ମହାବାତ୍ୟାର ରୂପ ନେଇପାରେ ବାତ୍ୟା ଅମ୍ଫନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାବାତ୍ୟାରେ ପରିଣତ ହୋଇପାରେ ବାତ୍ୟା ଅମ୍ଫନ। ବଙ୍ଗୋପସାଗରରେ ଲଗାତାର ଭାବେ ଅଧିକ ଘନିଭୂତ ହେଉଛି ବାତ୍ୟା। ୧୨ ଘଣ୍ଟା ମଧ୍ୟରେ ଏହା ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା ରହିଛି। ଏନେଇ...
ଅମ୍ଫନ ଅପଡେଟ୍ – ଦିନ ୧୧ଟା ସୁଦ୍ଧା ବାତ୍ୟାର ଟିକିନିଖ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ଅମ୍ଫନ୍। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ଫନ୍ ଅପ୍ଡେଟ୍ରୁ…
ସୁପର ସାଇକ୍ଲୋନରେ ପରିଣତ ହୋଇପାରେ ବାତ୍ୟା ଅମ୍ପନ।
ବଙ୍ଗୋପସାଗରରେ ଲଗାତାର ଘନୀଭୂତ ହେଉଛି ଅମ୍ଫନ।
ଆଜି...
ଅମ୍ଫନ ଅପଡେଟ୍ – ସନ୍ଧ୍ୟା ୭ଟା ସୁଦ୍ଧା ବାତ୍ୟାର ଟିକିନିଖ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ଅମ୍ଫନ୍। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ଫନ୍ ଅପ୍ଡେଟ୍ରୁ…
ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ବାତ୍ୟା ଅମ୍ପନ।
ଆଗାମୀ ୨୪ ଘଣ୍ଟା ଭିତରେ...
କମ୍ପନ କରି ମାଡ଼ି ଆସୁଛି ‘ଅମ୍ଫନ’ – ଉତ୍ତର ଓଡ଼ିଶାରେ ପଡ଼ିବ ପ୍ରଭାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଅମ୍ଫନ। ଏହା ୨୦ ତାରିଖ ଦିନ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି। ହେଲେ ଏହାର ପ୍ରଭାବ ଉତ୍ତର ଓଡ଼ିଶା...
ଅମ୍ଫନ ଅପଡେଟ୍ – ଦିନ ୨ଟା ସୁଦ୍ଧା ବାତ୍ୟାର ଟିକିନିଖ୍ ଖବର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସୁଛି ବାତ୍ୟା ଅମ୍ଫନ୍। ବାତ୍ୟାର ଗତିବଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ଅମ୍ଫନ୍ ଅପ୍ଡେଟ୍ରୁ...
ବାତ୍ୟା ଅମ୍ଫନ ସମ୍ପର୍କରେ ତାଜା ସୂଚନା ଦେଲେ ଏସ୍ଆରସି ପ୍ରଦୀପ ଜେନା
ଭୟଙ୍କର ସାମୁଦ୍ରିକ ଝଡ଼ର ରୂପ ନେଲା...
ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ପନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ପନ ରବିବାର ସାମୁଦ୍ରିକ ଝଡ଼ର ରୂପ ନେଇସାରିଛି। ଏହା ୨୦ ତାରିଖରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି କହିଛନ୍ତି ଏସ୍ଆରସି...
ବାତ୍ୟା ରୂପ ନେଲା ‘ଅମ୍ଫାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=_p74TjeLduk&t=15s
ବାତ୍ୟା ରୂପ ନଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଅବପାତରୁ ଏହା ବାତ୍ୟାରେ ପରିଣତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆସନ୍ତା ୧୨ ଘଣ୍ଟା ପରେ ଭୀଷଣ ବାତ୍ୟାର...
ଓଡ଼ିଶାକୁ ବାତ୍ୟା ଭୟ! କୁଆଡ଼େ ଯିବ ଅମ୍ଫାନ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=_p74TjeLduk
କରୋନା ମୁକାବିଲା କରୁଥିବା ଓଡ଼ିଶାକୁ ଏବେ ବାତ୍ୟା ଭୟ ଘାରିଛି। ମୁକାବିଲା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି।
ଅବପାତର ରୂପ ନେଇଥିବା ଲଘୁଚାପ ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ର ରୂପ...
୨୦ ତାରିଖରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ! ୧୮ ତାରିଖରୁ ଓଡ଼ିଶାରେ ବର୍ଷା ସମ୍ଭାବନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇସାରିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ତେବେ ସାମୁଦ୍ରିକ ଝଡ଼ର ରୂପ ନେବା ପରେ...
ବୁଲବୁଲ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ବୁଲୁବୁଲର କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଗୁରୁବାର ସହେଲି ଘୋଷ ରୟଙ୍କ ନେତୃତ୍ୱରେ ୭ ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି।
ବାତ୍ୟା ବୁଲବୁଲ ପ୍ରଭାବରେ ନଭେମ୍ବର...



















