ଏଥର ଦୁର୍ଗାପୂଜା: କଟକ ତୁଳସୀପୁରରେ ଝଟକୁଛି ଚାନ୍ଦିମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Yl7hkv1D5Dg ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। କଟକ ଦଶହରାର ଏକ ନିଆରା ଆକର୍ଷଣ ହେଉଛି ଚାନ୍ଦିମେଢ଼। ଚଳିତବର୍ଷ କଟକ ସହରର ମୋଟ ୩୪ଟି ମଣ୍ଡପରେ ଚାନ୍ଦିମେଢ଼...

ଏଥର ଦୁର୍ଗାପୂଜା: ରସୁଲଗଡ଼ରେ ଝଲସିବ ଶ୍ରୀ ସ୍ୱାମୀନାରାୟଣନ୍ ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=SYrWXHDnHj0 ଆସିଛି ପାର୍ବଣ। ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା' ଦୁର୍ଗା। ଏହାକୁ ନେଇ ସଜେଇ ହେଉଛି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ। ରସୁଲଗଡ଼ ପୂଜା ମଣ୍ଡପରେ ଏଥର ଆକର୍ଷଣ ପାଲଟିବ ଗୁଜରାଟର ଶ୍ରୀ...

ଆସୁଛନ୍ତି ମା’: ଗଙ୍ଗନଗରରେ ରାଜସ୍ଥାନ ପ୍ରାସାଦରେ ପୂଜା ପାଇବେ ମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ମଣ୍ଡପଗୁଡ଼ିକରେ ଲାଗିଗଲାଣି ଅଘୋଷିତ ପ୍ରତିଯୋଗିତା। କେଉଁଠି ମୂର୍ତ୍ତି ନିର୍ମାଣ ତ ଆଉ କେଉଁଠି ତୋରଣ ସାଜସଜ୍ଜାକୁ ଗୁରୁତ୍ୱ ଦିଆଯାଇଛି।   ଚଳିତବର୍ଷ ରାଜଧାନୀର...

ରାଜଧାନୀ ପୂଜାମଣ୍ଡପ: ରସୁଲଗଡ଼ରେ ଝଟକୁଛି ଅକ୍ଷରଧାମ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ ମହାମାରୀର ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ଵରରେ ଆୟୋଜନ କରାଯାଇଛି ଶାରଦୀୟ ଦୁର୍ଗାପୂଜା। ଚଳିତ ବର୍ଷ କଟକଣା ମୁକ୍ତ ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି ହଜାର ହଜାର ଭକ୍ତ। ଭୁବନେଶ୍ଵରରେ ବିଭିନ୍ନ...

ବିଶାଖାପାଟଣାରେ ଧୁମଧାମରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): କରୋନା ମହାମାରୀ ଯୋଗୁଁ ୨ ବର୍ଷ ଧରି ପ୍ରବାସୀ ଓଡ଼ିଆଙ୍କ ସମସ୍ତ ପର୍ବ ସମ୍ପୂର୍ଣ ରୂପେ ବନ୍ଦ ରହିଥିଲା। କଟକଣା ଉଠିବା ପରେ ସବୁ ପର୍ବକୁ...

ଆଜି ମହାମାୟାଙ୍କ ମହାନବମୀ – ମଣ୍ଡପରେ ଚାଲିଛି ପୂଜା ଅର୍ଚ୍ଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମହାମାୟାଙ୍କ ମହାନବମୀ ପୂଜା। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷାମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ...

ଆଜି ମହାଷ୍ଟମୀ – ସିଲଭର୍‍ ସିଟିରୁ ସ୍ମାର୍ଟ ସିଟି ଖାଁ ଖାଁ ପଡ଼ିଛି ପୂଜାମଣ୍ଡପ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଷ୍ଟମୀ ପୂଜା। ହେଲେ କରୋନା ପାଇଁ ଗତଥର ପରି ଏବର୍ଷ ବି ସବୁ ଫିକା। ସିଲଭର୍‌ସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ପୂଜାମଣ୍ଡପ ଖାଁ ଖାଁ...

ଆଜି ମହାମାୟୀଙ୍କ ମହାସପ୍ତମୀ – ଫଟୋରେ ଫଟୋରେ ଦେଖନ୍ତୁ କଟକ ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ ଜନନୀ ମା’ ଦୁର୍ଗା। ଆଜି ମହାସପ୍ତମୀ ପୂଜା ଥିବାରୁ ବିଭିନ୍ନ ପୂଜାମଣ୍ଡପରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ମା’ଙ୍କୁ ଚକ୍ଷୁ ଦାନ ଦିଆଯିବ। ହେଲେ...

ଆଜି ଷଷ୍ଠୀ- ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ମହାଷଷ୍ଠୀରେ ଆବିର୍ଭାବ ହେବେ ଦଶଭୁଜା। ଏଥିପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଛି। କରୋନା ପାଇଁ ଗଲା ବର୍ଷ ପରି ଏବର୍ଷ...

ଭକ୍ତ, ଭସାଣ ଉତ୍ସବ ବିନା ମେଲାଣି ନେଲେ ଦେବୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ହେଲା କଟକ ପ୍ରସିଦ୍ଧ ଦଶହରା। ବିନା ଭକ୍ତ, ଶୋଭାଯାତ୍ରାରେ ଜଗତଜନନୀ ମା'ଙ୍କୁ ଦିଆଗଲା ମେଲାଣି। କରୋନା କଟକଣା ମଧ୍ୟରେ ନିରାଡମ୍ଵର ଭାବେ କରାଗଲା ଭସାଣ ଉତ୍ସବ। ସହରର ପ୍ରାୟ ୧୬୦ଟି...