ତିତ୍‌ଲି ପାଇଁ ଜନ୍ମଦିନ ପାଳିବେନି ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଟୋବର ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିବେନି ଜନ୍ମଦିନ। ସାମୁଦ୍ରିକ ଝଡ଼ 'ତିତ୍‌ଲି' ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଗାଁରୁ ବନ୍ୟାପାଣି ଛାଡ଼ି ଯାଇଥିଲେ ମଧ୍ୟ...

ରେକର୍ଡ ପାଇଁ ପ୍ରସ୍ତୁତ କଲେ ୩,୦୦୦ କେଜି ଖେଚୁଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ନାଗପୁରର ଜଣେ ରୋଷେୟା ବିଶ୍ୱ ରେକର୍ଡ ପାଇଁ ୩ ହଜାର କେଜିର ଖେଚୁଡ଼ି ପ୍ରସ୍ତୁତ କରିଛନ୍ତି। ବିଶ୍ୱ ରେକର୍ଡ ନିଶାରେ ଜଣେ ବ୍ୟକ୍ତି ରବିବାର ଦିନ ୩ ହଜାର କିଲୋଗ୍ରାମର ଖେଚୁଡ଼ି ପ୍ରସ୍ତୁତ...

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, ୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦଶହରାରେ ରାଜ୍ୟ ସରକାର ୨ପ୍ରତିଶତ ବଢ଼ାଇଲେ ମହଙ୍ଗା ଭତ୍ତା। ରାଜ୍ୟ ସରକାର ସୋମବାର ସରକାରୀ କର୍ମଚାରୀମାନଙ୍କ ପାଇଁ ଦଶହରା ଭେଟି ଘୋଷଣା କରିଛନ୍ତି। ସୋମବାର...

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଏମ୍.ଜେ ଆକବର

ଓଡ଼ିଶାଲାଇଭ ବ୍ୟୁରୋ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍.ଜେ ଆକବର ତାଙ୍କ ଉପରେ ଆସିଥିବା ଯୌନ ଶୋଷଣର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ‘ମି ଠୁ’ ଆନ୍ଦୋଳନ ଏବେ ସାରା ଭାରତରେ ଅଲଗା ରୂପ ନେବାକୁ ଲାଗିଲାଣି। ଏହା ମାଧ୍ୟମରେ...

ବିମାନରୁ ଖସି ଏୟାର ହଷ୍ଟେସ୍ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ସୋମବାର ସକାଳେ ଜଣେ ୫୩ ବର୍ଷୀୟ ଏୟାର ହଷ୍ଟେସ୍ ବିମାନରୁ ଖସି ଗୁରୁତର ଭାବେ ଆହତ ହୋଇଛନ୍ତି। ସୋମବାର ସକାଳେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ୫୩ ବର୍ଷୀୟ ଏୟାର...

ମହାନଦୀରେ ଭାସିଗଲେ ହାତୀ ପଲ

ଓଡ଼ିଶାଲାଇଭ ବ୍ୟୁରୋ ସୋମବାର ସକାଳେ ମହାନଦୀରେ ପାଖାପାଖି ୫ଟି ହାତୀ ଭାସି ଯାଉଥିବାର ଦେଖିବାକୁ ମିଳିଛି। ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର ପ୍ରଖର ସୁଅରେ ହାତୀପଲ ଭାସି ଯାଇଥିଲେ। ହାତୀପଲରେ ପ୍ରାୟ...

ଟାର୍ଗେଟ୍‌ରେ ସାଜିଦ୍, ଯୁବତୀଙ୍କୁ କରୁଥିଲେ ଅଶ୍ଲୀଳ ଇଙ୍ଗୀତ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ   ଅଭିନେତ୍ରୀ ତନୁଶ୍ରୀ, ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନର ଆରୋପ ଲଗାଇବା ପରେ ‘ମି ଠୁ’ ଆନ୍ଦୋଳନରେ ଫସିଛନ୍ତି ଗୋଟେ ପରେ ଗୋଟେ କଳାକାର। ଏପରି ଲାଗୁଛି, ଯେପରି ବଲିଉଡକୁ...

ପୁସ୍ତକ ସମୀକ୍ଷା – ଓଡ଼ିଶା ଓ ଗାନ୍ଧି

ଭାସ୍କର ପରିଛା ଓଡ଼ିଶା ସହ ମହାତ୍ମା ଗାନ୍ଧିଙ୍କ ସମ୍ପର୍କ କ'ଣ ଥିଲା? କହିବାକୁ ଗଲେ ବହୁତ କିଛି। ୧୯୨୧ରୁ ୧୯୪୬ ଏହି ପଚିଶ ବର୍ଷ ଭିତରେ ଗାନ୍ଧିଜୀ ବହୁବାର ଓଡ଼ିଶା ଆସିଛନ୍ତି, ଏଠାକାର ସମସ୍ୟା...

ଦିବଙ୍ଗତ ଅଭିନେତା ଦେବୁ ବୋଷଙ୍କ ସ୍ମରଣୀୟ ଚରିତ୍ର

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଯଶ୍ୱସୀ ଅଭିନେତା ଦେବୁ ବୋଷ ଶତାଧିକ ସିନେମାରେ ଅଭିନୟ କରିଥିଲେ। ସେଥିମଧ୍ୟରୁ ତାଙ୍କ କ୍ୟାରିଅରର ମାଇଲ୍ ଖୁଣ୍ଟ ବୋଲି କୁହାଯାଉଥିବା କେତୋଟି ଓଡ଼ିଆ ଛବି...

ରାଫେଲ୍ ସ୍କାମକୁ ନେଇ ଗାଁକୁ ଯିବ କଂଗ୍ରେସ – ରାହୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ "୨୦୧୯ ପୂର୍ବରୁ ରାଫେଲ୍ ସ୍କାମକୁ ବଡ଼ ପ୍ରସଙ୍ଗ କରିଛି କଂଗ୍ରେସ। ଏହି ଦୁର୍ନୀତିକୁ ନେଇ କଂଗ୍ରେସ ଭାରତର ବିଭିନ୍ନ ଗାଁକୁ ଯିବ", ବେଙ୍ଗାଳୁରୁରେ ଏହି ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ...