ସରିଲା ରଥଯାତ୍ରା ସମନ୍ୱୟ କମିଟି ବୈଠକ: ଜୁନ୍ ୩୦ ସୁଦ୍ଧା ପୁରୀରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଘୋଷଯାତ୍ରା ପ୍ରସ୍ତୁତି ପାଇଁ ସରିଲା ତୃତୀୟ ସମନ୍ୱୟ କମିଟି ବୈଠକ। ଏଥିରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ଜୁଲାଇ ୪ରେ ଘୋଷଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିଥିଲା ତୃତୀୟ ସମନ୍ୱୟ...

ଆଜି ରୁକ୍ମିଣୀ ହରଣ ଏକାଦଶୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀଙ୍କ ବିବାହ ଉତ୍ସବ ହୁଏ। ପାରମ୍ପାରିକ ରୀତିନୀତିରେ ଆଜି  ଶ୍ରୀଜଗନ୍ନାଥଙ୍କ ବିବାହ ହେବ। ସନ୍ଧ୍ୟା ଧୂପ ପରେ...

ରଥଯାତ୍ରା ପାଇଁ ପ୍ରଶାସନର ତୃତୀୟ ସମନ୍ୱୟ ବୈଠକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତି ପାଇଁ ଆଜି ବସିଛି ତୃତୀୟ ସମନ୍ୱୟ ବୈଠକ। ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତିକୁ ନେଇ ସମୀକ୍ଷା କରାଯାଉଛି।...

ରଥଯାତ୍ରା ବେଳେ ଶ୍ରୀମନ୍ଦିର ଭିତରର ମରାମତି ହେବ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁଲାଇ ୬ରୁ ଶ୍ରୀମନ୍ଦିର ଭିତରର ମରାମତି କରାଯିବ। ଏନେଇ ଭୁବନେଶ୍ୱରରେ ଆଜି ଶ୍ରୀମନ୍ଦିର ସୁରକ୍ଷା ନେଇ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ୫ ଓ ୬ ତାରିଖରେ ଏଏସ୍‌ଆଇ ଶ୍ରୀମନ୍ଦିରର ଗର୍ଭଗୃହ...

ରଥଯାତ୍ରା ‘ଟେଲିକାଷ୍ଟ ରାଇଟ୍ସ’ ନିଲାମ – କାହିଁକି ପଛଘୁଞ୍ଚା ଦେଲା ଶ୍ରୀମନ୍ଦିର ପ୍ରଶାସନ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ [youtube https://www.youtube.com/watch?v=Av3iNfFlGao] ରଥଯାତ୍ରା ସିଧାପ୍ରସାରଣ ମାମଲାରେ ୟୁଟର୍ଣ୍ଣ ମାରିଲା ଶ୍ରୀମନ୍ଦିର ପ୍ରଶାସନ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍‌ସର ନିଲାମ ଡାକିଥିବା ଶ୍ରୀମନ୍ଦିର ପ୍ରଶାସନ ଏବେ ପଛଘୁଞ୍ଚା ଦେଇଛି। ରଥଯାତ୍ରାର...

ସବୁଥର ପରି ଏଥର ବି ସବୁ ଚ୍ୟାନେଲ ରଥଯାତ୍ରାର ସିଧା ପ୍ରସାରଣ କରିପାରିବେ

ଓଡ଼ିଶାଲାଇଇ ବ୍ୟୁରୋ ପ୍ରତି ବର୍ଷ ପରି ଏବର୍ଷ ବି ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ ସବୁ ଚ୍ୟାନେଲ କରିପାରିବେ। ଅର୍ଥାତ କୌଣସି ଚ୍ୟାନେଲ ରଥଯାତ୍ରା ସିଧାପ୍ରସାରଣରୁ ବାଦ ପଡ଼ିବେ ନାହିଁ। ପୁରୀରେ କିଛି ସମୟ...

କାହାକୁ ମିଳିବ ରଥଯାତ୍ରା ସିଧାପ୍ରସାରଣର ଅନୁମତି ଆଜି ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି?

ଓଡ଼ିଶାଲାଇଭ ବ୍ୟୁରୋ ରଥଯାତ୍ରାର ସିଧାପ୍ରସାରଣ ଅନୁମତି କାହାକୁ ମିଳିବ ସେ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନେଇପାରେ। କିଛି ସମୟ ପୂର୍ବରୁ ପୁରୀରେ ପରିଚାଳନା କମିଟିର ବୈଠକ ଆରମ୍ଭ ହୋଇଛି। ଏଥିରେ...

ରଥଯାତ୍ରା ‘ଟେଲିକାଷ୍ଟ ରାଇଟ୍ସ’ ନିଲାମ ଡାକି ଅଡୁଆରେ ଶ୍ରୀମନ୍ଦିର ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଅଡୁଆ ବଢ଼ିଲା। ହାଇକୋର୍ଟରେ ପିଆଇଏଲ୍‌। ମଙ୍ଗଳବାର ବୈଠକ ଉପରେ ନଜର। ଅଡୁଆରେ ପଡ଼ିଛି ପୁରୀ ଶ୍ରୀମନ୍ଦିର ପ୍ରଶାସନ। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍‌ସର ନିଲାମ...

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସକୁ ନେଇ ବିବାଦ ବଢୁଛି। ଆଜି ୭ଟି ମିଡିଆ କମ୍ପାନି ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ଟେଣ୍ଡର ପକାଇଛନ୍ତି। ହେଲେ ଏହାକୁ ବିରୋଧ କରି...

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସ : ନିଲାମରେ ଭାଗ ନେଲେ ୭ ଟିଭି ମିଡିଆ, ଓଟିଭି ଡାକିଲା ୫୪ ଲକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଏମ୍‌ବିସି ୩୬ ଲକ୍ଷ,  କନକ ନ୍ୟୁଜ ୧ ଲକ୍ଷ ୨୫ ହଜାର ଓଟିଭି ଛଡ଼ା ପ୍ରାର୍ଥନା ଚ୍ୟାନେଲ ମଧ୍ୟ କଲା ଅଲଗା ଆବେଦନ ଓଡ଼ିଶା ବାହାରୁ ଭାଗ ନେଲା ସାଧନା...