କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ। କେଜରିୱାଲ ନିଜେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି।
ଫେବ୍ରୁଆରି ୧୬ ତାରିଖ ସକାଳ ୧୦ଟାରେ...
ଭାରତରେ ଜଜଙ୍କୁ ମିଳିଛି ଫାଶୀ ଦଣ୍ଡ – କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣମାନେ ଅଧିକାଂଶ ସମୟରେ କୋର୍ଟରେ ଜଣେ ଜଜମାନଙ୍କୁ ଫାଶୀ ଦଣ୍ଡ ଶୁଣାଉଥିବା ଶୁଣିଥିବେ। ହେଲେ ଜଣେ ଜଜଙ୍କୁ ଫାଶୀ ଦଣ୍ଡ ମିଳିଥିବା କଥା ଶୁଣିଛନ୍ତି କି?
କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ବି...
ମୋଦୀଙ୍କ ଶୁଭେଚ୍ଛାର ଉତ୍ତର ଦେଲେ କେଜରିୱାଲ – କହିଲେ, ‘‘ମିଳିମିଶି ଦିଲ୍ଲୀକୁ କରିବା ୱାର୍ଲ୍ଡ କ୍ଲାସ୍ ସିଟି’’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୬୨ ଆସନ ପାଇ ଦିଲ୍ଲୀକୁ ପୁଣିଥରେ ଦଖଲ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ। ଆପ୍ର ଏହି ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜରିୱାଲଙ୍କୁ ଅଭିନନ୍ଦନ ଜଣାଇଥିଲେ।...
ପତ୍ନୀଙ୍କ ଜନ୍ମଦିନରେ ବିଜୟର ଉପହାର ଦେଲେ କେଜରିଓ୍ଵାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ବିଜୟ ଆଡ଼କୁ ବଢ଼ିଚାଲିଛି। ଦଳୀୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଉଛି। କହିବାକୁ ଗଲେ ଦିଲ୍ଲୀରେ ଆପର ବିଜୟ ଏକ ପ୍ରକାଶ ସୁନିଶ୍ଚିତ। ଏହି ବିଜୟ...
ଏହି ବିଜୟ କେବଳ ମୋ ବିଜୟ ନୁହେଁ, ଏହା ସାରା ଦିଲ୍ଲୀର ବିଜୟ – କେଜରିଓ୍ଵାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
“ତୃତୀୟଥର ପାଇଁ ଆପ୍ ଉପରେ ଭରସା କରିଥିବାରୁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ। ଏହି ବିଜୟ କେବଳ ମୋ ବିଜୟ ନୁହେଁ, ଏହା ସାରା ଦିଲ୍ଲୀର ବିଜୟ। ଏହା ସେହି ପରିବାରର ବିଜୟ ଯେଉଁ...
କଂଗ୍ରେସର ଗୋଡ଼ ତଳକୁ ତଳକୁ – ୧୯୯୮ରେ ‘୫୨’, ୨୦୨୦ରେ ‘ଶୂନ’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀରେ କଂଗ୍ରେସ ଏଥର ବି ଖାତା ଖୋଲି ପାରିଲାନି। ୨୦୧୫ ଭଳି ଏଥର ମଧ୍ୟ ଦିଲ୍ଲୀବାସୀ କଂଗ୍ରେସକୁ ନିରାଶ କରିଛନ୍ତି। ୨୦୧୫ ଭଳି କଂଗ୍ରେସ ଚଳିତ ନିର୍ବାଚନରେ ଶୂନ ପାଇଛି।...
ଦିଲ୍ଲୀ ନିର୍ବାଚନ ଫଳାଫଳ, ୧୫ଟି ନିହାତି ଜାଣିବା କଥା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ। ଭୋଟ ବାକ୍ସରେ ଯେତେ ଭୋଟ ପଡ଼ିଥିଲା ତାହାର ପଚାଶ ପ୍ରତିଶତରୁ ଅଧିକ ଭୋଟ ପାଇ ଆମ୍ ଆଦ୍ମୀ ପାର୍ଟି...
କାହିଁକି ୪୯ ଦିନରେ ଭାଙ୍ଗିଥିଲା କେଜରିୱାଲଙ୍କ ପ୍ରଥମ ସରକାର?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାରିଛି ଆମ୍ ଆଦମୀ ପାର୍ଟି। ପୁଣିଥରେ କେଜରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ପ୍ରସ୍ତୁତ ହେଲେଣି ଆପ୍ କର୍ମୀମାନେ। ଦିନେ ଜନ ଲୋକପାଳ ବିଲ୍ ପାଇଁ ଆନ୍ଦୋଳନ...
ଦିଲ୍ଲୀ ପତପଡ଼ଗଞ୍ଜ ଆସନରୁ ଜିତିଲେ ମନିଷ ସିସୋଦିଆ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀ ପତପଡ଼ଗଞ୍ଜ ବିଧାନସଭା ଆସନରେ ଆମ୍ ଆଦ୍ମୀ ପାର୍ଟି ପ୍ରାର୍ଥୀ ମନିଷ ସିସୋଦିଆ ଏବଂ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗିଙ୍କ ଭିତରେ କାଣ୍ଟେ କା ଟକ୍କର ଚାଲିଥିଲା। କେତେବେଳେ...
ବିଜେପି ପାଇଁ ଦିଲ୍ଲୀ ଏବେ ବହୁ ଦୂର…
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀ ନିର୍ବାଚନରେ ଅରବିନ୍ଦ କେଜରିୱାଲ ବିଜେପି ଓ କଂଗ୍ରେସ ଉପରେ ପୂରା ଝାଡୁ ମାରିଦେଇଛନ୍ତି। ଭୋଟ ବାକ୍ସରେ ଯେତେ ଭୋଟ ପଡ଼ିଥିଲା ତାହାର ପଚାଶ ପ୍ରତିଶତରୁ ଅଧିକ ଭୋଟ ପାଇ...





















