ଅଡ଼ୁଆରେ ବିଧାୟକ ଶଶିଭୂଷଣ ବେହେରା, ବୋହୂ ଆଣିଲେ ନିର୍ଯାତନା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଡ଼ୁଆରେ ପଡ଼ିଛନ୍ତି ବିଜେଡି ବିଧାୟକ ଶଶିଭୂଷଣ ବେହେରା। ବିଧାୟକଙ୍କ ପୂରା ପରିବାର ବିରୋଧରେ ଯୌତୁକ ନିର୍ଯାତନା ସହ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି ବୋହୂ ରୋନାଲି ବେହେରା।
ରୋନାଲିଙ୍କ ଅଭିଯୋଗ ଆଧାରରେ ବାଙ୍କି...
ସିଦ୍ଧରମେୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଦ୍ଧରମେୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭବନା ରହିଛି। ଦଳୀୟ ନେତୃତ୍ଵଙ୍କ ଘନ ଘନ ବୈଠକ ପରେ ସିଦ୍ଧରମେୟାଙ୍କ ନାଁରେ ମୋହର ବାଜିଥିବା କୁହାଯାଉଛି।
କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ ୪୦ ବର୍ଷର ରେକର୍ଡ...
ଶିବ କୁମାର ନା ସିଦ୍ଧରମେୟା, କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକ ନିର୍ବାଚନରେ ୪୦ ବର୍ଷର ରେକର୍ଡ ଭାଙ୍ଗିଲା କଂଗ୍ରେସ। ଏବେ ସବୁଠାରୁ ବଡ଼ ପ୍ରଶ୍ନ ସିଦ୍ଧରମେୟା ନା ଡିକେ ଶିବକୁମାର କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ଆସନ?
କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ...
ଝାରସୁଗୁଡ଼ା ଉପନିର୍ବାଚନ ପରାଜୟର ସମୀକ୍ଷା କରିବ କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ଅମାନତ ହରାଇଲା କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଲା ମାତ୍ର ୪,୪୭୩ ଖଣ୍ଡ ଭୋଟ। ଏତେ ବଡ଼ ପରାଜୟର କାରଣ ଖୋଜିବାକୁ ବାହାରିଛି କଂଗ୍ରେସ।
ଝାରସୁଗୁଡ଼ା ପରାଜୟର...
ବାହା ହେବେ ରାଘବ-ପରିନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ କରିବାକୁ ଯାଉଛନ୍ତି ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ା ଏବଂ ବଲିଉଡ଼ର ଚୁଲବୁଲି ଅଭିନେତ୍ରୀ ପରିନୀତି ଚୋପ୍ରା। ଧୁମଧାମରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଛି।
କିଛି ଦିନ ହେଲା ଅଭିନେତ୍ରୀ...
ଜଳୁଛି ଓଡ଼ିଶା, ଆଗକୁ ଆହୁରି ବଢ଼ିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହ୍ୟ ଖରାରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ। ସକାଳ ୮ଟାରୁ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ଲୋକେ। ସୋମବାର ଦିନ ତାପମାତ୍ରା ଅସହ୍ୟ ହୋଇପଡ଼ିଥିବାବେଳେ ଆଗକୁ ଆହୁରି ତାତି ବଢ଼ିବା ନେଇ...
ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି ଦୀପାଳି ଦାସ। ସୋମବାର ଦିନ ବିଧାନସଭାରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ...
ବିଜେପିର ଶୋଚନୀୟ ପରାଜୟ, କଂଗ୍ରେସ ହାତକୁ ଗଲା କର୍ଣ୍ଣାଟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କଂଗ୍ରେସ ଏକାଠି ଲଢ଼ିଲା, ପୂରା ଦମରେ ଲଢ଼ିଲା। କଂଗ୍ରେସର ରଣନୀତି ଆଗରେ ଫେଲ୍ ମାରିଲା ବିଜେପିର ସବୁ ଷ୍ଟ୍ରାଟେଜି।
କର୍ଣ୍ଣାଟକର ପ୍ରାକ୍ ନିର୍ବାଚନୀ ସର୍ଭେ କଂଗ୍ରେସ ସପକ୍ଷରେ ଥିଲା। ତଥାପି...
କର୍ଣ୍ଣାଟକ ଗଲା, ଦକ୍ଷିଣରୁ ବିଜେପି ସଫା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କର୍ଣ୍ଣାଟକ ବିଜେପି ହାତରୁ ଚାଲିଯିବା ସହ ବିଜେପିର ‘ଦକ୍ଷିଣ ଯୋଜନା’କୁ ଲାଗିଛି ବଡ଼ ଝଟକା।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। କର୍ଣ୍ଣାଟକରେ ପ୍ରତି...
ଦୀପାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝାରସୁଗୁଡ଼ା ବିଜୟ ପରେ ଫୋନ ଯୋଗେ ଦୀପାଳିଙ୍କ ସହ...




















