ବୈଜ୍ଞାନିକଙ୍କ ବିରୁଦ୍ଧରେ ମାମଲା ବନ୍ଦ କଲା ସିବିଆଇ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଶିକ୍ଷାବିତ ଓ ବୈଜ୍ଞାନିକ ବରଦାକାନ୍ତ ମିଶ୍ରଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାକୁ ସିବିଆଇ ବନ୍ଦ କରିଦେଇଛି। ଭୁବନେଶ୍ୱରସ୍ଥିତ ଭାରତୀୟ ଖଣିଜ ଓ ଧାତୁ ପ୍ରତିଷ୍ଠାନର...

ବାଇକ୍‌କୁ ପିଟିଲା ଟ୍ରକ୍‌ – ଭାଇ ଭଉଣୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗିର ଦେଓଗାଁ-ତୁଷୁରା ରାସ୍ତା ମହିପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳେ ଦେଓଗାଁ-ତୁଷୁରା ରାସ୍ତା ଦେଇ...

ଜିଲ୍ଲା ଜଜ୍ ପରୀକ୍ଷାରେ ସମସ୍ତେ ଫେଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଜିଲ୍ଲା ଜଜ୍ ପଦ ପାଇଁ ନିକଟରେ ହୋଇଥିବା ଏକ ସୀମିତ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସବୁ ପ୍ରାର୍ଥୀ ଫେଲ ମାରିଛନ୍ତି। ବିଭିନ୍ନ ଜିଲ୍ଲାର ୧୪ଟି ଜିଲ୍ଲା ବିଚାରପତି ପଦ ପାଇଁ ଓଡ଼ିଶା...

ଜନ୍ମ ନ୍ୟୁଜିଲାଣ୍ଡରେ ହେଲେ କ୍ରିକେଟ ଖେଳୁଛନ୍ତି ଇଂଲଣ୍ଡରୁ

ଓଡ଼ିଶାଲାଇଭ ବ୍ୟୁରୋ ନ୍ୟୁଜିଲାଣ୍ଡରେ ଜନ୍ମଗ୍ରହଣ କରିଥିବା ବେନ ଷ୍ଟୋକ୍ସ ବର୍ତ୍ତମାନ ଇଂଲଣ୍ଡ ଦଳର ଷ୍ଟାର ଅଲରାଉଣ୍ଡର ଭାବେ ପରିଚିତ। ଚଳିତ ବିଶ୍ଵକପରେ ଇଂଲଣ୍ଡ ପକ୍ଷରୁ ଖେଳି ନ୍ୟୁଜିଲାଣ୍ଡକୁ ପରାସ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ...

ଖବର କାଗଜ ବିକାଳିରୁ ଦେଶର ଶ୍ରେଷ୍ଠ ବୈଜ୍ଞାନିକ: ମିସାଇଲ୍ ମ୍ୟାନ୍ ଅବଦୁଲ୍ କଲାମ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=5-p7VgS-QiQ] ସାଧାରଣ ମଣିଷଟିଏ ସିଏ କିନ୍ତୁ ତାଙ୍କ କାମ ଅସାଧାରଣ। ଭାରତର ମହାକାଶ ଯାତ୍ରାରେ ସେ ଥିଲେ ପ୍ରମୁଖ ସୂତ୍ରଧର। ବିଶ୍ୱରେ ଡକ୍ଟର ଏପିଜେ ଅବଦୁଲ କଲାମ ନାମରେ ପରିଚିତ ଏହି ବୈଜ୍ଞାନିକ...

ମୋଟାପଣ ହୋଇପାରେ ସ୍ମରଣ ଶକ୍ତି ହ୍ରାସର କାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଦବୃଦ୍ଧି କେବଳ ଅଳସୁଆ କରେନାହିଁ ବରଂ ଶରୀରକୁ ରୋଗର ପେଣ୍ଠସ୍ଥଳୀ କରିଦିଏ। ଏହାର ଅତ୍ୟଧିକ ପ୍ରଭାବ ପଡ଼େ ମସ୍ତିଷ୍କ ଉପରେ। ସ୍ମରଣଶକ୍ତି ହ୍ରାସ କରିବାରେ ମେଦବୃଦ୍ଧି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମୋଟାପଣ...

ନଭେମ୍ବର ୧୫ରେ ରିଲିଜ ହେବ ‘ସାଟେଲାଇଟ୍ ଶଙ୍କର୍’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ନଭେମ୍ବର ୧୫ ତାରିଖରେ ରିଲିଜ ହେବାକୁ ଯାଉଛି ଅଭିନେତା ସୁରଜ୍ ପାଞ୍ଚୋଲି ଅଭିନୀତ 'ସାଟେଲାଇଟ୍ ଶଙ୍କର' ଫିଲ୍ମ। ଇର୍‌ଫାନ୍ କମଲ୍ ନିର୍ଦ୍ଦେଶିତ ସାଟେଲାଇଟ୍ ଶଙ୍କରରେ ସୁରଜଙ୍କୁ ଜଣେ ଆର୍ମି ଅଫିସର୍‌ଙ୍କ...

୩୮ କୋଟିର ବଙ୍ଗଳାରେ ରହନ୍ତି ଅଭିନେତା ରାମଚରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଚିରଞ୍ଜିବୀଙ୍କ ପୁଅ ରାମଚରଣ ଟଲିଉଡର ସବୁଠୁ ଧନୀ ଅଭିନେତା। ୨୦୦୭ରେ ଫିଲ୍ମ ‘ଚିରୂଥା’ରୁ କ୍ୟାରିୟର ଆରମ୍ଭ କରିଥିବା ରାମଚରଣଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ତାଙ୍କ ବାପାଙ୍କ ଭଳି।...

ଓଲିଉଡ ଡିଭାଙ୍କ ସହ କାମ କରି ନାହାନ୍ତି ନାୟକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡରେ ହେଉ କି ବଲିଉଡ୍ ସବୁଠି ନାୟକ-ନାୟିକାଙ୍କ ଭିତରେ ବୟସର ତାରତମ୍ୟ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ। କେଉଁ ସିନେମାରେ ନାୟକ ବଡ଼ ତ ନାୟିକା ସାନ, ପୁଣି କେଉଁଥିରେ...

କାର୍ତ୍ତିକ ମାସରେ ଓଡ଼ିଆମାନେ ପାଳନ୍ତି ଏହି ୭ଟି ପରମ୍ପରା

ଓଡ଼ିଶାଲାଇଭ୍ ବ୍ୟୁରୋ ଧର୍ମର ମାସ ହେଉଛି କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଯେ, କାର୍ତ୍ତିକ ମାସରେ ହବିଷ କଲେ କୋଟି ଜନ୍ମର ପୁଣ୍ୟ ମିଳେ। ଓଡ଼ିଆ ପରମ୍ପରା ଅନୁଯାୟୀ, କୁମାର ପୂର୍ଣ୍ଣିମା ପରଦିନଠୁ ଆରମ୍ଭ ହୁଏ କାର୍ତ୍ତିକ ମାସ ହବିଷ...