ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
ଓଡ଼ିଶାଲାଇଭ ବ୍ୟୁରୋ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଓଡ଼ିଆ ଭାଷାରେ ଟୁଇଟ୍ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ...
ଟାହିଆ ହଲାଇ ଆସୁଛନ୍ତି କାଳିଆ ସାଆନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]
ଝୁଲି ଝୁଲି ପହଣ୍ଡିରେ ଆସୁଛନ୍ତି କାଳିଆ ଠାକୁର।
ଶ୍ରୀମନ୍ଦିରରେ ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ। ଦେବୀ ସୁଭଦ୍ରାଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି। ଟାହିଆ ହଲାଇ...
ଶ୍ରୀକ୍ଷେତ୍ରରେ ଚାଲିଛି ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]
ଶ୍ରୀକ୍ଷେତ୍ରରେ ଚାଲିଛି ଚର୍ତୁଦ୍ଦାମୂର୍ତ୍ତିଙ୍କର ପହଣ୍ଡି ବିଜେ। କିଛି ସମୟ ତଳେ ଆରମ୍ଭ ହୋଇଛି ଏହି ପ୍ରମୁଖ କାର୍ଯ୍ୟକ୍ରମ। ସୁଦର୍ଶନ ଏବଂ ବଳଦେବଙ୍କ ପରେ ପରେ ଦେବୀ ସୁଭଦ୍ରାଙ୍କୁ ସେବାୟତମାନେ ପହଣ୍ଡି...
ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]ଶ୍ରୀକ୍ଷେତ୍ରରେ ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର। ସୁଦର୍ଶନଙ୍କ ପହଣ୍ଡି ପଛକୁ ପଛ ଆରମ୍ଭ ହୋଇଛି ବଳଦେବଙ୍କ ପହଣ୍ଡି। ବଡ଼ ଠାକୁରଙ୍କୁ ବାଇଶି ପାହଚ ଦେଇ ସେବକମାନେ ରଥକୁ ଆଣୁଛନ୍ତି।
ବଳଦେବଙ୍କୁ ବଡ଼ଦାଣ୍ଡରେ...
ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]
ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନଙ୍କର ପହଣ୍ଡି କିଛି ସମୟ ତଳେ ଆରମ୍ଭ ହୋଇଛି। ସେବାୟତମାନେ ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରି ଆଣୁଛନ୍ତି।
ଆଜି ସକାଳେ ଶ୍ରୀମନ୍ଦିରରେ ବିଭିନ୍ନ ନୀତି ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ...
ସିଂହଦ୍ୱାର ଆଗରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛି ତିନି ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]
ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି
ସାଢ଼େ ୯ଟାରେ ପହଣ୍ଡି, ୪ଟାରୁ ରଥଟଣା
ପୁରୀରେ ପୋଲିସ ଛାଉଣୀ
ପୁରୀକୁ ଜଗିବେ ୧୫୦ ପ୍ଲାଟୁନ୍ ପୋଲିସ ଫୋର୍ସ
ଆଉ କିଛି ସମୟର ଅପେକ୍ଷା...
ଅହମ୍ମଦାବାଦରେ ଚାଲିଛି ରଥଯାତ୍ରା, ପବିତ୍ର ଉତ୍ସବରେ ସାମିଲ ହେଲେ ଅମିତ ଶାହ
ଓଡ଼ିଶାଲାଇଭ ବ୍ୟୁରୋ
ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବିଶ୍ୱବ୍ୟାପି ଜଗନ୍ନାଥ ମନ୍ଦରରେ ପାଳିତ ହେଉଛି ଏହି ପବିତ୍ର ପର୍ବ। ଓଡ଼ିଶା ଭଳି ଗୁଜୁରାଟ ଅହମ୍ମଦାବାଦରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ରଥଯାତ୍ରା ଆରମ୍ଭ ହୋଇଛି।...
ଆଜି ପବିତ୍ର ଶ୍ରୀଗୁଣ୍ଡିଚା: ରଥାରୂଢ଼ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=p7I59uWU4FY]
ଆଜି ପବିତ୍ର ଶ୍ରୀଗୁଣ୍ଡିଚା। ରଥାରୂଢ଼ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଭାଇଭଉଣୀଙ୍କ ସାଙ୍ଗରେ ମହାପ୍ରଭୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇପଡ଼ୁଛି। ରତ୍ନସିଂହାସନରୁ ଭାଇ...
ଫଟୋରେ ଫଟୋରେ ଶ୍ରୀକ୍ଷେତ୍ର : ଶ୍ରୀଗୁଣ୍ଡିଚା ପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ମାଉସୀ ଘରକୁ ଯିବେ। ଏଥିପାଇଁ ପୁରୀରେ...
ସକାଳ ୭ଟାରୁ ଓଡ଼ିଶାଲାଇଭ୍ରେ ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ପୁରୀରେ ଶ୍ରୀମୁଣ୍ଡିଚା ଯାତ୍ରା। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ...




















