ଉଦ୍ଧାର ହେଲା ମୁଣ୍ଡବିହୀନ ଶବ
ଓଡ଼ିଶାଲାଇଭ ବ୍ୟୁରୋ
ବଲାଙ୍ଗୀର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ମଙ୍ଗଳବାର ଜଣେ ୯ ବର୍ଷ ବାଳକର ମୁଣ୍ଡବିହୀନ ଶବ ଉଦ୍ଧାର ହୋଇଥିଲା। ସିନ୍ଧେକେଲା ଗାଁଠାରୁ ପ୍ରାୟ ୫ କିଲୋମିଟର ଦୂର ଶୁଣ୍ଢିମୁଣ୍ଡାରେ ବାଳକଟିର...
୧୪ ବର୍ଷ ବୟସରେ ଦୁଷ୍କର୍ମର ଶିକାର ହୋଇଥିଲେ ଅଭିନେତ୍ରୀ ସୋମି ଅଲ୍ଲୀ
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଅଭିନେତ୍ରୀ ସୋମି ଅଲ୍ଲୀ ‘ମି ଠୁ’ ଆନ୍ଦୋଳନରେ ନିଜର ଲୋମ ଟାଙ୍କୁରା କାହାଣୀ ବର୍ଣ୍ଣନା କରିଛନ୍ତି।
ବଲିଉଡ ଅଭିନେତ୍ରୀ ତଥା ସଲମାନଙ୍କ ଏକ୍ସ - ଗାର୍ଲଫ୍ରେଣ୍ଡ ସୋମି ‘ମି ଠୁ’ ପ୍ରସଙ୍ଗରେ...
ବନ୍ୟାଞ୍ଚଳ ପାଇଁ ହାତ ଖୋଲିଦେଲେ ନବୀନ – ତିନି ଜିଲ୍ଲା ପାଇଁ ୧୦୨ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ତିତ୍ଲି ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାର ହାତ ଖୋଲିଦେଲେ। ବାତ୍ୟା ଓ ବନ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା ପାଇଁ ୧୦୨ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ ଘୋଷଣା...
ଏମ୍ ଜେ ଆକବରଙ୍କ ପାଇଁ ବଢ଼ିଲା ଅଡ଼ୁଆ – ଆଉ ଜଣେ ମହିଳା ସାମ୍ବାଦିକ ଆଣିଲେ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରମନ୍ତ୍ରୀ ଏମ୍ ଜେ ଆକବରଙ୍କ ବିରୋଧରେ ପୁଣି ଯୌନ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆଣିଲେ ଆଉ ଜଣେ ମହିଳା ସାମ୍ବାଦିକ।
କେନ୍ଦ୍ରମନ୍ତ୍ରୀ ଏମ୍ ଜେ ଆକବରଙ୍କ ପିଛା ଛାଡ଼ୁନି 'ମି ଠୁ' ବିବାଦ।...
ମାଓବାଦୀଙ୍କ ଲଙ୍କାକାଣ୍ଡ – ଓଡ଼ିଶା ସୀମାନ୍ତରେ ଜାଳିଦେଲେ ୭ ଟ୍ରକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସୀମାନ୍ତରେ ଲଙ୍କାକାଣ୍ଡ ଘଟାଇଛନ୍ତି ଲାଲ୍ ବାହିନୀ। ଝାଡ଼ଖଣ୍ଡର ଲୋହରଦଗା ଜିଲ୍ଲାରେ ୭ଟି ବକ୍ସାଇଟ୍ ବୋଝେଇ ଟ୍ରକ ଜାଳ ଦେଇଛନ୍ତି ମାଓବାଦୀ। ଲୋହଦଗା ଜିଲ୍ଲାର କିସୋକୋ-ଚିରୁଗୁଟା ରୋଡ୍ରେ ମାଓବାଦୀମାନେ ଏହି ହିଂସାକାଣ୍ଡ...
ବାବା ରାମପାଲ – ଜାଣନ୍ତୁ ଇଞ୍ଜିନିୟରରୁ କେମିତି ସାଜିଲେ ଧର୍ମଗୁରୁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଧର୍ମଗୁରୁ ବାବା ରାମପାଲଙ୍କ ବିରୋଧରେ ଆସିଥିବା ହତ୍ୟା ମାମଲାର ମଙ୍ଗଳବାର ଶୁଣାଣି କରିଛନ୍ତି ହରିଆଣାର ହିସାର କୋର୍ଟ। ୪ ଜଣ ମହିଳାଙ୍କୁ ହତ୍ୟା ଓ ଜଣେ ନାବାଳକଙ୍କୁ ବନ୍ଦୀ କରି ହତ୍ୟା...
ବୁଧବାର ବନ୍ୟା ପ୍ରଭାବିତ ଭଞ୍ଜନଗର ଓ ବାରଘର ଯିବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମୁଦ୍ରିକ ଝଡ଼ ତିତ୍ଲି ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏବଂ ଗଜପତି ଜିଲ୍ଲାର ବାରଘର। ବନ୍ୟା ପ୍ରଭାବିତ ଏହି ଦୁଇଟି ଅଞ୍ଚଳ ପରିଦର୍ଶନ କରିବେ ଏବଂ...
ଆନନ୍ଦ ବଜାରରେ ରହିବ ହେଲ୍ପ ଡେସ୍କ – ଖୁବଶୀଘ୍ର ଅବଢ଼ାର ନୂଆ ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଆନନ୍ଦ ବଜାରରେ ଆନନ୍ଦରେ ଅବଢ଼ା ଖାଇବେ ଶ୍ରଦ୍ଧାଳୁ!
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାବାଡ଼ ହୋଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ। ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ନିର୍ଦ୍ଦେଶକୁ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ କରିବା ପାଇଁ...
‘ମି ଠୁ’ ଜାଲରେ ଫସିଲେ ଚିତ୍ରଶିଳ୍ପୀ ଯତୀନ ଦାସ – ମହିଳା ପରିବେଶବିତ୍ ଆଣିଲେ ଯୌନ ଶୋଷଣ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ନିଶା ବୋରା। ସୋସିଆଲ ମିଡିଆରେ ଲେଖିଲେ ପୂରା କହାଣୀ।
ଓଡ଼ିଶାକୁ ଡେଇଁଲା 'ମି ଠୁ' ଆନ୍ଦୋଳନ। ଜଣେ ଓଡ଼ିଆ ଅଭିନେତ୍ରୀଙ୍କ ପରେ...
ଲଢ଼େଇ ଜୋରଦାର – ପରଦାରେ ‘ପ୍ରେମ କୁମାର’ ଓ ‘ଶ୍ରୀମାନ ସୁର ଦାସ’
ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡ଼କ୍ସନର ଓଡ଼ିଆ ସିନେମା ‘ପ୍ରେମ କୁମାର’ ଓ ‘ଶ୍ରୀମାନ ସୁର ଦାସ’।
ଜମୁଛି ଦଶହରା ବଜାର। ଦଶହରାକୁ ଆଖି ଆଗରେ ରଖି ପରଦାରେ ରିଲିଜ୍ ହୋଇଛି...





















