ଗଜପତିରେ ଧସିଲା ପାହାଡ଼ – ୧୨ ମୃତ, ୪ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ବାରିଘର ଗ୍ରାମରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ପାହାଡ଼ ଧସିବା ଫଳରେ ୧୨ଜଣଙ୍କର ମୃତ୍ୟୁ...
ଘରେ ପ୍ରସ୍ତୁତ କରନ୍ତୁ ହଟ୍ ଆଣ୍ଡ ସୋର୍ ଚିକେନ୍ ସୁପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତୁ ଜାଣିବା କିଭଳି ଘରେ ପ୍ରସ୍ତୁତ କରିବା ହଟ୍ ଆଣ୍ଡ ସୋର୍ ଚିକେନ୍ ସୁପ୍?
ଆବଶ୍ୟକୀୟ ସାମଗ୍ରୀ - ୧୦୦ଗ୍ରାମ୍ ବୋନ୍ଲେସ୍ ଚିକେନ୍, ଖଣ୍ଡିଏ ଛୋଟ ଅଦା, ୩ଟି ତେଜପତ୍ର, ୨ଟି ଗୁଜରାତି,...
ବଲିଉଡ଼ରେ ଚାଲିଛି ‘ମି ଠୁ’ ଆନ୍ଦୋଳନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଏବେ ‘ମି ଠୁ’ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଗାୟିକା ସୋନା ମହାପାତ୍ର। ଆସନ୍ତୁ ଜାଣିବା ଆଗରୁ ଏହି ‘ମି ଠୁ’ ଆନ୍ଦୋଳନରେ ବଲିଉଡର କେଉଁମାନେ ଯୋଡ଼ି ହୋଇଛନ୍ତି?
ତନୁଶ୍ରୀ, କଙ୍ଗନା, ବିଣ୍ଟାଙ୍କ...
ବନ୍ୟା ପ୍ରଭାବିତଙ୍କ ପାଇଁ ହେଲିକପ୍ଟରରୁ ପଡ଼ିବ ରିଲିଫ୍ ସାମଗ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବନ୍ୟା ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଆକାଶ ମାର୍ଗରୁ ପଡ଼ିବ ଖାଦ୍ୟ ପୁଡ଼ିଆ। ଏଥିପାଇଁ ରଙ୍ଗେଇଲୁଣ୍ଡାରେ ପହଞ୍ଚିଛି ଦୁଇଟି ହେଲିକପ୍ଟର।
ତିତ୍ଲି ପ୍ରଭାବରେ ହୋଇଥିବା ବର୍ଷାରେ ୩ ଜିଲ୍ଲାରେ ପରିସ୍ଥିତି ବିଗିଡ଼ି ଯାଇଛି। ବିଶେଷକରି...
ଗଞ୍ଜାମରେ ସ୍ଥିତି ବେହାଲ୍ – ଘରେ ପଶିଲା ବନ୍ୟା ପାଣି, ଯୋଗାଯୋଗ ବିଚ୍ଛିନ୍ନ
ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା
ପ୍ରମୁଖ ନଦୀରେ ବନ୍ୟା
ଘରେ ପଶିଲା ବନ୍ୟା ପାଣି
ଛତ୍ରପୁର - ତାରାତାରିଣୀ ମୁଖ୍ୟରାସ୍ତାରେ ବନ୍ୟା ଜଳ
ଛତ୍ରପୁର ବ୍ଲକର ୫ ପଞ୍ଚାୟତ ବେଶି ପ୍ରଭାବିତ
ଆସିକାରେ...
ତିତ୍ଲି କ୍ଷୟକ୍ଷତି ଆକଳନ କରିବେ ୩ ଜଣିଆ ମନ୍ତ୍ରୀସ୍ତରୀୟ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ତିତ୍ଲି କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଜଣିଆ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ...
‘ତିତ୍ଲି’ ଆଣିଲା ବର୍ଷା – ଉଚ୍ଛୁଳିଲା ନଦୀ, ଲୋକେ ଜଳବନ୍ଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=G9t4I7S7OEY]
ରାସ୍ତାରେ ପାଣିର ସୁଅ। ଚାଷଜମି, ପୋଖରୀ ଏକାକାର। ତିତ୍ଲି ତାଣ୍ଡବରେ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି ରାଜ୍ୟରେ।
ତିତ୍ଲି ଆସିଲା। ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ତାଣ୍ଡବ କରି ଚାଲିଗଲା। ତଥାପି...
‘ତିତ୍ଲି’ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା, ଉତ୍ତର ଓଡ଼ିଶାରେ କାଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=G9t4I7S7OEY]
୨୪ ଘଣ୍ଟା ଯାଏଁ ପ୍ରବଳ ବର୍ଷିବ। ଉତ୍ତର ଓଡ଼ିଶା ପ୍ରତି ସତର୍କ ସୂଚନା ଜାରି।
"ଦୁର୍ବଳ ହେଉଛି ସାମୁଦ୍ରିକ ଝଡ଼ ତିତ୍ଲି। ଦୁର୍ବଳ ହୋଇ ଏହା ଗୁରୁବାର ୧୧ଟା୩୦ରେ ଡିପ୍ ଡିପ୍ରେସନର...
ରାଜସ୍ଥାନରେ ଯୁବ କଂଗ୍ରେସର ମାନସ ମନ୍ଥନ, ଗୁରୁମନ୍ତ୍ର ଦେଲେ ରାହୁଲ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ରାଜସ୍ଥାନରେ ଯୁବ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।
ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଡିସେମ୍ବର ୭ରେ ଏହି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ।...
ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଠପ୍ ହୋଇପାରେ ଇଣ୍ଟରନେଟ୍ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଟର୍ନେଟ୍ ବ୍ୟବହାରକାରୀମାନେ ଆଗାମୀ ୪୮ ଘଣ୍ଟା ଯାଏଁ ନେଟ୍ଓ୍ଵାର୍କ ଫେଲ୍ଓ୍ଵର୍ର ସମ୍ମୁଖୀନ ହୋଇପାରନ୍ତି।
ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଦୁଃଖ ଖବର। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱବ୍ୟାପୀରେ ଇଣ୍ଟରନେଟ୍ ସେବା ଠପ୍ ହେବାକୁ...





















