୨୦୧୯ରେ କଂଗ୍ରେସ-ସିପିଏମ୍ ମେଣ୍ଟକୁ ନା କହିଲେ ସୀତାରାମ ୟେଚୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସିଥିବା ସିପିଏମ୍ ନେତା ସୀତାରାମ ୟେଚୁରୀ କଂଗ୍ରେସ, ବିଜେପି, ବିଜେଡିକୁ ଟାର୍ଗେଟ କରିଛନ୍ତି।
"ଓଡ଼ିଶାରେ କଂଗ୍ରେସ ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ। ୨୦୧୯ ନିର୍ବାଚନରେ ଭୁବନେଶ୍ୱର...
ବିଜେପିର ଅଭିଯୋଗ – ‘ତିତ୍ଲି ତଥ୍ୟ ଲୁଚାଉଛନ୍ତି ସରକାର’
ଓଡ଼ିଶାଲାଇଭ୍ ବ୍ୟୁରୋ
ତିତ୍ଲି ଯୋଗୁଁ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ୪୫ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବିଜେପି ଅଭିଯୋଗ କରିଛି।
ତିତ୍ଲିକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଛି। ରାଜ୍ୟ...
ଦଶହରା ପାଇଁ ଆଡଭାଇଜରୀ ଜାରି କଲା କମିଶନରେଟ ପୋଲିସ, ଜାଣନ୍ତୁ କେଉଁ ରୁଟ୍ରେ ଯିବ ଗାଡ଼ି?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ଟ୍ରାଫିକ ପରିଚାଳନାକୁ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଜାରି କରାଯାଇଛି ଆଡଭାଇଜରୀ। ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ ଜାରି...
ନିର୍ଦ୍ଦେଶକ ଶ୍ୟାମ କୌଶଲ୍ ନାମରେ ଅଭିଯୋଗ ଆଣିଲେ ସହ-ନିର୍ଦ୍ଦେଶିକା ନମିତା
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ସହକର୍ମୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ଯୌନ ଉତ୍ପୀଡ଼ନାର ଶିକାର ହେଲେ ନିର୍ଦ୍ଦେଶକ ଶ୍ୟାମ।
ଏପର୍ଯ୍ୟନ୍ତ ୫୬ଟି ଫିଲ୍ମରେ ସହ-ନିର୍ଦ୍ଦେଶକ ରହିସାରିଥିବା ନମିତା ପ୍ରକାଶ ‘ମି ଠୁ’ ଆନ୍ଦୋଳନ ଜରିଆରେ ଯୌନ ଶିକାରର...
କୋର୍ଟ ଗଲେ ଏମ୍ ଜେ ଆକବର, ପ୍ରିୟା ରମଣୀଙ୍କ ବିରୋଧରେ ରୁଜୁ କଲେ ମାନହାନି ମକଦ୍ଦମା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରମନ୍ତ୍ରୀ ଏମ୍ ଜେ ଆକବର ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ଆଣିଛନ୍ତି ଫୌଜଦାରୀ ମାନହାନି ମକଦ୍ଦମା।
ଦିନକୁ ଦିନ ଜଟିଳ ହେଉଛି 'ମି ଠୁ' ଆନ୍ଦୋଳନ। କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ...
ସ୍ମାର୍ଟ ସିଟିର ସ୍ମାର୍ଟ ତୋରଣ – ଝଲସୁଛି ପୂଜା ମଣ୍ଡପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ଭୁବନେଶ୍ୱରରେ ଜମିବ ଦଶହରା। ସ୍ମାର୍ଟ ସିଟିରେ ଝଲସିବ ସ୍ମାର୍ଟ ତୋରଣ।
ଏବେ ପାର୍ବଣ ଋତୁ ଚାଲିଛି। ସେଥି ମଧ୍ୟରୁ ଶାରଦୀୟ ଦୁର୍ଗାପୂଜା ହେଉଛି ନିଆରା। ଏହି ପର୍ବକୁ ହିନ୍ଦୁମାନେ ବଡ଼ ଧୁମ୍ଧାମ୍ରେ...
ମଧ୍ୟପ୍ରଦେଶରେ ଜମୁଛି ପ୍ରଚାର, ଶକ୍ତିପୀଠରେ ରାହୁଲ ଗାନ୍ଧିଙ୍କ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରଦେଶର ବିକାଶ ପାଇଁ ମା' ପୀତାମ୍ବରାଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ରାହୁଲ ଗାନ୍ଧି।
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ। ମଧ୍ୟପ୍ରଦେଶକୁ କବ୍ଜା କରିବା...
କଲିକତାରେ ମୃତ, କେନ୍ଦ୍ରାପଡ଼ାରୁ ଜବତ ହେଲା ଶବ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ଯୌତୁକ ଜୁଇରେ ଜଳିଗଲେ ଅନିତା! କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ପୋଲିସ ହାବୁଡ଼ରେ ପଡ଼ିଲା ଅନିତାଙ୍କର ଅଭିଯୁକ୍ତ ସ୍ୱାମୀ ସ୍ମୃତିରଞ୍ଜନ। ଅନିତାଙ୍କର ଶବକୁ ଶ୍ମଶାନକୁ ନେବା ବାଟରେ ପୋଲିସ କଲା...
ଦଶହରା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ – ଦେବୀ ପୀଠରେ ଚାଲିଛି ମହାମୟୀଙ୍କ ସପ୍ତମୀ ପୂଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେବୀ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ସପ୍ତମୀ ପୂଜା ପାଇଁ ସବୁ ପୀଠ ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି। ଶ୍ରଦ୍ଧାଳୁମାନେ ହାତରେ ଭୋଗ ଏବଂ ପୂଜା ସାମଗ୍ରୀ ଧରି ବିଭିନ୍ନ ପୀଠଗୁଡ଼ିକରେ ଭିଡ଼...
ଗଜପତିରେ ସ୍ଥିତି ସୁଧୁରୁଛି, ତଦାରଖ ପାଇଁ ଭୁବନେଶ୍ୱରରୁ ଯିବେ ଅଫିସର
ଓଡ଼ିଶାଲାଇଭ୍ ବ୍ୟୁରୋ
"ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ସ୍ଥିତି ସୁଧୁରୁଛି। ବନ୍ୟା ପୀଡ଼ିତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ମରାମତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏସବୁ...





















