puri temple

ଶ୍ରୀମନ୍ଦିର ଗର୍ଭଗୃହରୁ ଏସି ବାହାର କରିବାକୁ ଦାବି କଲେ ସେବାୟତ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ଶ୍ରୀମନ୍ଦିର ଭିତର ଲାଗିଥିବା ଏସିକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏସି ପବନ ସିଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବାଜିବା ସହ ଗର୍ଭଗୃହ କାନ୍ଥ ଝାଳେଇ ଦୁର୍ବଳ ହେବାରେ...

ବିଜେପୁର ଭୋଟରଙ୍କ ପାଇଁ ୩ ଦିନିଆ ଛୁଟି

ଓଡ଼ିଶାଲାଇଭ ବ୍ୟୁରୋ ବିଜେପୁର ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ଛୁଟି। ଅକ୍ଟୋବର ୨୧ ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନ ମତଦାନ ପାଇଁ ୩ଦିନ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ମତଦାନ...

କମ୍ପୁଛି ବିଜେପୁର – ଗାଇସିଲାଟରେ ଗଡ଼ିଲା ନବୀଙ୍କ ପ୍ରଚାର ଗାଡ଼ି, ବରପାଲିରେ ଧର୍ମେନ୍ଦ୍ର କଲେ ରୋଡ ସୋ’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ  ପାଖଉଛି ନିର୍ବାଚନ। ଜମୁଛି ପ୍ରଚାର। ହେଭିୱେଟ୍‌ ନେତାଙ୍କ ପ୍ରଚାରରେ କମ୍ପୁଛି ବିଜେପୁର ମଇଦାନ। ବିଜେପୁର ଦଖଲ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗାଇସିଲାଟ ବ୍ଳକରେ ପ୍ରଚାର କରିଥିବା...

ଭାରତ ଭିତରେ ରହିଛି ଏମିତି ଏକ ଜାଗା ଯାହାର ନାଁ ପାକିସ୍ତାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଭିତରେ ଅଛି ପାକିସ୍ତାନ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଭାରତ ଭିତରେ ଏମିତି ଏକ ଗାଁ ଅଛି ଯାହାର ନାଁ ହେଲା ପାକିସ୍ତାନ। ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ଅଛି...

ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ

ଓଡ଼ିଶାଲାଇଭ ବ୍ୟୁରୋ  ପୁରୀ: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ଟିମ ଚଢ଼ାଉ କରିଛି। କଲେଜରେ ଥିବା ସମ୍ମିଳନୀ କକ୍ଷରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗକୁ ନେଇ ଆଜି ପୁରୀ ଭିଜିଲାନ୍ସ ଟିମ...

ପୁରୀ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ ଆହତ

ଓଡ଼ିଶାଲାଇଭ ବ୍ୟୁରୋ କିଛିଦିନ ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡରେ ପୁରୀ ପୋଲିସ। ଶୁକ୍ରବାର ପିପିଲି ବାଇପାସ୍‌ ଓଭରବ୍ରିଜ ନିକଟରେ ପୋଲିସ ଏନକାଉଣ୍ଟରରେ ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ।...

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟି-୨୦ବିଶ୍ୱକପକୁ ନେଇ ମୁହଁ ଖୋଲିଲେ ଅଧିନାୟକ ବିରାଟ କୋହଲି। ଭାରତୀୟ ଦଳ କିଭଳି ଭାବେ ନିଜକୁ ଆଗାମୀ ବିଶ୍ୱକପ ପାଇଁ ପ୍ରସ୍ତୁତ କରୁଛି ସେ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କୋହଲି। ୨୦୨୦...

ଅଲମ୍ପିକ୍ସ କ୍ଵାଲିଫାୟର୍ସ: ଭାରତୀୟ ହକି ଦଳ ଘୋଷଣା, ସ୍ଥାନ ପାଇଲେ ୪ ଓଡ଼ିଆ

ଓଡ଼ିଶାଲାଇଭ ବ୍ୟୁରୋ ନଭେମ୍ଵର ୧ ଓ ୨ ତାରିଖରେ ଅଲମ୍ପିକ୍ସ ହକି କ୍ଵାଲିଫାୟର୍ସ ଲାଗି ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଘୋଷଣା ହୋଇଛି। ଏଥିରେ ମହିଳା ଦଳରେ ଓଡ଼ିଶାରୁ ୩ ଜଣ...

ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ – ସୌଭାଗ୍ୟ ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=eX88BjjuF9E&t=13s ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ତଥା ମେ’ ଫେୟାର ହୋଟେଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର ଓଡ଼ିଶା ଟ୍ରାଭେଲ ବଜାର ତୃତୀୟ ସଂସ୍କରଣର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ରାଜ୍ୟ...

ଏଣିକି ସୈନିକ ସ୍କୁଲରେ ପଢ଼ିପାରିବେ ଝିଅ

ଓଡ଼ିଶାଲାଇଭ ବ୍ୟୁରୋ ଏଣିକି ଝିଅମାନେ ବି ପଢ଼ିପାରିବେ ସୈନିକ ସ୍କୁଲରେ। ମିଜୋରାମ ସୈନିକ ସ୍କୁଲରେ ପୁଅମାନଙ୍କ ସହ ଝିଅମାନଙ୍କୁ ପଢ଼ାଇବାର ପାଇଲଟ ପ୍ରୋଜେକ୍ଟ ସଫଳ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ସୈନିକ...