ରଥଖଳାରେ ଚାଲିଛି ରଥ ପ୍ରସ୍ତୁତି: ଉଠିଲା ଦ୍ୱିତୀୟ ଭୂଇଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଉ ବାକି ରହିଲା ମାତ୍ର ୭ ଦିନ। ଏଥିପାଇଁ ଚଳଚଞ୍ଚଳ ରଥଖଳା। କମାର ସେବକଠୁ ଆରମ୍ଭ କରି ଭୋଇ ସେବକମାନେ ଲାଗି ପଡ଼ିଛନ୍ତି ରଥ ନିର୍ମାଣ କାର୍ଯ୍ୟରେ।...

କାକଟପୁରରୁ ଆସିଲା ମହାପ୍ରଭୁଙ୍କ ଲାଗି ଫଳଭାର

ଓଡ଼ିଶାଲାଇଭ୍ ବ୍ୟୁରୋ ଜରରେ ପୀଡ଼ିତ ଅଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ଅଣସର ଗୃହରେ ମହାପ୍ରଭୁଙ୍କ ଗୋପନ ସେବା ଚାଲିଛି। ମହାପ୍ରଭୁଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗିବା ପଣେ ମହାପ୍ରଭୁ ଧୀରେଧୀରେ ସୁସ୍ଥ ହେଉଛନ୍ତି। ମହାପ୍ରଭୁ...

ରଥଯାତ୍ରା ପାଇଁ ଚଳଚଞ୍ଚଳ ପୁରୀ ବଡ଼ଦାଣ୍ଡ – ଚାଲିଛି ରଥ ନିର୍ମାଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଯାତ୍ରା ପାଇଁ ରଥଖଳାରେ ଚାଲିଛି ରଥକାମ। ତିନି ରଥରେ ପ୍ରଥମ ଭୂଇଁ ଲାଗିସାରିଛି। ବିଶ୍ୱକର୍ମାମାନେ ଦ୍ୱିତୀୟ ଭୂଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଦ୍ୱିତୀୟ ଭୂଇଁ ସଂଯୋଗ ହେବା ପୂର୍ବରୁ ଚଉଦ ନାହାକ ଏବଂ...

ଜ୍ୱର ପୀଡ଼ିତ ମହାପ୍ରଭୁଙ୍କୁ ଆଜିଠୁ ଓଷ ଲାଗି

ଓଡ଼ିଶାଲାଇଭ ବ୍ୟୁରୋ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହେବା ପରେ ଅଣସର ଘରେ ଚାଲିଛି ଗୁପ୍ତସେବା। ଶନିବାର ଦେହରେ ଫୁଲୁରି ତେଲ ଲଗା ହେବା ପରେ ଆଜିଠାରୁ ନବମୀ ପର୍ଯ୍ୟନ୍ତ ଓଷ ଲାଗି ହେବ। ଫଳରେ...

ଅନୁଭୂତିରେ ଶ୍ରୀଜଗନ୍ନାଥ

ଓଡିଶାଲାଇଭ୍ ବ୍ୟୁରୋ  [youtube https://www.youtube.com/watch?v=l6CruVlL6pI] ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା। ଭକ୍ତମାନଙ୍କୁ ଦର୍ଶନ ଦେବାକୁ ପ୍ରତିବର୍ଷ ରଥାରୁଢ଼ ହୋଇ ବଡ଼ଦାଣ୍ଡକୁ ଚାଲି ଆସନ୍ତି ଜଗନ୍ନାଥ। ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଯାଏ...

ଅଣସର ଗୃହରେ ମହାପ୍ରଭୁ: ଆଜି ଲାଗି ହେବ ଫୁଲୁରି ତେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ମହାପ୍ରଭୁ ଜରରେ ପଡ଼ି ଅଣସର ଗୃହରେ ରହିଛନ୍ତି। ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଅଣସର ଗୃହରେ ଚାଲିଛି ଗୋପନ...

ପାଖେଇ ଆସୁଛି ରଥଯାତ୍ରା – ସୁରକ୍ଷା ବ୍ୟବସ୍ଥା ପାଇଁ ଅଣ୍ଟା ଭିଡ଼ିଲା ପୋଲିସ ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ଦାଣ୍ଡରେ ଉଡ଼ି ପାରିବନି ବିମାନ କିମ୍ବା ହେଲିକପ୍ଟର ୨ କମ୍ପାନି ଆରପିଏଫ୍ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଆବଶ୍ୟକ ପଡ଼ିଲେ ମୁତୟନ ହେବେ ଏନ୍‌ଏସ୍‌ଜି ପୁରୀକୁ ଜଗିବେ ୧୫୦ ପ୍ଲାଟୁନ ପୋଲିସ...

ବିଦେଶିନୀଙ୍କ ମୁହଁରେ ଜଗନ୍ନାଥ ଜଣାଣ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=DiMog2GkqNA] ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ହୋଇଥିଲା। ଭାବ ବିନୋଦିଆ ଠାକୁର ସେ। ତେଣୁ ସ୍ନାନବେଦୀରେ ନିଜ ପ୍ରିୟ ଠାକୁରଙ୍କୁ ଗୋଟିଏ ଥର ଦେଖିବା ପାଇଁ କାହିଁ...

ଆଜିଠୁ ଅଲାରନାଥଙ୍କ ଅଣସର ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣସର ସମୟରେ ମହାପ୍ରଭୁଙ୍କ ବିକଳ୍ପ ଦର୍ଶନ କରିବା ପାଇଁ ଆଜିଠୁ ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼। ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର...

ମହାସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଛି ମହାପ୍ରଭୁଙ୍କ ମହାସ୍ନାନ। ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଛେରା ପହଁରା କାର୍ଯ୍ୟ କରିଛନ୍ତି। ଏପହାପରେ ମହାପ୍ରଭୁଙ୍କୁ ଗଣପତି ତଥା ହାତୀ ବେଶରେ ସଜ୍ଜିତ କରାଯାଇଛି। ଏହାପରେ ସ୍ନାନ ମଣ୍ଡପ...