ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗର ଅତିରିକ୍ତ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ଟି ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ୱ। ଶନିବାର ଦିନ ପ୍ରମିଳା ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।  ଶୁକ୍ରବାର...

ଝାରସୁଗୁଡ଼ା ଲଢ଼େଇରେ ଦୀପାଳିଙ୍କ ହାତରେ ବାଜି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପରୀକ୍ଷା ରେଜଲ୍ଟ। ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମାରିଲେ ବାଜି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ମିଳିଛି ବଡ଼ ସଫଳତା।...

ଝାରସୁଗୁଡ଼ା ଲଢ଼େଇ: ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯ ଭୋଟରେ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ଶେଷ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୪୮,୬୧୯ ଭୋଟ ବ୍ୟବଧାନରେ ଆଗୁଆ ରହିଛନ୍ତି। ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ...

ଝାରସୁଗୁଡ଼ା ଲଢ଼େଇ: ବହୁ ଆଗରେ ବିଜେଡି, ମନ୍ଥର ଗତିରେ ଚାଲିଛି କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ଦଶମ ରାଉଣ୍ଡରେ ବହୁ ଭୋଟରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ପୂର୍ବଭଳି ବିଜେପି ଦ୍ଵିତୀୟ ସ୍ଥାନ ବଜାୟ...

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ: ପ୍ରଥମ ରାଉଣ୍ଡରେ କଂଗ୍ରେସ ଆଗୁଆ

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ଶନିବାର ଦିନ ସକାଳ ୮ଟାରୁ ଜାରି ରହିଛି ଏହି ଭୋଟ ଗଣତି। ଦିନ ୧୦ ଟା ୩୦ ପ୍ରଥମ ରାଉଣ୍ଡ...

ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି: ଆଗରେ ବିଜେଡି, ଦ୍ଵିତୀୟରେ ରହିଛି ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଭୋଟ ଗଣତିର ପଞ୍ଚମ ରାଉଣ୍ଡରେ ମଧ୍ୟ ଆଗରେ ରହିଛି ବିଜେଡି ଏବଂ ଦ୍ଵିତୀୟ ସ୍ଥାନ ଜାରି ରଖିଛି ବିଜେପି। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ...

ଝାରସୁଗୁଡ଼ା ଉପନିର୍ବାଚନ ଫଳ: ଚାଲିଛି ଗଣତି, ୪ ରାଉଣ୍ଡରେ ଆଗରେ ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଲିଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନ ଭୋଟ ଗଣତି। ଗଣତିର ପ୍ରଥମ ରାଉଣ୍ଡରୁ ହିଁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୧୦,୧୭୮ ଭୋଟରେ ଆଗୁଆ...

ଇସ୍ତଫା ଦେଲେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ବାଚସ୍ପତି ପଦବୀରୁ ବିକ୍ରମ କେଶରୀ ଆରୁଖଙ୍କ ପରେ ଇସ୍ତଫା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ କୁମାର ସାହୁ। ଶୁକ୍ରବାର ଦିନ ନିଜ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି ଶ୍ରୀକାନ୍ତ...

ବାଚସ୍ପତି ପଦବୀରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ବାଚସ୍ପତି ପଦବୀରୁ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି। “ଦଳ ପକ୍ଷରୁ ଯେବେ ଯେଉଁ ଦାୟିତ୍ଵ ଦିଆଯାଇଛି ତାକୁ...

ଆସନ୍ତାକାଲି ଝାରସୁଗୁଡ଼ା ପାଇବ ନୂଆ ନେତା, ସକାଳ ୮ଟରୁ ଭୋଟ ଗଣତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଝାରସୁଗୁଡ଼ାକୁ ମିଳିଯିବ ନୂଆ ନେତା। ଝାରସୁଗୁଡ଼ା ବିଧାନସଭା ଉପବନିର୍ବାଚନ ପାଇଁ ମତଦନା ଶେଷ ହୋଇ ଷ୍ଟ୍ରଙ୍ଗ ରୁମ ଭତିରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରହିଛି ଇଭିଏମ ଏବଂ ଭିଭିପାଟ ମେସିନ।...