ଆଜିଠୁ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ କରିବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ମଙ୍ଗଳବାରଠାରୁ ଛତିଶଗଡ଼ରେ କ୍ଷେତ୍ର ପରିଦର୍ଶନ ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଟ୍ରିବ୍ୟୁନାଲ ମହାନଦୀର ଉତ୍ପତ୍ତିସ୍ଥଳରୁ ନଦୀର ମଧ୍ୟ ଅଞ୍ଚଳ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ। ଏପ୍ରିଲ...

ଆଉ ୪ ଦିନ ଅସହ୍ୟ ଗରମରେ ଛଟପଟ ହେବେ ଓଡ଼ିଶାବାସୀ, ବାରିପଦାରେ ୪୪ ଡିଗ୍ରୀ ଟପିଲା ତାପମାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା କମିବାର ନାଁ ନେଉନି। ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି...
Biju Patnaik

ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଶ୍ରଦ୍ଧାଞ୍ଜଳି ‘ଏକ ଝଡ଼’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=nk6wniJZdco]ସୋମବାର ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ବିଜୁ ବାବୁଙ୍କ ୨୬ ତମ ଶ୍ରାଦ୍ଧ ବାର୍ଷିକୀରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜୁବାବୁଙ୍କ ଦୀର୍ଘ କର୍ମମୟ ଓ ରାଜନୈତିକ ଜୀବନ ଓଡ଼ିଶାବାସୀଙ୍କ ପାଇଁ...

ବିଜୁ ପଟ୍ଟନାୟକ – ଦି ଟଲ୍ ମ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=rqufn-ZYSyM] ବିଜୁବାବୁଙ୍କ ବ୍ୟକ୍ତିତ୍ୱ ଓ କର୍ମନିପୁଣ ଜୀବନ ଅନେକଙ୍କ ପାଇଁ ପ୍ରେରଣା ‘ଦି ଟଲ୍ ମ୍ୟାନ’ନାଁରେ ଖ୍ୟାତ ବିଜୁ ପଟ୍ଟନାୟକ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଚିର ସ୍ମରଣୀୟ କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କର ବ୍ୟକ୍ତିତ୍ୱ...

ଏବେ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେନି ସ୍ୱାସ୍ଥ୍ୟକର୍ମୀ, ଲାଗୁ ହେଲା ‘ଏସମା’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଉପରେ ଅତ୍ୟାବଶ୍ୟକ ସେବା ଆଇନ (ଏସମା) ଲାଗୁ କରିଛନ୍ତି। ଏହାଫଳରେ ସ୍ୱାସ୍ଥ୍ୟକର୍ମୀମାନେ ୬ ମାସ ଯାଏଁ ଆନ୍ଦୋଳନ କରିପାରିବେ ନାହିଁ। ଏନେଇ...

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଲାଗି ସୋମବାର ଦିନ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ଦଳର ବରିଷ୍ଠ ନେତା ଏବଂ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଯାଇ...

ବୁଲା ନିଶା – ବିଜୁ ପଟ୍ଟନାୟକ (ଦ୍ୱିତୀୟ ଭାଗ)

ବିଜୁ ପଟ୍ଟନାୟକ ବିଜୁବାବୁଙ୍କ ଉଦ୍ଦାମ, ଉଚ୍ଚାଭିଳାଷୀ ତଥା ସ୍ୱପ୍ନପ୍ରବଣ ତାରୁଣ୍ୟର ଏକ ଚମତ୍କାର ଅଭିବ୍ୟକ୍ତି ‘ବୁଲାନିଶା’। ସେ ରେଭେନ୍‌ସାରେ ପଢ଼ିଲା ବେଳେ ତାଙ୍କର କିଛି ସହପାଠୀଙ୍କୁ ନେଇ କଟକରୁ ପେଶାୱାର (ବର୍ତ୍ତମାନ ପାକିସ୍ଥାନରେ ଅବସ୍ଥିତ)...

ମଦହାଣ୍ଡି ଭାଙ୍ଗିବାକୁ ଆଦିବାସୀ ମହିଳାଙ୍କୁ ‘ପୋଲିସ ପାୱାର’ ଦେଇଥିଲେ ବିଜୁ ବାବୁ

ସୁମନୀ ଝୋଡ଼ିଆ [youtube https://www.youtube.com/watch?v=_1WTQroEj-8] ତୁମକୁ ମୁଁ ‘ପୁଲିସ୍ ପାୱାର’ ଦେବି। ତୁମେ ଯାଇକି ଛାଞ୍ଚୁଣିମୁଠା ଧରି ମଦହାଣ୍ଡି ଭାଙ୍ଗି ପାରିବ। ତୁମେ ମଦ ବନ୍ଦ କରିପାରିବ। ତୁମର ହାତର କଥା ତୁମର ହାତେ ହିଁ...

ବୁଲା ନିଶା – ବିଜୁ ପଟ୍ଟନାୟକ (ପ୍ରଥମ ଭାଗ)

ବିଜୁ ପଟ୍ଟନାୟକ ‘ବୁଲାନିଶା’ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ନିଜ ଭ୍ରମଣର ଅନୁଭୂତି। ଏହି ଲେଖାଟି ୧୯୩୪ ମସିହାରେ ପ୍ରସିଦ୍ଧ ‘ଉତ୍କଳ ସାହିତ୍ୟ’ ପତ୍ରିକାର ୩୮ଶ ଭାଗ, ତୃତୀୟ ଓ ଚତୁର୍ଥ ସଂଖ୍ୟାରେ...

ସରିଲା ମାଟ୍ରିକ୍‌ ପରୀକ୍ଷା ଖାତାଦେଖା, ମେ’ ଶେଷ ସୁଦ୍ଧା ବାହାରିବ ରେଜଲ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ବର୍ଷ ପାଇଁ ମାଟ୍ରିକ୍‌ ପରୀକ୍ଷା ଖାତାଦେଖା ଶେଷ ହୋଇଛି। ଏବେ ମେ’ ମାସ ଶେଷ ଭାଗକୁ ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏନେଇ ସୋମବାର ସୂଚନା ଦେଇଛନ୍ତି ଓଡ଼ିଶା...