋ ବାପା ବସନ୍ତ କୁମାର ବିଶ୍ଵାଳଙ୍କର ଓଡ଼ିଶାରେ କଂଗ୍ରେସ ପାଇଁ ଅନେକ ଯୋଗଦାନ ରହିଛି। ମୋ...
ମୋଦୀ ସରନେମ ମାମଲା: ଗୁଜରାଟ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଲେ ରାହୁଲ ଗାନ୍ଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦୀ ସରନେମ ମାମଲାରେ ଗୁଜୁରାଟ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସୁରଟ ସେସନ୍ସ କୋର୍ଟଙ୍କ ରାୟକୁ ଗୁଜରାଟ ହାଇକୋର୍ଟ ବଳବତ୍ତର ରଖିଥିବାରୁ ଏହାକୁ...




















