‘ନବୀନ’ – ବିରୋଧୀଙ୍କ ପାଇଁ ଆଜି ବି ଏକ ରାଜନୈତିକ ବିସ୍ମୟ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିନେ ରାଜନୀତିରେ ନବୀନ ଥିବା ନବୀନ ପଟ୍ଟନାୟକ ଆଜି ବିରୋଧୀଙ୍କ ପାଇଁ ପାଲଟିଛନ୍ତି ଏକ ଅଭେଦ୍ୟ ଦୁର୍ଗ!ଆଗାମୀ ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ଏହି ବିସ୍ମୟକୁ ଭେଦ କରିବା ପାଇଁ ଆଜିଠାରୁ...
ରାମପାଲଙ୍କୁ ଅଜୀବନ ଜେଲ୍, ୧ ଲକ୍ଷ ଟଙ୍କା ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ହରିଆଣାର ହିସାର କୋର୍ଟ ଶୁଣାଇଲେ ରାୟ। ବାବା ରାମପାଲଙ୍କୁ ଆଜୀବନ କାରାଦଣ୍ଡ।
ବିବାଦୀୟ ଧର୍ମଗୁରୁ ବାବା ରାମପାଲଙ୍କ ବିରୋଧରେ ଆସିଥିବା ହତ୍ୟା ମାମଲାର ଶୁଣାଣି କରିଛନ୍ତି ହରିଆଣାର ହିସାର କୋର୍ଟ। ୪ଜଣ ମହିଳାଙ୍କୁ...
ଟ୍ରକ ମୁହାଁମୁହିଁ – ୨ ମୃତ, ୨ ଗୁରୁତର
ଓଡ଼ିଶାଲାଇଭ ବ୍ୟୁରୋ
ମଙ୍ଗଳବାର ବାଲେଶ୍ୱର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ୧୬...
କିଚକେଶ୍ଵରୀଙ୍କ ପୀଠରେ ପାଳନ ହେଲା ମହାଷ୍ଟମୀ ପୂଜା
ରାଧାଶ୍ୟାମ ପ୍ରଧାନ
ମୟୂରଭଞ୍ଜ ଜିଲ୍ଲାର ଖିଚିଂସ୍ଥିତ ମା’ କିଚକେଶ୍ୱରୀ ମନ୍ଦିରରେ ବଡ଼ ଧୂମ୍ଧାମ୍ରେ ପାଳନ ହୋଇଯାଇଛି ମହାଷ୍ଟମୀ ପୂଜା।
ଜଗତ ଜନନୀ ମା’ ଦୁର୍ଗାଙ୍କ ଅ।ଗମନରେ ସମସ୍ତ ଜୀବଜଗତ ଚଳଚଞ୍ଚଳ ହୋଇପଡ଼ିଥ।ନ୍ତି । ସତ ଯେମିତି...
ପୂଜା ମଣ୍ଡପରେ ବିରାଜିଲେ ମା’ ଦୁର୍ଗା
ଓଡ଼ିଶାଲାଇଭ ବ୍ୟୁରୋ
[youtube https://www.youtube.com/watch?v=esudEwSe-Ds]
ମା’ ଦୁର୍ଗାଙ୍କ ମନ୍ତ୍ର ଉଚ୍ଚାରଣରେ କମ୍ପି ଉଠୁଛି ସମଗ୍ର ପୁରପଲ୍ଲୀ।
ମଙ୍ଗଳବାର ସମସ୍ତ ମଣ୍ଡପରେ ମହାମୟୀ ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’ ଦୁର୍ଗା।...
ଭାରତକୁ ଆସିବ ଲଢ଼ୁଆ ବିମାନ ରାଫେଲ
ଓଡ଼ିଶାଲାଇଭ ବ୍ୟୁରୋ
୨୦୧୯ରେ ଭାରତକୁ ଆସିବ ଲଢ଼ୁଆ ବିମାନ ରାଫେଲ।
ଲଢ଼ୁଆ ବିମାନ ରାଫେଲକୁ ନେଇ ଦେଶରେ ରାଜନୈତିକ ସ୍ଥିତି ସରଗରମ ଥିବାବେଳେ ସୋମବାର ଦିନ ଯୁଦ୍ଧ ବିମାନ କମ୍ପାନୀ ଡସଲ୍ଟ ଭାରତକୁ ରାଫେଲ ପଠାଇବାର ସୂଚନା ଦେଇଛି।...
ଆଶାରେ ରହିଗଲା ଆଶାଙ୍କ ଆଶା – ଦାବି ଶୁଣୁ ନାହାନ୍ତି ସରକାର
ଓଡ଼ିଶାଲାଇଭ ବ୍ୟୁରୋ
୧୧ ଦଫା ଦାବିରେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଘେରାଉ କଲେ ଆଶା କର୍ମୀ।
କାମ ଧନ୍ଦା ଛାଡ଼ି ରଣହୁଙ୍କାର ଦେଲେ ଶତାଧିକ ଆଶା କର୍ମୀମାନେ। ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର...
୭୩ ବର୍ଷରେ ପାଦ ଥାପିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ ବ୍ୟୁରୋ
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ। ହେଲେ ତିତଲି ବାତ୍ୟା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜନ୍ମଦିନ ପାଳିବେ ନାହିଁ ନବୀନ।...
ଅପରାଧିକ ମାମଲାରେ ଜଡ଼ିତ ବଲିଉଡ କଳାକାର
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନିଜର ଦମ୍ଦାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ହୋଇଛନ୍ତି ଅନେକ ବଲିଉଡ କଳାକାର। ହେଲେ ସେମାନେ ଅପରାଧିକ ମାମଲା ପାଇଁ ବି ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତୁ ଜାଣିବା...
କ୍ଷମା ମାଗ, ନଚେତ ୧ କୋଟି ଟଙ୍କାର ମାନହାନି ମାମଲା ପାଇଁ ପ୍ରସ୍ତୁତ ହୁଅ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ରାଜନଗର ନିର୍ବାଚନମଣ୍ଡଳୀର ବିଜେଡିର ୧୦ ତୁଙ୍ଗ ନେତାଙ୍କୁ ରାଜନଗର ବିଧାୟକଙ୍କ ଓକିଲ ନୋଟିସ୍। ଘନେଇଲା କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ନାମରେ କରାଯାଇଥିବା ଲକ୍ଷ ଲକ୍ଷ...





















