୨୦୧୯ରେ ଓଡ଼ିଶା ବିଜେପିର ‘ପୋଷ୍ଟରବୟ’ ଥିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତି କେମିତି ଥିଲା ଜାଣନ୍ତୁ ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌-୨୦୧୯ ରିପୋର୍ଟରେ। ୨୦୧୯ର ଚର୍ଚ୍ଚିତ ଚେହେରାଙ୍କ ବିଷୟରେ ଆଲୋଚନା କରିବା ବେଳେ ସମସ୍ତଙ୍କ ନଜର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ...

ଶୁଭ ୨୦୧୯ ବର୍ଷ – ରେଳ ଦୁର୍ଘଟଣାରେ ଯାଇନି କୌଣସି ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରେକର୍ଡ କଲା ଭାରତୀୟ ରେଳବାଇ। ଚଳିତବର୍ଷ ଦେଶରେ ରେଳ ଦୁର୍ଘଟଣାରେ କୌଣସି ଜୀବନ ଯାଇନାହିଁ। ଏନେଇ ଶୁକ୍ରବାର ରେଳ ବିଭାଗ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଏଥିପାଇଁ ୨୦୧୯କୁ ଜାତୀୟ ପରିବହନ...

ଡିସେମ୍ବର ୨୯ରେ ସୋରେନ୍‌ଙ୍କ ଶପଥ ଗ୍ରହଣ – ଉପସ୍ଥିତ ରହିବେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୨୯ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍‌। ଝାଡ଼ଖଣ୍ଡରେ ସରକାର ଗଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଅଧ୍ୟକ୍ଷ ହେମନ୍ତ ସୋରେନ୍‌। ଚଳିତବର୍ଷ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ...

୨୦୧୯ରେ ବିଜେଡିର ରେକର୍ଡ ବିଜୟ, ଗଠନ ହେଲା ପଞ୍ଚମ ପାଳି ସରକାର

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ ବିଜୁ ଜନତା ଦଳ ପାଇଁ କେମିତି ଥିଲା? ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ୍‌-୨୦୧୯’ ରିପୋର୍ଟରୁ ଜାଣନ୍ତୁ। ୨୦୧୯ରେ ବଡ଼ ପରୀକ୍ଷା ଦେଇଥିଲା ବିଜୁ ଜନତା ଦଳ। ଗୋଟିଏପଟେ ମୋଦୀଙ୍କ ହାୱା ଏବଂ...

୨୦୧୯ରେ ଜମ୍ମୁ କଶ୍ମୀରକୁ ମିଳିଲା ନୂଆ ପରିଚୟ – ସୃଷ୍ଟି ହେଲା ନୂଆ ଇତିହାସ, ଭୂଗୋଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ ମୋଦୀ ସରକାରଙ୍କ ଐତିହାସିକ ନିଷ୍ପତ୍ତିରେ ବଦଳିଗଲା ଜମ୍ମୁ କଶ୍ମୀରର ଇତିହାସ ଭୂଗୋଳ। କେମିତି ଥିଲା ପୂରା ପ୍ଲାନିଙ୍ଗ, ଜାଣନ୍ତୁ ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟରେ। ୨୦୧୮ରୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ ...

୨୦୧୯ ସରିଗଲା, ହେଲେ ପପୁଙ୍କ ପିଛା ଛାଡ଼ିଲାନି ବିବାଦ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୦୧୯ ଆଇନାରେ ଓଲିଉଡ ହାସ୍ୟଅଭିନେତା ପପୁ ପମ୍‌ ପମ୍‌ଙ୍କ ବିବାଦୀୟ ଯାତ୍ରା। ଜାଣନ୍ତୁ, ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟରେ। କେବେ ସଫଳତା, କେବେ ବିଫଳତା, କେବେ ଆଶା, କେବେ ନିରାଶା ଓ କେବେ...

୨୦୧୯ର ବୋବାଲ୍ ଖେଳାଳି – ରେକର୍ଡ ବୁକରେ କ୍ରିକେଟରଙ୍କଠାରୁ ଦୌଡରାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୧୯ରେ କ୍ରିକେଟ ଓ ଆଥଲେଟ୍ ଜଗତରେ ବୋବାଲ କରିଛନ୍ତି ବିଭିନ୍ନ ଖେଳାଳି। ଓଡ଼ିଶାଲାଇଭର ଫ୍ଲାସବ୍ୟାକ୍ ୨୦୧୯ରେ ଜାଣନ୍ତୁ କେମିତି ଥିଲା ଏବର୍ଷର କ୍ରୀଡ଼ା ଇତିହାସ। ନୂଆ ବର୍ଷ କିଛି ନୂଆ କରି ବଞ୍ଚିବାକୁ...

୨୦୧୯ର ସେହି ଛାତିଥରା ପଟ୍ଟନାୟିକିଆ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡ ପଛରେ ୩୦ ବର୍ଷର ଶତ୍ରୁତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ର ପଟ୍ଟନାୟିକିଆ ଟ୍ରିପଲ ମର୍ଡର। କାହିଁକି ତିନି ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲେ ଦୁର୍ବୃତ୍ତ। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ। ୨୦୧୯ର ଚର୍ଚ୍ଚିତ ଅପରାଧ, ଯାହାକି...

୨୦୧୯ରେ ବିଶ୍ୱ ଆତଙ୍କବାଦୀ ତାଲିକାରୁ ବାଗ୍‌ଦାଦି ଓ ଲାଡେନ୍‌ ପୁଅର ନାଁ ସଫା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷର ସ୍ୱାଗତ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ବର୍ଷର ଚର୍ଚ୍ଚିତ ଘଟଣାକୁ ଦୃଷ୍ଟି ଦେଲେ ଆତଙ୍କବାଦକୁ ବାଦ୍‌ ଦିଆଯାଇ ପାରିବନି। ୨୦୧୯ ବର୍ଷରେ...

ବଡ଼ଦିନ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଯୀଶୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚର୍ଚ୍ଚ। ଲୋକେ ପରସ୍ପରକୁ ଉପହାର ଦେବା ସହିତ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା...