ଯୁବକଙ୍କ ପାଇଁ ମହଙ୍ଗା ପଡ଼ୁଛି ଶସ୍ତା ଇଣ୍ଟରନେଟ ପ୍ୟାକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଟରନେଟ ବଢ଼ାଉଛି ମାନସିକ ରୋଗ
ପ୍ରତିଦିନ ପ୍ରାୟ ୫୦ ଜଣ ଲୋକ ମାନସିକ ରୋଗରେ ଆକ୍ରାନ୍ତ
୧୬ ବର୍ଷ ବୟସ ମଧ୍ୟରେ ଶତକଡ଼ା ୧୩ ଭାଗ ପିଲା ମାନସିକ...
ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଉଛି ତିତଲି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=odrFtVSKgnQ&t=7s
ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ତିତଲି
ଗୋପାଳପୁରଠାରୁ ୩୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ
ଆସନ୍ତାକାଲି ସକାଳ ୫.୩୦ ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ତିତଲି
ତିତଲି ମୁକାବିଲା ପାଇଁ...
ଘରେ କିପରି ପ୍ରସ୍ତୁତ କରିବା କଦଳୀ ସେକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଦଳୀ ସେକ୍ ଶରୀର ପାଇଁ ଯେତିକି ହିତ ହୋଇଥାଏ, ପାଟିକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ଲାଗିଥାଏ।
ଆବଶ୍ୟକୀୟ ସାମଗ୍ରୀ - ୬ଟି କଦଳୀ, ୫୦୦ଗ୍ରାମ୍ କଞ୍ଚାକ୍ଷୀର, ୩ଚାମଚ ଚିନି, ଆଇସ୍କ୍ରିମ୍, ଚକ୍ଲେଟ୍ ସେରମ୍,...
ଐଶ୍ୱର୍ଯ୍ୟାଙ୍କ ପଛରେ ବାୟା ହଲିଉଡ୍ ଷ୍ଟାର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନିକଟରେ ଭାରତ ଆସିଥିବା ହଲିଉଡ ଷ୍ଟାର ବିଲ୍ ସ୍ମିଥ୍, ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହିତ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି। ଆଗରୁ ଅନ୍ୟ ହଲିଉଡ ଷ୍ଟାରମାନେ ବି ଏକଥା...
ମହୁରୀକାଳୁଆ ପୀଠରେ ନବରାତ୍ରି ପୂଜା ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀକାଳୁଆଙ୍କ ପୀଠରେ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ରି ପୂଜା। ଏଥି ପାଇଁ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି।
ସକାଳେ ମା’ଙ୍କ ମାଜଣା ଓ ପୂଜାର୍ଚ୍ଚନା...
ସ୍ତ୍ରୀର ହାତକୁ କଟୁରୀରେ ହାଣିଦେଲା ସ୍ୱାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ସ୍ୱାମୀ ନିଜ ସ୍ତ୍ରୀର ବାମ ହାତକୁ କଟୁରୀରେ ହାଣି ଅଲଗା କରିଦେଇଛି। ସ୍ତ୍ରୀର କଟା ହାତକୁ ଧରି ସ୍ୱାମୀ...
ପଟ୍ଟାମୁଣ୍ଡାଇ ଥାନାରୁ ଆସାମୀ ଚମ୍ପଟ! ନିର୍ଦ୍ଦୋଷୀକୁ ଥାନାକୁ ଆଣି ନିସ୍ତୁକ ପିଟିଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାରେ ପୁଣି ପୋଲିସର ବର୍ବରତା
ପଟାମୁଣ୍ଡାଇ ଥାନାରୁ ଖସିଗଲା ଆସାମୀ
ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ
ନିର୍ଦ୍ଦୋଷୀକୁ ଥାନାକୁ ଆଣି ପିଟିଲା ପୋଲିସ
ପୋଲିସ ମାଡ଼ରେ ଲହୁଲୁହାଣ ଯୁବକ
ଏସ୍ପିଙ୍କୁ...
ଭୁବନେଶ୍ୱର ଆସିବେ ଶାହାରୁଖ ଖାନ୍ – ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ସାମିଲ ହେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ବାଦଶାହ ଶାହାରୁଖ ଖାନ୍ ଭାରତୀୟ ହକି ଟିମକୁ ଚିୟର କରିବା ପାଇଁ ଆସୁଛନ୍ତି ଭୁବନେଶ୍ୱର।
ଆଉ ଦିନ କେତେଟାର ପ୍ରତୀକ୍ଷା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି...
ରାଜନଗରରେ ପରିବହନ ମନ୍ତ୍ରୀଙ୍କ ଗାଡ଼ିକୁ ଟମାଟୋ ମାଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ହଟହଟା ହୋଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଶୁଭାରମ୍ଭ କରିବାକୁ ଆସିଥିବା ମନ୍ତ୍ରୀଙ୍କ ଗାଡ଼ିକୁ...
ବଲିଉଡରେ କଳଙ୍କ – ନାନାଙ୍କ ପରେ ଆଲୋକନାଥଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ କଳଙ୍କ। ଜଣକ ପରେ ଜଣେ ପ୍ରତିଷ୍ଠିତ କଳାକାରଙ୍କ ନାଁରେ ଅସୁଛି ଯୌନ ଶୋଷଣର ଅଭିଯୋଗ। ବଲିଉଡ ତାରକା ନାନା ପାଟେକରଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏବେ...





















