ପାକିସ୍ତାନଠୁ ୪୯ରନରେ ହାରି ସେମିଫାଇନାଲରୁ ବାଦ୍ ପଡ଼ିଲା ଦକ୍ଷିଣ ଆଫ୍ରିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପ ୩୦ତମ ମ୍ୟାଚରେ ରବିବାର ପାକିସ୍ତାନ ୪୯ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହାସହ ଏହି ମ୍ୟାଚ ହାରି ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ଵକପ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି।
୩୦୯ରନ...
ନିୟମ ଉଲ୍ଲଂଘନ କଲେ ବିରାଟ କୋହଲି – କଟିଲା ୨୫ ପ୍ରତିଶତ ମ୍ୟାଚ୍ ଫି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ ବିରାଟ କୋହଲି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟ ଉଲଙ୍ଘନ କରିଛନ୍ତି। ଏଥିପାଇଁ ତାଙ୍କୁ ଏହି ମ୍ୟାଚ୍ର ୨୫ ପ୍ରତିଶତ ମ୍ୟାଚ ଫି’...
ଲଡ୍ସରେ ଦକ୍ଷିଣ ଅଫ୍ରିକା-ପାକିସ୍ତାନ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପର ୩୦ତମ ମ୍ୟାଚରେ ରବିବାର ଦକ୍ଷିଣ ଆଫ୍ରିକା ଭେଟିଛି ପାକିସ୍ତାନକୁ। ଦିନ ୩ଟାରେ ଇଂଲଣ୍ଡର ଲଡ୍ସଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି...
ଦ୍ଵିତୀୟ ଭାରତୀୟ ଭାବେ ବିଶ୍ଵକପରେ ମହମ୍ମଦ ସାମିଙ୍କ ରେକର୍ଡ
ଓଡିଶାଲାଇଭ ବ୍ୟୁରୋ
ଆଇସିସି ବିଶ୍ଵକପରେ ଆଫଗାନିସ୍ତାନ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳି ଶେଷ ଓଭରରେ ହାଟ୍ରିକ ଓ୍ଵିକେଟ ହାସଲ କରି ରେକର୍ଡ କରିଛନ୍ତି ମହମ୍ମଦ ସାମି। ସେ ଦ୍ଵିତୀୟ ଭାରତୀୟ ଭାବେ ଏହି...
ଡେଥ୍ ଓଭରରେ ସାମିଙ୍କ ଯାଦୁ – ୧୧ ରନରେ ଜିତିଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପର ଶନିବାର ଭାରତ-ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଭାରତ ୧୧ ରନରେ ବିଜୟଲାଭ କରିଛି। ୨୨୫ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଆଫଗାନିସ୍ତାନ ୪୯.୫ ଓଭରରେ ୨୧୩ ରନ୍ରେ...
ଭାରତର ବ୍ୟାଟିଂ ବିପର୍ଯ୍ୟୟ : ଆଫଗାନିସ୍ତାନ ଆଗରେ ୨୨୫ ରନର ବିଜୟ ଲକ୍ଷ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵକପର ୨୮ତମ ମ୍ୟାଚରେ ଭାରତ ଓ ଆଫଗାନିସ୍ତାନ ଟିମ୍ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮...
ବିଜୟଧାରା ଜାରି ରଖିବ ଭାରତ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଆଇସିସି ବିଶ୍ଵକପରେ ଶନିବାର ସାଉଥମ୍ପଟନରେ ଅପରାଜୟେ ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ। ପୂର୍ବରୁ ଭାରତୀୟ ଦଳ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଥିବା ବେଳେ...
ଇଂଲଣ୍ଡକୁ ରୋକିଲେ ମାଲିଙ୍ଗା – ୨୦ରନରେ ଜିତିଲା ଶ୍ରୀଲଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଆଇସିସି ବିଶ୍ଵକପର ୨୭ତମ ମ୍ୟାଚରେ ଘରୋଇ ଇଂଲଣ୍ଡ ଦଳକୁ ପରାସ୍ତ କରିଛି ଶ୍ରୀଲଙ୍କା ଦଳ। ୨୩୩ ରନର ସହଜ ବିଜୟ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ...
ଇଂଲଣ୍ଡକୁ ୨୩୩ ରନ୍ର ଟାର୍ଗେଟ୍ ଦେଲା ଲଙ୍କା ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ବିଶ୍ଵକପର ୨୬ତମ ମ୍ୟାଚରେ ଶୁକ୍ରବାର ଘରୋଇ ଇଂଲଣ୍ଡ ଦଳ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୩୨ ରନ୍...
ବାତିଲ ହେବ କି ଭାରତ-ଆଫଗାନିସ୍ତାନ ମ୍ୟାଚ?
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିକେଟ୍ ବିଶ୍ୱକପ ମହାସମରରେ ଶନିବାର ଭାରତ ତା'ର ପଞ୍ଚମ ମ୍ୟାଚ୍ରେ ଆଫଗାନିସ୍ତାନକୁ ଭେଟିବ। ଦିନ ୩ଟା ବେଳେ ସାଉଥମ୍ପଟନ୍ରେ ହେବାକୁ ଥିବା ଏହି ମ୍ୟାଚ୍ରେ ଭାରତ ଚତୁର୍ଥ ବିଜୟ ଲକ୍ଷ ନେଇ...





















