ସମ୍ବିତଙ୍କ ସମୀକ୍ଷା- ଭାରତ-ୱେଲ୍ସ ମ୍ୟାଚ ବିଶ୍ଲେଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ପୁରୁଷ ବିଶ୍ଵକପ ୨୦୨୩ରେ ଆରମ୍ଭ ହୋଇଛି ଗ୍ରୁପ୍ ପର୍ଯ୍ୟାୟର ଅନ୍ତିମ ମୁକାବିଲା। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ୱେଲ୍ସ ବିପକ୍ଷରେ ଖେଳିଛି ନିଜର ଶେଷ ଗ୍ରୁପ୍ ମ୍ୟାଚ। ଏକ...

କଳିଙ୍ଗରେ ଜିତିଲା ଭାରତୀୟ ହକି ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=Otd17XXTCLw] କଳିଙ୍ଗ ଷ୍ଟାଡିୟମରେ ୱେଲ୍ସକୁ ୪-୨ ଗୋଲରେ ହରାଇ ଭାରତ ବିଜୟ ହାସଲ କରିଛି। ଏହି ମ୍ୟାଚରେ ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବାକୁ ଆଶା ରଖିଥିବା ଭାରତୀୟ ହକି ଦଳ ନିରାଶ ହୋଇଛି।...

ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ: ନ୍ୟୁଜିଲାଣ୍ଡ ସହ ୨୨ରେ କ୍ରସଓଭର ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=vyJ84Wk0tSA] ୱେଲ୍ସକୁ ୪-୨ ଗୋଲରେ ହରାଇଲା ଭାରତ। ସିଧାସଳଖ କ୍ଵାର୍ଟରଫାଇନାଲ ଖେଳିବା ଆଶାରେ ରହିଥିବା ଭାରତୀୟ ହକି ଦଳକୁ ନିରାଶ ହେବାକୁ ପଡ଼ିଛି। ଆସନ୍ତା ୨୨ ତାରିଖରେ ନ୍ୟୁଜିଲାଣ୍ଡ ଦଳ ସହ...

କଳିଙ୍ଗରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କଲା ମାଲେସିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ବିଶ୍ଵକପ ଶେଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗୁରୁବାର ଗ୍ରୁପ୍ ‘ସି’ର ପ୍ରଥମ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ମାଲେସିଆ ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହି...

ଭାରତ-ୱେଲ୍ସ ଟକ୍କର, ବୃହତ ବ୍ୟବଧାନରେ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵକପରେ ଭାରତ ଖେଳିବ ନିଜର ଅନ୍ତିମ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ। ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ଟିମ୍ ଇଣ୍ଡିଆ କରିବ ମୁକାବିଲା।ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଏହି ମ୍ୟାଚ। ସିଧାସଳଖ...

ଗୁରୁବାର କଳିଙ୍ଗରେ ୪ ମ୍ୟାଚ, ସନ୍ଧ୍ୟାରେ ଭାରତ-ୱେଲ୍ସ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ହକି ବିଶ୍ଵକପ ୨୦୨୩ର ଗ୍ରୁପ୍ ପର୍ଯ୍ୟାୟ ଅନ୍ତିମ ସ୍ଥିତିରେ ପହଞ୍ଚିଛି। ସବୁ ଦଳ ୨ଟି ଲେଖାଏଁ ମ୍ୟାଚ ଖେଳି ସାରିଥିବାବେଳେ ଗୁରୁବାରଠାରୁ ତୃତୀୟ ତଥା ଶେଷ ଗ୍ରୁପ୍ ମ୍ୟାଚ ଖେଳିବେ। ଏହି...

ବାଲିଶଙ୍କରା ଏବଂ ସବଡେଗା ବ୍ଲକରେ ବିଶ୍ୱକପ୍ ଟ୍ରଫିକୁ ସ୍ୱାଗତ, ଜନସାଧାରଣଙ୍କ ଭିତରେ ଉତ୍ସାହ

ଓଡ଼ିଶାଲାଇଭ୍ ବ୍ୟୁରୋ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ଗାଁକୁ ଗାଁ ବୁଲୁଛି ବିଶ୍ୱକପ୍ ଟ୍ରଫି। ଜାନୁଆରି ୧୬ ତାରିଖରୁ ଲେଫ୍ରପିଡ଼ା ବ୍ଲକରୁ ଆରମ୍ଭ ହୋଇଥିବା ଏହି ଟ୍ରଫି ଟୁର୍ କାର୍ଯ୍ୟକ୍ରମ ବୁଧବାର ଦିନ ବାଲିଶଙ୍କରା...

ହକି ବିଶ୍ଵକପ ଟିକେଟ କଳାବଜାରୀ କରିବା ଅଭିଯୋଗରେ ୫ ଗିରଫ, ୩୫ଟି ଟିକେଟ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାଠାରେ ଆୟୋଜିତ ହୋଇଥିବା ହକି ବିଶ୍ଵକପ ୨୦୨୩କୁ ନେଇ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ହକି ପ୍ରେମୀଙ୍କୁ ମିଳିପାରୁ ନାହିଁ ଟିକେଟ କିମ୍ବା ପାସ। ହକି ଟିକେଟ କଳାବଜାରୀ...

ସୁନ୍ଦରଗଡ଼ ସହର ପରିକ୍ରମା କଲା ହକି ବିଶ୍ୱକପ୍ ଟ୍ରଫି: ବେଲୁନ୍ ସୋ’ ଏବଂ ୱାଟର କ୍ୟାନନ ସାଲ୍ୟୁଟ ପାଲଟିଲା...

ଓଡ଼ିଶାଲାଇଭ୍ ବ୍ୟୁରୋ ମନ ମୋହିଲା ଓଡ଼ିଶୀ ଓ ଆଦିବାସୀ ଲୋକନୃତ୍ୟ ଟାଙ୍ଗରପାଲି ବ୍ଲକରେ ବିଶ୍ୱକପ୍ ଟ୍ରଫିକୁ ନେଇ ଲୋକଙ୍କ ମଧ୍ୟ ଉତ୍ସାହ ପାରମ୍ପରିକ ରୀତିନୀତିରେ ହକି ଟ୍ରଫିର ପୂଜାର୍ଚ୍ଚନା ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ...

ହକି ପୁରୁଷ ବିଶ୍ଵକପ: ୨-୨ ଗୋଲରେ ଡ୍ର ରହିଲା ବେଲଜିୟମ-ଜର୍ମାନୀ ମ୍ୟାଚ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ଗ୍ରୁପ୍ ‘ବି’ ମ୍ୟାଚ। ମଙ୍ଗଳବାର ବେଲଜିୟମ ଓ ଜର୍ମାନୀ ମଧ୍ୟରେ ହୋଇଥିବା ମୁକବିଲାଟି ୨-୨ ଗୋଲରେ ଡ୍ର ରହିଛି। ୟୁରୋପର ଦୁଇ...