ଫଟୋରେ ଫଟୋରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଚାରିଆଡ଼େ ଦୁର୍ଗାପୂଜାର ଧୁମ୍‌। ଆଜି ମା’ଙ୍କ ମହାନବମୀ ପୂଜା। ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ରାଜଧାନୀରେ ଆକର୍ଷଣୀୟ ତୋରଣକୁ ମା’ଙ୍କ ସୁନ୍ଦର ମୃଣ୍ମୟୀ ମୁର୍ତ୍ତି ଲୋକଙ୍କ ମନ ମୋହୁଛି। ଦେବୀଙ୍କ...

ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ପାଳିଲେ ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ) ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି  ବିଶାଖାପାଟଣା ସହର। ଚଳଚଞ୍ଚଳ ହୋଇପଡ଼ିଛି ପୁରପଲ୍ଲୀ। ସବୁଠି ମନ୍ତ୍ର, ତନ୍ତ୍ର ପୂଜାରେ ମା’ଙ୍କର କରାଯାଉଛି ଆବାହନ। ଏଥିପାଇଁ ଦୋକାନ...

ଆଜି ମା’ ଦୁର୍ଗାଙ୍କ ମହାନବମୀ ପୂଜା – ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମା' ଦୁର୍ଗାଙ୍କ ମହାନବମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ପୂଜା ମଣ୍ଡପ। ସୁନା, ଚାନ୍ଦି ଆଭୂଷଣରେ ଝଟକୁଛନ୍ତି ମା'। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷମର୍ଦିନୀଙ୍କୁ କରାଯାଉଛି...

କଟକ ପୂଜା ମଣ୍ଡପରେ ଏବେ ଚାରିଆଡ଼େ ସୁନା – ରାଣୀ ହାଟରେ ମା’ଙ୍କ ମୁଣ୍ଡରେ ୫ କେଜିଆ ମୁକୁଟ

ଜୟ ମହାନ୍ତି କଟକ ଦଶରାର ଏବେ ମୁଖ୍ୟ ଆକର୍ଷଣ ସୁନା ମେଢ଼ ଓ ମା'ଙ୍କ ସୁନା ମୁକୁଟ। ପ୍ରତିବର୍ଷ ଏହି ତାଲିକାରେ ଯୋଡ଼ି ହେଉଛନ୍ତି ଅଧିକ ମଣ୍ଡପ। ସହରର ସବୁଠାରୁ ବଡ ପର୍ବ ପାଳନ ଚାଲିଛି...

ଦାଣ୍ଡିଆ ନାଚରେ ଜମୁଛି ରାୟଗଡ଼ା ଦଶହରା

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଦଶହରା ଦୁର୍ଗା ପୂଜାରେ ରାୟଗଡା ସହରର ଅନ୍ୟ ଏକ ଆକର୍ଷଣ ହେଉଛି ଦାଣ୍ଡିଆ ନାଚ। (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ସହରରେ ବସବାସ କରୁଥିବା ଗୁଜରାଟି ସମାଜ ପକ୍ଷରୁ ଧୁମଧାମରେ ପାଳନ...

ମହାମାୟୀଙ୍କ ମହାସପ୍ତମୀ – ଫଟୋରେ ଫଟୋରେ କଟକ ଦୁର୍ଗାପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ଆଜି ପୂଜା ମଣ୍ଡପରେ ମା’ଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ମହାସପ୍ତମୀରେ ମା’ଙ୍କୁ ଦର୍ଶନ କରିବାକୁ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା...

ଜମିଲାଣି ଦଶହରା ମାହୋଲ – ଶ୍ରୀକାକୁଲମ୍, ବ୍ରହ୍ମପୁର ବ୍ୟାଣ୍ଡର ଡିମାଣ୍ଡ୍

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : କଟକ ଦଶହରା ନିଆରା। ସେହିପରି ଭସାଣ ଉତ୍ସବ ବି ଏଠି ବେଶ୍ ସ୍ୱତନ୍ତ୍ର। ଧାଡିକୁ ଧାଡି ମେଢ ସାଙ୍ଗକୁ ଲାଇଟ୍, ବାଜାର ପଟୁଆର। ତେବେ ଭସାଣ ଉତ୍ସବର ଏହି...

ଭିନ୍ନ ପରମ୍ପରା, କୁମାରୀ ରୂପରେ ପୂଜା ପାଆନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ ବ୍ୟୁରୋ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇପଡ଼ିଛି କେନ୍ଦ୍ରାପଡ଼ା ସହର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବଙ୍ଗାଳି ସାହି। ଏଠାରେ ମା’ଙ୍କୁ ଭିନ୍ନ ପରମ୍ପରାରେ କୁମାରୀ ରୂପରେ ପୂଜା କରାଯାଏ। ଆସିଛି ପାର୍ବଣର ଋତୁ। ଦୁର୍ଗା ପୂଜା...

ନବରାତ୍ରିର ସପ୍ତମ ଦିନରେ ମା’ କାଳରାତ୍ରିଙ୍କୁ ଆରାଧନା କରୁଛନ୍ତି ଭକ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମା’କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ୱୂରପ। ଏହି ଅବତାରରେ ମା’ ତ୍ରିନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ମା’ଙ୍କ ବେକରେ ଏକ...

ଦଶହରା ବୁଲିବାକୁ କଟକ ଯାଉଛନ୍ତି କି? ଜାଣନ୍ତୁ କେଉଁପଟେ ଗାଡ଼ି ଯିବ ଓ କେଉଁପଟେ ଯିବନି

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଧରାପୃଷ୍ଠକୁ ଆସିଛନ୍ତି ଜମତ୍‌ଜନନୀ ମା’ ଦୁର୍ଗା। ମା’ଙ୍କ ମହାଷଷ୍ଠୀ ପୂଜା ଆରମ୍ଭ ହୋଇଯାଇଛି। ବିଶେଷକରି କଟକ ଦଶହରା ଦେଖିବାକୁ ବିଭିନ୍ନ ଆଡୁ ଲୋକ ଆସୁଥିବାରୁ ଟ୍ରାଫିକ କଟକଣା ଜାଣି କରିଛି କମିସନରେଟ୍‌...