ସୈନିକ ସ୍କୁଲରେ ନାମଲେଖା ସୁଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=ke9iJpLjz84] ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସୈନିକ ସ୍କୁଲରେ ନାମଲେଖା ସୁଯୋଗ ପ୍ରବେଶିକା ପରୀକ୍ଷା ପାଇଁ ଡିସେମ୍ବର ୩ ସୁଦ୍ଧା କରନ୍ତୁ ଆବେଦନ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନାମ ଲେଖାଇବାକୁ...

ଘରୋଇ ଉପାୟରେ ନାକରୁ ବ୍ଲାକ୍ ହେଡସ୍ କିପରି ହଟାଇବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାକରେ ବ୍ଲାକ୍‌ ହେଡ୍‌ସ ହେବା ଏକ ସାଧାରଣ ସମସ୍ୟା।  ଏହି ସମସ୍ୟା ପ୍ରାୟ ସମସ୍ତଙ୍କଠାରେ ଦେଖାଯାଏ। ହରମୋନ୍‌ ଡିସ୍‌ଅର୍ଡର ଯୋଗୁଁ ଏହି ସମସ୍ୟା ହୋଇଥାଏ। ଏହାଛଡ଼ା ଲୋମଛିଦ୍ର ବନ୍ଦ ହୋଇଯିବା, ଅତ୍ୟଧିକ...

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ, ସିରିଜ ବରାବର ଲକ୍ଷ୍ୟରେ ବିରାଟ ବାହିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଭିତରେ ଆଜି ଖେଳାଯିବ ଦ୍ୱିତୀୟ ଦିନିକିଆ। ଭାରତୀୟ ସମୟ ସକାଳ ୯ଟା ୧୦ ମିନିଟରେ ଏହି ମ୍ୟାଚ୍ ସିଡନୀରେ ଖେଳାଯିବ। ଏହି ସିରିଜର ପ୍ରଥମ ଦିନିକିଆ ମ୍ୟାଚକୁ...
rashi fala

ଜାଣନ୍ତୁ ଆଜିର ରାଶିଫଳ – (୨୯ ନଭେମ୍ବର ୨୦୨୦, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ରବିବାର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିବା ୧୨:୪୮:୦୨ ଗତେ ପୂର୍ଣ୍ଣିମା ତିଥି।...

ଆଇନଜୀବୀ ଝାଡେଶ୍ଵର ଖାଡାଙ୍ଗା ହେଲେ ନବରଙ୍ଗପୁର ଓକିଲ ସଂଘର ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଝାଡେଶ୍ଵର ଖାଡାଙ୍ଗା। ସେ ୨୦୨୦-୨୧ ମସିହା ପାଇଁ ଓକିଲ ସଂଘର ସଭାପତି ଭାବେ...

ମୋବାଇଲରେ ମାଗଣାରେ ଦେଖନ୍ତୁ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଟିମ୍ ଇଣ୍ଡିଆ ଏବେ କ୍ରିକେଟ୍ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ସେଠାରେ ଦଳ ତିନୋଟି ଦିନିକିଆ ମ୍ୟାଚ୍ ସହ ତିନୋଟି ଟି-୨୦ ଏବଂ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳିବ। ଯାହାର...

ଭାରତରେ ଗଣତନ୍ତ୍ର ସୁଦୃଢ଼ ହେବା ନିମନ୍ତେ ନ୍ୟାୟପାଳିକାକୁ ଶ୍ରେୟ ଦିଆଯିବା ଉଚିତ୍ : ଜଷ୍ଟିସ୍ ନାଇଡୁ

ଓଡ଼ିଶାଲାଇଭ୍ ବ୍ୟୁରୋ “ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଗଣତନ୍ତ୍ର ବ୍ୟବସ୍ଥା ଉଧେଇପାରିନଥିବା ବେଳେ ଭାରତରେ ଏହା ବେଶ ସୁଦୃଢ଼ ହୋଇପାରିଛି। ଏଥିପାଇଁ ଦେଶର ନ୍ୟାୟପାଳିକାଙ୍କୁ ଶ୍ରେୟ ଦିଆଯିବା ଉଚିତ୍”, କହିଛନ୍ତି ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି...

ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଗୁମର ଖୋଲିବ ଏସ୍ଆଇଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଅଭୟକାନ୍ତ ପାଠକଙ୍କ ସାମ୍ରାଜ୍ୟର ଗୁମର ଖୋଲିବ ଏସ୍‌ଆଇଟି ଟିମ୍‌। ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ସ୍ଵତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି)। ତାଙ୍କ ପାଖରେ ଏତେ ସମ୍ପତ୍ତି ଆସିଲା...

ଗୋଟିଏ କାହାଣୀ, ୬ଟି ଭାଷାରେ ଫିଲ୍ମ – ସବୁଥର ହୋଇଛି ବ୍ଲକବ୍ଲଷ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ଅଭିନେତା ଅନୁଭବଙ୍କ ପ୍ରଥମ ଫିଲ୍ମ ‘ଆଇ ଲଭ୍ ୟୁ’ ଆପଣ ନିଶ୍ଚୟ ଦେଖିଥିବେ। ଯେଉଁଥିରେ ଏକ ନିଷ୍ଠୁର ପ୍ରେମ କାହାଣୀକୁ ଅତି ଚତ୍ମକାର ଭାବେ ଚିତ୍ରଣ କରାଯାଇଥିଲା। ତେବେ ଆପଣ...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୨୯ ନଭେମ୍ବର ୨୦୨୦, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ରବିବାର କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିବା ୧୨:୪୮:୦୨ ଗତେ ପୂର୍ଣ୍ଣିମା ତିଥି।...