ପାକିସ୍ତାନକୁ ୨୩୮ ରନ୍‌ର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୨୩୭ ରନ୍‌...

ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଏହି ୩ ଖେଳାଳି ଭାରତ ପାଇଁ ହୋଇପାରେ ଘାତକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ପରାଜୟରୁ ବିଜୟ ହୋଇଥିଲା। ଭାରତର ଶକ୍ତିଶାଳୀ ବୋଲିଂ ଲାଇନ ଏହି ମ୍ୟାଚକୁ ଆଫଗାନିସ୍ତାନ ହାତରୁ ଛଡ଼ାଇ ଆଣିଥିଲା। ଭାରତ ତା’ର ପରବର୍ତ୍ତୀ ମ୍ୟାଚ ଗୁରୁବାର ଓ୍ଵେଷ୍ଟଇଣ୍ଡିଜ...

ଆଜି ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହେବେ। ନ୍ୟୁଜିଲାଣ୍ଡ ଚଳିତ ବିଶ୍ଵକପରେ କୌଣସି ବି ମ୍ୟାଚରେ ପରାଜୟ ହୋଇନାହିଁ। ୬ଟି ମ୍ୟାଚ ଖେଳି ୫ଟିରେ...

ଭେରେଣ୍ଡଡ୍ରଫ ଓ ଷ୍ଟାର୍କଙ୍କ ଘାତକ ବୋଲିଂ: ୬୪ରନରେ ଜିତିଲା ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପର ୩୨ତମ ମ୍ୟାଚରେ ଘରୋଇ ଇଂଲଣ୍ଡ ଦଳକୁ ୬୪ରନରେ ପରାସ୍ତ କରିଛି ଡିପେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ। ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ ତା’ର ସେମିଫାଇନାଲ ଯିବା ରାସ୍ତାକୁ ମଜବୁତ କରିପାରିଛି।...

ଫିଞ୍ଚଙ୍କ ଧୂଆଁଧାର ଶତକ, ଇଂଲଣ୍ଡକୁ ୨୮୬ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି। ଘରୋଇ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ ମ୍ୟାଚ୍‌ରେ ଇଂଲଣ୍ଡକୁ ୨୮୬ ରନ୍‌ର...

ୱେଷ୍ଟଇଣ୍ଡିଜ୍‌କୁ ଝଟ୍‌କା – ବିଶ୍ୱକପରୁ ବହାର ହେଲେ ଆନ୍ଦ୍ରେ ରସେଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ-୨୦୧୯ ରୁ ବାହାର ହେଲେ ୱେଷ୍ଟଇଣ୍ଡିଜ୍‌ର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ। ବହୁ ଦିନ ଧରି ନିଜ ଆଣ୍ଠୁ ଯନ୍ତ୍ରଣାରେ ପୀଡ଼ିତ ଥିବା ରସେଲ ଶେଷରେ ବିଶ୍ୱକପରୁ ବିଦା ହୋଇଛନ୍ତି।...

ବିଜୟ ଲୟକୁ ଫେରିବା ଲକ୍ଷ୍ୟରେ ଇଂଲଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପ ୩୨ତମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଇଂଲଣ୍ଡ। ଆଜି ଲଣ୍ଡନରେ ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ଚଳିତ ବିଶ୍ଵକପରେ ଦୁଇଦଳ ବେଶ ଶକ୍ତିଶାଳୀ ରହିଛନ୍ତି। ଅଷ୍ଟ୍ରେଲିଆ...

ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ଶ୍ରେଷ୍ଠ ପ୍ରଦର୍ଶନ- ୬୨ରନରେ ଆଫଗାନିସ୍ତାନକୁ ହରାଇଲା ବାଂଲାଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ବିଶ୍ଵକପର ୩୧ତମ ମ୍ୟାଚରେ ସୋମବାର ବାଂଲାଦେଶ ଆଫଗାନିସ୍ତାନକୁ ୬୨ରନରେ ପରାସ୍ତ କରିଛି। ସକିବ ଅଲ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ମୁସାଫିକୁର ରହିମଙ୍କ ଲଢ଼ୁଆ ବ୍ୟାଟିଂ ଦଳକୁ ବିଜୟୀ କରାଇବାରେ...

ଆଫଗାନିସ୍ତାନକୁ ୨୬୩ ରନ୍‌ର ଟାର୍ଗେଟ୍‌ ଦେଲା ବାଂଲାଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ ମହାସମରରେ ସୋମବାର ଆଫଗାନିସ୍ତାନକୁ ଭେଟିଛି ବାଂଲାଦେଶ। ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୬୨ ରନ୍‌ ସଂଗ୍ରହ କରିଛି। ସକିବ ଅଲ ହସନ ଏବଂ...

ବିଶ୍ୱକପ୍‌ରେ ଆଜି ଆଫଗାନିସ୍ତାନ-ବାଂଲାଦେଶ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ୍‌ ମହାସମରରେ ସୋମବାର ୩୧ତମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିଛି ବାଂଲାଦେଶ। ଦିନ ୩ଟାରେ ସାଉଥମ୍ପଟନ୍‌ରେ ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତେବେ ମ୍ୟାଚ୍‌ ପୂର୍ବରୁ ବାଂଲାଦେଶ ଟସ୍‌ ଜିତି...